• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Congres

Jharsuguda Bypoll
ଝାରସୁଗୁଡ଼ା ଉପନିର୍ବାଚନ, ତରୁଣ ପାଣ୍ଡେ ହେଲେ କଂଗ୍ରେସ ପ୍ରାର୍ଥୀ

BJP ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ବି ଦିଲ୍ଲୀରେ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା ଜଣାପଡ଼ିଛି । 

Prasad Harichandan
ପ୍ରସାଦ କାହାକୁ ଇଙ୍ଗିତ କରି କହିଲେ, ‘ମୁଁ ବେପାରୀ ନୁହେଁ, ଡିଲ କରିବି; ମୋର ଖଣି ବ୍ୟବସାୟ କି ମିଡିଆ ନାହିଁ’

‘ମୁଁ ବେପାରୀ ନୁହେଁ, ଡିଲ କରିବି । ମୋର ଖଣି ବ୍ୟବସାୟ କି ମିଡିଆ ନାହିଁ ।’ ଏଭଳି କହିବା ସହ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଗୋଷ୍ଠୀକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

Modi-Naveen- Rahul
Horoscope 2022: BJP ଓ PM ମୋଦିଙ୍କ ପାଇଁ କେତେ ଶୁଭ ରହିବ ନୂଆ ବର୍ଷ ? ଜାଣନ୍ତୁ

ଆଗକୁ ଦେଶରେ ପୁଣି ଥରେ ନିର୍ବାଚନ ହେବାକୁ ଯାଉଛି । ଖୁବ୍‌ ଶୀଘ୍ର ପଞ୍ଚାୟତ ନିର୍ବାଚନ ହେବା ସହ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ତେବେ ମୋଦିଙ୍କ ପଲ୍ଲା କେତେ ଭାରି ରହିବ ? ସେନେଇ ଆମ୍ ଟିମ୍‌ ଜ୍ୟୋତିର୍ବିତଙ୍କ ସହ ଆଲୋଚନା କରିଛନ୍ତି ।

Odisha Politics
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୃହକୁ ଡାକିଲା ବିଜେପି, ମନେ ପକାଇଲା ପୁରୁଣା କଥା

ମମିତା ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗମା ଜାରି ରହିଛି । ବିରୋଧୀ ମମିତା ପ୍ରସଙ୍ଗରୁ ପଛକୁ ହଟୁନଥିବା ବେଳେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରିଛି ବିଜେଡି ।

BJP Team At Balangir
ମରୁଡ଼ିର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡ ଜିରୋରେ BJP

ରାଜ୍ୟରେ ବର୍ଷା ଅଭାବ । ଜମି ଫାଟି ଆଁ କଲାଣି । ଚାଷୀ ମୁଣ୍ଡରେ ହାତ ଦେଲେଣି । ମରୁଡ଼ି ଭୟରେ ଚାଷୀଙ୍କ ଆଖିରୁ ଲୁହ ଶୁଖୁନି । ସେପଟେ ଏମିତି ବି ଖବର ରହିଛି ଚାଷୀ ଚାଷରେ କ୍ଷତି ଯୋଗୁଁ ଜୀବନ ହାରିଲେଣି ।

Pratap jena
ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ । ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।