Tag: Corona

Corona
ରାଜ୍ୟରେ କମୁଛି, ହେଲେ ଭୁବନେଶ୍ୱର ଓ କଟକରେ ଚିନ୍ତାଜନକ ସ୍ଥିତିରେ କରୋନା

ରାଜ୍ୟରେ କମୁଛି, ହେଲେ ଭୁବନେଶ୍ୱର ଓ କଟକରେ ଚିନ୍ତାଜନକ ସ୍ଥିତିରେ କରୋନା । ବିଶେଷ କରି ଆଇସିୟୁ ଓ ଭେଣ୍ଟିଲେଟରରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି ।

vaccination
ଟିକା ନେବା ପରେ ଅସ୍ଥିର ଅନୁଭବ ହେଉଛି ? ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଆଡମିଟ୍ ହେଉଛନ୍ତି ରୋଗୀ

ଟିକା ଉପରେ ଭରସା ନାହିଁ । କରୋନା ଟିକା ଉପରେ ଅଧାରୁ ଅଧିକ ଲୋକଙ୍କର ବିଶ୍ୱାସ ନାହିଁ । କିଛି ଲୋକେ ଏବେ ବି କରୋନା ଟିକା ନେବା ପାଇଁ ମଙ୍ଗୁନଥିବା ବେଳେ ଆଉ କିଛି ଲୋକ ବାଧ୍ୟବାଧକତାରେ ଟିକା ନେଉଛନ୍ତି

Niroj Mishra
ରାଜ୍ୟରେ ୫ ଜିଲ୍ଲାରେ କମୁନି ସଂକ୍ରମଣ

ରାଜ୍ୟରେ ୫ ଜିଲ୍ଲାରେ ସଂକ୍ରମଣ କମୁନି । କଟକ, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ପୁରୀ ଭଳି ଜିଲ୍ଲାରେ ସଂକ୍ରମଣ କମିବାର ନାଁ  ଧରୁନି । ଲାମ୍ବାଡ଼ା ଓ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ୩ୟ ଲହରର କାରଣ ହୋଇପାରେ ।

Vaccination Centre
ରାଜ୍ୟରେ ପୁଣି ଦେଖାଦେବ କି ଟିକା ଅଭାବ ସମସ୍ୟା ?

କୋଭିଡ୍ ଟିକା ପାଇଁ ହାଉଜାଉ ସ୍ଥିତି । ଅଧିକାଂଶ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଠେଲାପେଲା ପରିସ୍ଥିତି । ଏମିତିକି କିଛି ସ୍ଥାନରେ ଲୋକେ ରାତି ଅନିଦ୍ରା ହୋଇ ଟିକା ପାଇଁ ଲାଇନ୍ ଲଗାଉଥିବା ଦେଖିବାକୁ ମିଳିଛି । କୋଭିଡ୍‌ର ସମସ୍ତ କଟକଣାକୁ ଫୁ’ କରି ସତେ ଯେମିତି ଟିକା ପାଇଁ ଚାଲିଛି ପ୍ରତିଯୋଗିତା ।

Central team
କରୋନା ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ଟିମ୍‌

ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ ପହଞ୍ଚିଥିବା ଦୁଇଜଣିଆ କେନ୍ଦ୍ରୀୟ ଟିମ୍ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି

Crona
କଟକଣା ସତ୍ତ୍ୱେ କମୁନି ସଂକ୍ରମଣ, ଚିନ୍ତାରେ ରାଜ୍ୟ ସରକାର ! ଆସୁଛି କେନ୍ଦ୍ରୀୟ ଟିମ୍‌..

