• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Climate Changes

Climate Changes
ପିଲାଙ୍କୁ କେମିତି ବୁଝେଇବେ ଶରତ କିଏ ? ପତ୍ତା ମିଳୁନି...

ମଣିଷର ପ୍ରକୃତି ନଷ୍ଟ ହେଲେ ରସାତଳକୁ ବୋଲି ଆମେ କହି ଚେତେଇ ଦେଇଥାଉ l ଆଉ ଯଦି ପ୍ରକୃତିର ପ୍ରକୃତି ନଷ୍ଟ ହୁଏ, ଆମେ କେଉଁଠି ଲୁଚିବା ? ଦେଖାଣିଆ ପାଇଁ ଗାଡି ଉପରେ ଗାଡ଼ି କିଣୁଛେ, ହାଟକୁ ଗଲେ ବି ଗାଡି ଚଢୁଛେ, ସୌନ୍ଦର୍ଯ୍ୟକରଣ ନାଁରେ କଂକ୍ରିଟ୍ ସହର ତିଆରି କରୁଛେ, ବାୟୁମଣ୍ଡଳ ପ୍ରତି ସର୍ବାଧିକ ଅବଦାନ ଥିବା ବୃକ୍ଷଗୁଡ଼ିକୁ କାଟି କାଗଜୀ ଫୁଲ ଗଛ ଲଗାଉଛେ l

65% of insects on Earth to go extinct due to climate change
ଜଳବାୟୁ ପରିବର୍ତ୍ତନ ଯୋଗୁ ବିଲୁପ୍ତ ହେବେ ୬୫ ପ୍ରତିଶତ କୀଟ !

ଜଳବାୟୁ ପରିବର୍ତ୍ତନ ଖାଲି ମାନବ ସମାଜ ନୁହେଁ, କୀଟ ପତଙ୍ଗ ଉପରେ ମଧ୍ୟ ପ୍ରଭାବ ପକଉଛି। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ପରବର୍ତ୍ତୀ ଶତାବ୍ଦୀରେ ୬୫% କୀଟପତଙ୍ଗ ବିଲୁପ୍ତ ହୋଇପାରନ୍ତି।

climate change report by world bank
୨୦୫୦ ବେଳକୁ ବିଶ୍ୱର ୨୧ କୋଟି ଲୋକ ହରାଇବେ ବାସସ୍ଥାନ

ଜଳବାୟୁ ପରିବର୍ତ୍ତନରୂ ପ୍ରଭାବରେ ମହାସାଗରର ଜଳସ୍ତର ବୃଦ୍ଧି ପାଇବା ମାନବସମାଜ ପାଇଁ ସବୁଠାରୁ ବଡ ବିପଦକୁ ଆମନ୍ତ୍ରଣ କରୁଛି। ମହାସାଗର ଜଳସ୍ତର ବୃଦ୍ଧି ପାଇବା ଫଳରେ ଉପକୂଳ ସହର ସବୁ ବୁଡିଯିବାର ଆଶଙ୍କା ରହିଛି। ଖାଲି ସେତିକି ନୁହେଁ, ଅନେକ ଲୋକ ବାସହରା ହେବେ। ନିଜ ଘର ଛାଡ଼ି ବିସ୍ଥାପିତ ହେବେ।

Climate Change in odisha
ଶତାବ୍ଦୀ ଶେଷ ସୁଦ୍ଧା ସମୁଦ୍ରରେ ବୁଡ଼ି ଯିବ ପାରାଦୀପ ସମେତ ୧୨ ସହର !

ଭାରତ ବିଶେଷ କରି ଓଡ଼ିଶା ପାଇଁ ଭୟଙ୍କର ଚେତାବନୀ ! ଭାରତର ପାଣିପାଗ ଏବଂ ପରିବେଶରେ ଦେଖାଦେବ ଅପ୍ରତ୍ୟାଶିତ ପରିବର୍ତ୍ତନ । ଏହାର ପ୍ରଭାବରେ କେଉଁଠି ମରୁଡି ଯୋଗୁ ହାହାକାର ସ୍ଥିତି ଦେଖାଦେବ ତ କେଉଁଠି ଏକାଧିକ ସହର ଜଳାର୍ଣ୍ଣବ ହୋଇଯିବ।  ଶତାବ୍ଦୀର ଶେଷ ସୁଦ୍ଧା ଓଡ଼ିଶାର ପାରାଦୀପ ସମେତ ଦେଶର ୧୨ ଟି ଉପକୂଳ ସହର  ଜଳମଗ୍ନ ହୋଇଯିବ।