• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Congress Cwc Meet

Congress Working Committee Meeting Today In New Delhi
କଂଗ୍ରେସର CWC ବୈଠକ

ଆଜି ନୂଆଦିଲ୍ଳୀର କଂଗ୍ରେସ ମୁଖ୍ୟାଳୟରେ ସିଡବ୍ଲୁସି ବୈଠକ ହେବ.. ବୈଠରେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ..

cwc meet
ଦିଲ୍ଲୀରେ ଆଜି CWC ବୈଠକ : ନୂତନ ଅଧ୍ୟକ୍ଷ ନିଯୁକ୍ତି ଓ ସାଂଗଠନିକ ନିର୍ବାଚନ ଉପରେ ଆଲୋଚନା ସମ୍ଭାବନା

କଂଗ୍ରେସ ସାଂଗଠନିକ ନିର୍ବାଚନ, ଆଗାମୀ ବିଧାନସଭା ନିର୍ବାଚନ, ଲଖିମପୁର ଖେରୀ ହିଂସା, କୃଷକ ଆନ୍ଦୋଳନ ଏବଂ ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗ ଆଦି ଏହି ବୈଠକର ମୁଖ୍ୟ ଏଜେଣ୍ଡା ରହିବ ବୋଲି କୁହାଯାଉଛି । ଆଜି ସକାଳ ୧୦ ଟାରୁ ଆରମ୍ଭ ହେବ ବୈଠକ ।