ଭୁବନେଶ୍ୱର: ଉପକୂଳ ଓ ଉତ୍ତର ଓଡ଼ିଶାରେ ଆଖିଦୃଶିଆ ଭାବେ ଖସୁନି କୋଭିଡ୍ ସଂକ୍ରମଣ ହାର । ଯାହାକୁ ନେଇ ଏବେ ଟେନସନ୍‌ରେ ରାଜ୍ୟ ସରକାର । କଟକକଣା ସତ୍ତ୍ୱେ ସ୍ଥିତିରେ କାହିଁକି ବଡ଼ ଧରଣର ସୁଧାର ଆସୁନାହିଁ, ତାର ଅନୁଧ୍ୟାନ ପାଇଁ…

corona
କାମ ଦେଲାନି ୫୦ ଦିନର ଲକ୍‌ଡାଉନ୍, ଫେଲ୍‌ ମାରିଲା ରାଜ୍ୟ ସରକାରଙ୍କ କୋଭିଡ୍‌ ବିରୋଧୀ ରଣନୀତି

ଭୁବନେଶ୍ୱର: ଲଗାତାର ୫୦ ଦିନ ଧରି ଲକ୍‌ଡାଉନ୍ ବି କାମ ଦେଲାନି । ଏବେ ଅନଲକ୍ ମୁହାଁ ହୋଇଥିଲେ ବି ରାଜ୍ୟରେ ନା ଦୈନିକ ସଂକ୍ରମଣରେ ସୁଧାର ଆସୁଛି, ନା ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁଛି । ଜୁନ୍ ଶେଷ ସପ୍ତାହରୁ…

Capture
ସାର ପାଇଁ ପେଲାଠେଲା, କଟକଣା ଭୁଲିଗଲେ..

କେନ୍ଦୁଝର: ସାର ପାଇଁ ଲୋକେ ଭୁଲିଗଲେ କରୋନା କଟକଣା । ସାମାଜିକ ଦୂରତା ଭୁଲି ସାର ନେବାକୁ ଠେଲାପେଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ତେଲକୋଇ ବ୍ଲକରେ । ସାର ନେବା ପାଇଁ ବ୍ଲକ୍‌ରେ ଚାଷୀମାନେ ଭିଡ଼ ଲଗାଇଥିଲେ…

corona
କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ରାଜ୍ୟର କରୋନା ସ୍ଥିତି ଅନୁଧ୍ୟାନ କରିବାକୁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରୀୟ ଟିମ୍‌ ବିଭିନ୍ନ ରାଜ୍ୟକୁ ଯାଇ ସ୍ଥିତି ସମୀକ୍ଷା କରି ରିପୋର୍ଟ ଦେବ । ଏହାପରେ…

Child-Tika
୧୨ରୁ ୧୮ ବୟସ୍କଙ୍କ ପାଇଁ ଲାଗିବ ବିନା ଛୁଞ୍ଚି ବାଲା କରୋନା କବଚ

ନୂଆଦିଲ୍ଲୀ: ୧୨ରୁ ୧୮ ବୟସ୍କଙ୍କ ପାଇଁ ଲାଗିବ ବିନା ଛୁଞ୍ଚି ବାଲା କରୋନା କବଚ । ଭାରତୀୟ କମ୍ପାନି ଜାଇଡସ୍ କାଡିଲା ଏହାର ତିନି ଡୋଜ୍ ବିଶିଷ୍ଟ ଜାଇକୋଭ୍-ଡି ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଆଜି DCGIର ଅନୁମତି ମାଗିଛି ।…

COVISHIELD
ଭାରତ ସରକାରଙ୍କ ଚାପରେ ନରମିଲା ୟୁରୋପୀୟ ସଂଘ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଚାପରେ ନରମିଲା ୟୁରୋପୀୟ ସଂଘ । ୟୁରୋପୀୟ ସଂଘର ୭ଟି ଦେଶ ଅଷ୍ଟ୍ରୀଆ, ଜର୍ମାନୀ, ସ୍ଲେଭେନିଆ, ଗ୍ରୀସ, ଆଇସଲ୍ୟାଣ୍ଡ, ଆର୍ୟଲାଣ୍ଡ, ସ୍ପେନ୍‌ ଏବଂ ସ୍ୱୀଜରଲାଣ୍ଡ ପକ୍ଷରୁ କୋଭିସିଲ୍‌ଡ ଟିକାକୁ ସବୁଜ ସଙ୍କେତ ଦିଆଯାଇଛି । ଏଣିକି କୋଭିସିଲ୍‌ଡ…

