• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Congress

Simarani Nayak
BJD ଛାଡ଼ିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ

ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ସମସ୍ୟା ପାଇଁ ଇସ୍ତଫା ଦେଉଥିବା ଲେଖିଛନ୍ତି ସୀମାରାଣୀ।

Odisha Politics
ବିଜେଡିର ୧୨ରୁ ୬ସିଟ୍‌ରେ ପ୍ରାର୍ଥୀ ଘୋଷଣା ହେଲା, ପୁଣି ବାକି ରହିଲା ୬

ଆରପଟେ ବାକି ଥିବା ୬ ବିବାଦୀୟ ନିର୍ବାଚନ ମଣ୍ଡଳୀ କଣ୍ଟା ଏବେ ବିଜେଡି ତଣ୍ଟିରେ ଲାଗିଛି।

Rourkela Politics
ରାଉରକେଲାରେ ବିଜେପି- ବିଜେଡି ଓ କଂଗ୍ରେସର ଯୋଦ୍ଧା ମଇଦାନକୁ ଓହ୍ଲାଇ ସାରିଲେଣି

ଷ୍ଟିଲ ସିଟିର ସାମଗ୍ରୀକ ବିକାଶ ପାଇଁ ଭୋଟରଙ୍କ ମନ ଜିଣିବାକୁ ଭେଟେରାନ୍ ନା ନୂଆ ମୁହଁଙ୍କୁ ବାଛିବେ ଭୋଟର ।

Election
୨୪ ମହାସଂଗ୍ରାମ ପାଇଁ ଖୁବଶୀଘ୍ର ପ୍ରଚାର ମୈଦାନରେ ହେବ ହେଭିୱେଟ୍ ଟକ୍କର

ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ପାରମ୍ପରିକ ସିଟ୍ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି ।

Odisha Politics BJD
ସପ୍ତମ ପର୍ଯ୍ୟାୟରେ ବିଜେଡି ଘୋଷଣା କରିଥିବା ୬ ବିଧାନସଭା ମଧ୍ୟରୁ ଏହି ୩ ଆସନରେ ଚରମରେ ବିଦ୍ରୋହ

 ଦଳରେ ଥିବା କୁଚକ୍ରୀ ଗୋଷ୍ଠୀ ଟିକଟ୍ କାଟି ଦେଲେ, ତାଙ୍କ କଥା ଜଗନ୍ନାଥ ବିଚାର କରିବେ ବୋଲି କାନ୍ଦ କାନ୍ଦ ହୋଇ କହିଛନ୍ତି ସୁନନ୍ଦା।

Odisha Politics BJD
BJDରେ ଅସମ୍ଭାଳ ବିଦ୍ରୋହ, ଟିକେଟ୍ କଟିବା ପରେ ଅସନ୍ତୋଷ ଝାଡ଼ିଲେ ରଘୁନନ୍ଦନ ଓ ସୁନନ୍ଦା

କାକଟପୁରରେ ସ୍ୱାଧୀନ ଲଢ଼ିବାକୁ ସୁର ସେଠୀଙ୍କ ଚେତାବନୀ । ଟିକେଟ୍ ଗୋଳମାଳ ନେଇ କଂଗ୍ରେସରେ ବି ବିଦ୍ରୋହର ସ୍ୱର ।

Odisha Politics
ବିଜେଡିର ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୩ ବିଧାୟକଙ୍କ ଟିକେଟ୍ କଟିଲା

ବାଲିକୁଦା-ଏରସମାରେ ରଘୁନନ୍ଦନଙ୍କ ସ୍ଥାନରେ ସାରଦା ପ୍ରସନ୍ନଙ୍କୁ ଟିକେଟ୍ । ବିରୋଧ ସତ୍ତ୍ବେ କାକଟପୁରରେ ତୁଷାରକାନ୍ତି ବେହେରା ରିପିଟ୍ ।

BJD Leader
ସମର୍ଥକଙ୍କୁ ସମ୍ବୋଧନ ବେଳେ ଭୋ ଭୋ ହୋଇ କାନ୍ଦିଲେ ଯୁବ ବିଜେଡି ନେତା

ଦଳ ପାଇଁ ବହୁତ କାମ କରିଥିଲେ, ଦଳ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କୁ ବାଦ୍ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି, ଟିକେଟ୍ ଦେବାର ନଥିଲା ତାହେଲେ ଏତେ କାମ କାହିଁକି କରାଉଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