Capture 11
କରୋନା ସଂକ୍ରମଣ ହ୍ରାସ ପାଉଛି କିନ୍ତୁ ବେପରୁଆ ହେଲେ ପରିସ୍ଥିତି ଭୟାବହ ହେବ

ଭୁବନେଶ୍ୱର: B’ କ୍ୟାଟେଗୋରୀରେ ଥିବା ଜିଲ୍ଲା ଗୁଡ଼ିକରେ ଟିକିଏ ଅନିୟନ୍ତ୍ରିତ ଗତିବିଧି ଥିବାରୁ ସେଠାରେ ସଂକ୍ରମଣ ବୃଦ୍ଧି ପାଉଛି । କରୋନା ଭୂତାଣୁକୁ ଯେଉଁ ପରିବେଶ ଦରକାର, ତାହା ସେହି ଜିଲ୍ଲା ଗୁଡିକରେ ମିଳୁଛି । ଜୀବନ ଓ ଜୀବିକାକୁ ଗୁରୁତ୍ୱ…

coronavirus
କୋଭିଡ୍ ସଂକ୍ରମଣ ଯୋଗୁଁ ସାମ୍ନାକୁ ଆସିଲା ନୂଆ ଲକ୍ଷଣ !

ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ଯୋଗୁଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏବେ ମଳଦ୍ୱାରରୁ ରକ୍ତ ପଡୁଥିବା ନଜରକୁ ଆସିଛି । ସାଇଟୋମେଗାଲୋ ଭାଇରସ୍ ଦ୍ୱାରା ସେମାନେ ସଂକ୍ରମିତ ହୋଇଥିବା ଦିଲ୍ଲୀ ସ୍ଥିତ ଶ୍ରୀଗଙ୍ଗାରାମ ହସ୍ପିଟାଲର ଯକୃତ ବିଭାଗ ମୁଖ୍ୟ…

modi-6
ଟିକା ନେବାକୁ ପଞ୍ଚଘୁଞ୍ଚା ଦିଅନ୍ତୁ ନାହିଁ, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ: ପିଏମ୍‌ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହିଛନ୍ତି । ଏହା ହେଉଛି ମନ କି ବାତ୍ କାର୍ଯ୍ୟକ୍ରମର ୭୮ତମ ସଂସ୍କରଣ । ମନ୍‌ କି ବାତ୍‌ରେ ଟିକାକରଣ ଠାରୁ ଆରମ୍ଭ କରି…

Kids Vaccine
ଖୁବ୍ ଶୀଘ୍ର ଶିଶୁଙ୍କ ପାଇଁ ଆସିବ କରୋନା ଟିକା, ଜାଏଡସ୍ କାଡିଲା ପ୍ରସ୍ତୁତ କରୁଛି ଭ୍ୟାକସିନ୍

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଶିଶୁଙ୍କ ପାଇଁ ଆସିବ କରୋନା ଟିକା । ଭାରତରେ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଜାଏଡସ୍ କାଡିଲା ପ୍ରସ୍ତୁତ କରିବ ଭ୍ୟାକସିନ୍ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ସୂଚନା…

Tiaka-ctc
ଟିକା କେନ୍ଦ୍ରରେ ଅସମ୍ଭାଳ ଭିଡ଼, ଅଧିକାରୀଙ୍କ ଅକଲଗୁଡ଼ୁମ୍‌..

ଭୁବନେଶ୍ୱର: ଟିକା ପାଇଁ ଠେଲା ପେଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ସହରର ଜିଲ୍ଲା ସ୍କୁଲରେ ହୋଇଥିବା ଟିକାକରଣ କେନ୍ଦ୍ରରେ । ଶତାଧିକ ଲୋକ ଟିକା ନେବାକୁ ଆସିବାରୁ କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସମସ୍ତେ…

Delhi
ଖୋଲିଲା କେଜ୍ରିଓ୍ୱାଲ୍‌ଙ୍କ ଅକ୍ସିଜେନ୍ ରାଜନୀତି ଗୁମର, ଆବଶ୍ୟକଠାରୁ ଅଧିକ ଅକ୍ସିଜେନ୍‌ କରୁଥିଲେ କ’ଣ ?

ନୂଆଦିଲ୍ଲୀ: ଖୋଲିଲା କେଜ୍ରିଓ୍ୱାଲ୍‌ଙ୍କ ଅକ୍ସିଜେନ୍ ରାଜନୀତି ଗୁମର । ଆବଶ୍ୟକତା ଠାରୁ ୪ ଗୁଣ ଅଧିକ ଅକ୍ସିଜେନ୍ ମାଗିଥିଲା ଦିଲ୍ଲୀ । ଗୁମର ଖୋଲିଲା ସୁପ୍ରିମକୋର୍ଟଙ୍କ ଅଡିଟ୍ ଟିମ୍ । ଏବେ ହରଡ଼ଘଣାରେ ଦିଲ୍ଲୀର ଆପ୍ ସରକାର । ରିପୋର୍ଟରେ ଦର୍ଶାଯାଇଛି,…

Corona
ଦିନେ ଜାତୀୟସ୍ତରରେ କମ୍ପାଉଥିଲେ ମୈଦାନ, ଆଜି ଜଣେ ସ୍ୱିଗି ବୟ ତ ଆଉ ଜଣେ ଚାଷୀ

ଗର୍ବ ଆଉ ଗୌରବର ଦିନ ଥିଲା । କୀର୍ତ୍ତି ଅର୍ଜନର ସମୟ ବି ଥିଲା । କବାଡ଼ିର ଯୁଦ୍ଧ ପଡ଼ିଆରେ ବାଜି ମାରିବାର ଝୁଙ୍କ୍ ଆଉ ସଫଳତାର ଶୀଖରକୁ ଛୁଇଁବାର ଆଶାର ପକ୍ଷୀରେ ଡେଣା ବି ଲାଗିସାରିଥିଲା । ହେଲେ ବଦଳିଗଲା…

vlcsnap-error058
ଆତଙ୍କରେ ଆତଙ୍କର ସୌଦାଗର, ଲାଲ୍‌ସେନାର ଜୀବନ ନେଉଛି କରୋନା

ମାଲକାନଗିରି: ଆତଙ୍କରେ ଆତଙ୍କର ସୌଦାଗର । ମହାମାରୀ ପଞ୍ଝାରେ ମାଓବାଦୀ । ଲାଲ୍‌ଗଡ଼ରେ ଲାଲ୍‌ସେନାର ଜୀବନ ନେଉଛି କରୋନା । ପୂର୍ବରୁୁ ଉଭୟ ଛତିଶଗଡ଼ ଓ ତେଲେଙ୍ଗାନା ପୋଲିସ କହୁଥିଲେ ହେଲେ ଏବେ ଆଉ ଲୁଚେଇ ନପାରି ଖୋଦ୍ ମାଓବାଦୀ ବି…

vaccination
ଟିକାକରଣ ପରେ ହ୍ରାସ ପାଉଛି ସିଭିୟରଟି

ଭୁବନେଶ୍ୱର: ଟିକାକରଣ ହେବା ଦ୍ୱାରା ସିଭିୟରଟି ହ୍ରାସ ପାଉଛି । ଶରୀରରେ ଭଲ ଆଣ୍ଟିବଡି ସୃଷ୍ଟି ହେଉଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ଷ୍ଟଡିରୁ ଏହା ସ୍ପଷ୍ଟ ହୋଇଛି । ଓଡିଶାରେ ବ୍ରେକଥ୍ରୁ ଇନଫେକ୍ସନ…

teachers
ପିଲାଙ୍କ ପାଖରେ ଅନ୍‌ଲାଇନ୍‌ ପାଠ ପଢ଼ା ପହଞ୍ଚାଇବା ପାଇଁ, ଶିକ୍ଷକ ବାଛିଲେ ନିଆରା ଉପାୟ..