Election
ହାଇଭୋଲଟେଜ୍ ପ୍ରଚାର ! ୨୪ରେ ନବୀନ, ୨୫ରେ ଶାହ, ୨୮ରେ ଓଡ଼ିଶା ଆସିବେ ରାହୁଲ

୨୪ ମହାସଂଗ୍ରାମ ପାଇଁ ଖୁବଶୀଘ୍ର ପ୍ରଚାର ମୈଦାନରେ ହେବ ହେଭିୱେଟ୍ ଟକ୍କର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ୨୫ ତାରିଖ ଗସ୍ତ ପରେ ପରେ ଓଡ଼ିଶା ମୁହାଁ ହେବେ କେନ୍ଦ୍ରୀୟ ନେତା ।

Congress
ନିର୍ବାଚନୀ ମୈଦାନରେ କଂଗ୍ରେସର ନୂଆଯୋଦ୍ଧା

କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭୁବନେଶ୍ବର, ସମ୍ବଲପୁର, ଆସିକା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବ୍ରହ୍ମପୁର ଆଦି ଲୋକସଭା ସିଟରେ ଦଳ ନୂଆ ଚେହେରା ଉପରେ ଭରସା କରିଛି।

Amit Shah
ସୋନପୁରରୁ ଅମିତ ଶାହ ବଜାଇବେ ଭୋଟ୍ ବିଗୁଲ୍

ସେଦିନ ରାତିରେ ରାଜ୍ୟ ଦଳୀୟ ନେତୃବର୍ଗଙ୍କ ସହ ନିର୍ବାଚନ ଷ୍ଟ୍ରାଟେଜି ନେଇ ସମୀକ୍ଷା କରିବେ ଶାହ।

Odisha Politics, BJD
ବିଜେଡିର ୧୨ ଅଡୁଆ ସିଟ୍

କୋରେଇରେ ଦୁଇ ପରିବାର ଭିତରେ ପତିଆରା ଫାଇଟକୁ ନେଇ ଦ୍ୱନ୍ଦ୍ୱରେ ଦଳ।

Odisha Politics, Jagatsinghpur BJD
ବିଜେଡି ପାଇଁ ଜଗତସିଂହପୁର କଣ୍ଟା

ଗତକାଲି ସମୀର ଦାଶଙ୍କ ନିମାପଡା ପାୱାର ସୋ ପରେ ଦଳ ଭିତରେ ପସିଛି ଛନ୍‌କା ।

Congress
୮୭ ନୂଆ ଯୋଦ୍ଧାଙ୍କୁ ମୈଦାନକୁ ଛାଡ଼ିଛି କଂଗ୍ରେସ, ଆପ୍‌ ଜରିଆରେ ବାଛାଯାଇଛି ପ୍ରାର୍ଥୀ

‘ପ୍ରଗମନ’ ଆପ୍ ଜରିଆରେ ଦଳୀୟ ଟିକଟ୍ ବାଣ୍ଟିଛି କଂଗ୍ରେସ । କଂଗ୍ରେସକୁ କେତେ ସଫଳତା ଦେବ ‘ପ୍ରଗମନ’ ଆପ୍, ବଢ଼ିଲା ଚର୍ଚ୍ଚା ।

Odisha Politics, Jagatsinghpur BJD
BJDକୁ କଣ୍ଟା ଜଗତସିଂହପୁର ସଂସଦୀୟ କ୍ଷେତ୍ର, କାହାକୁ ଧରି ପ୍ରଚାର କରିବେ ରାଜଶ୍ରୀ ?

ନିମାପଡାରେ ସମୀର ଦାଶଙ୍କ ଟିକେଟ କାଟ୍ ପରେ ସ୍ଥିତି ସଙ୍ଗୀନ । ବାଲିକୁଦା-ଏରସମା ଓ କାକଟପୁରରେ ବି ଅଙ୍କ ଅଛିଣ୍ଡା ।

Odisha Politics, BJD
BJDର ବାକି ୧୨ ଆସନରେ ଛିଡୁନି ଅଙ୍କ ? ବରୀ-ବେଗୁନିଆ-ଖୋର୍ଦ୍ଧାରେ ପ୍ରାର୍ଥୀ କିଏ ?

ଟିକେଟ୍ ଲବିରେ ବହୁ ହେଭିୱେଟ୍ । କାହାକୁ ମ୍ୟାନେଜ୍ କରି କାହାକୁ ଛାଡ଼ିବେ ?