ଭୁବନେଶ୍ୱର: ମହାମାରୀ କରୋନାରେ ଭୁଶୁଡ଼ି ପଡ଼ିଥିବା ସ୍କୁଲ୍ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାକୁ ରାଜ୍ୟ ସରକାର ନିକଟରେ ଆରମ୍ଭ କରିଛନ୍ତି ୟୁଟ୍ୟୁବ ଲାଇଭ୍ ଲର୍ଣ୍ଣିଂ । ମୋବାଇଲ ମାଧ୍ୟମରେ ପିଲା କେମିତି ପଢ଼ିବ ସେଥିପାଇଁ ଉଦ୍ୟମ ହୋଇଥିବା ବେଳେ ଏ ବ୍ୟବସ୍ଥାକୁ…

snana-purnima
ରାତି ପାହିଲେ ସ୍ନାନପୂର୍ଣ୍ଣମୀ; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, ରାତି ୧ରୁ ଆରମ୍ଭ ନୀତିକାନ୍ତି

ପୁରୀ: ରାତି ପାହିଲେ ସ୍ନାନପୂର୍ଣ୍ଣମୀ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, ହାତୀବେଶରେ ବି ସଜେଇ ହେବେ । ରାତି ଗୋଟାଏରେ ଠାକୁରଙ୍କ ସ୍ନାନପହଣ୍ଡି ସହ ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ସ୍ନାନ ବିଧି…

delta
ଦେଶରେ ତୃତୀୟ ଲହର ଅଣିବ କି ଡେଲ୍‌ଟା ପ୍ଲସ୍ ଭ୍ୟାରିଆଣ୍ଟ ?

ନୂଆଦିଲ୍ଲୀ: ଦେଶରେ ତୃତୀୟ ଲହର ଅଣିବ କି ଡେଲ୍‌ଟା ପ୍ଲସ୍ ? ଏହାକୁ କରୋନାର ଚିନ୍ତାଜନକ ଭ୍ୟାରିଆଣ୍ଟ୍ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଥିବା ବେଳେ, ଏବେ ସୁଦ୍ଧା ଭାରତର ମୁଖ୍ୟତଃ ୪ଟି ରାଜ୍ୟରେ ୪୦ଟି ଡେଲ୍ଟା ପ୍ଲସ୍ କେସ୍ ଚିହ୍ନଟ…

Vaccine-Photo
ରାଜ୍ୟ ରାଜନୀତିରେ ହେବ କି ନୂଆ ସମୀକରଣ ? ଟିକା କେନ୍ଦ୍ରରେ ନବୀନଙ୍କ ଫଟୋ, ତୀବ୍ର ହେଉଛି ବିଜେପି

ଭୁବନେଶ୍ୱର: ବିଜେପି-ବିଜେଡି ମଧ୍ୟରେ ତୀବ୍ର ହେଉଛି ଟିକା କେନ୍ଦ୍ରରେ ଫଟୋ କଳି । ପ୍ରଥମେ ଟିକାକରଣ କେନ୍ଦ୍ରରେ ଦୁଇଦଳ ମୁହାଁମୁହିଁ ହେବା ପରେ ଆଜି ଟୁଇଟରରେ ପରସ୍ପରକୁ ଆକ୍ରମଣ କରିଛନ୍ତି ଉଭୟ ଦଳ । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ…

Corona
IIT କାନପୁରର ରିପୋର୍ଟ, ଅକ୍ଟୋବର ବେଳକୁ କରୋନାର ତୃତୀୟ ଲହର ପିକ୍‌ରେ ରହିବ..

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସାରା ଦେଶକୁ ଦୋହଲାଇ ଦେବାପରେ ଏବେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା । ସେପ୍ଟେମ୍ବର-ଅକ୍ଟୋବର ବେଳକୁ ତୃତୀୟ ଲହର ଆସିବା ସମ୍ଭାବନା ନେଇ ଚର୍ଚ୍ଚା ମଧ୍ୟରେ ଆସିଛି ଆଇଆଇଟି କାନପୁରର ଏକ ରିପୋର୍ଟ ।…