Gautam Samntray
ଜୟପୁର ବିଧାନସଭା, ବିଜେପିରୁ ଲଢ଼ିବେ ଗୌତମ ସାମନ୍ତରାଏ

ଦୀର୍ଘ ଦିନ ହେବ ଗୌତମ ଜୟପୁରରେ ବିଜେପି ସଂଗଠନ କରିଛନ୍ତି । ଜୟପୁର ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ଗୌତମ ।

Amit Shah
ନବୀନଙ୍କୁ ଚେକ୍‌ ଦେବାକୁ ପଶ୍ଚିମ ଓଡ଼ିଶା ଆସୁଛନ୍ତି ଶାହ !

ସୋନପୁରରେ ସାଧାରଣ ସଭା, ଭୁବନେଶ୍ବରରେ ନିର୍ବାଚନୀ ସମୀକ୍ଷା । କଣ୍ଟାବାଞ୍ଜିରୁ ନବୀନ ଲଢୁଥିବାରୁ ଚେକ୍ ଦେବାକୁ ଚର୍ଚ୍ଚା ।

Amit Shah
୨୫ରେ ଓଡ଼ିଶା ଆସିବେ ଶାହ, କର୍ମୀଙ୍କ ସହ ନିର୍ବାଚନୀ ରଣନୀତି ନେଇ କରିବେ ଆଲୋଚନା

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବା ବେଳେ ବିଜେପିର ହେଭିୱେଟ ଅମିତ ଶାହ ପ୍ରଚାର କରିବେ ।

Election
ଜମିଲାଣି ପ୍ରଚାର, ମଇଦାନକୁ ଓହ୍ଲାଇଲେଣି ତିନି ଦଳର ପ୍ରାର୍ଥୀ

ନିର୍ବାଚନ ପାଖେଇବା ସହ ଜମିଲାଣି ପ୍ରଚାର । ରାଜ୍ୟରେ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ମଇଦାନରେ ଭୋଟ ହାତେଇବା ପାଇଁ ସବୁ ଦଳର ପ୍ରାର୍ଥୀ ଉଦ୍ୟମ ଆରମ୍ଭ କରିଛନ୍ତି ।

Election
ମୁଣ୍ତ ଉପରେ ନିର୍ବାଚନ, କେବେ ସରିବ ଟିକେଟ ଘୋଷଣା?

ସାଧାରଣ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ଉଷ୍ମ ହେଉଛି ରାଜନୀତି । ଓଡ଼ିଶାରେ ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଆସନରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

Congress Bhawan
ଟିକେଟ ବଣ୍ଟାକୁ ନେଇ କଂଗ୍ରେସ ଭବନରେ ଭଙ୍ଗାରୁଜା, ଗେଟ୍‌ ତାଲା ପକାଇଲେ ଯୁବ କଂଗ୍ରେସ କର୍ମୀ

ଜାଣିଶୁଣି କଂଗ୍ରେସକୁ ଦୁର୍ବଳ କରାଯାଉଥିବା ଅଭିଯୋଗ କରି କଂଗ୍ରେସ ଭବନ ଗେଟ୍‌ରେ ତାଲା ପକାଇଛନ୍ତି ଯୁବ କଂଗ୍ରେସ କର୍ମୀ ।

Prabodh Tirkey
ଟିକେଟ୍‌ କାଟିଲା କଂଗ୍ରେସ, ଦଳରୁ ଇସ୍ତଫା ଦେଲେ ପ୍ରବୋଧ ତିର୍କୀ

ପ୍ରବୋଧଙ୍କ ଟିକେଟ କାଟି ଦେବେନ୍ଦ୍ର ଭିତରିଆଙ୍କ ନାଁ ଘୋଷଣା କରିଥିଲା ଦଳ। ଯେଉଁଥିପାଇଁ ଅପମାନ ହୋଇଥିବା ଦର୍ଶାଇ ପ୍ରବୋଧ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

Sidharth Routray
‘ଭୁବନେଶ୍ୱରରେ ଶଙ୍ଖ, ନିମାପଡ଼ାରେ ହାତ ପ୍ରଚାର ଭଲ ଦିଶିବନି’

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଛି। ତାଙ୍କୁ ନିମାପଡ଼ା ଟିକେଟ ଦିଆଯାଇଛି।

Congress
ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା; ନିମାପଡ଼ାରୁ ଲଢ଼ିବେ ସୁରଙ୍କ ବଡ଼ ପୁଅ

୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି।