• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: China

corona
ଚୀନକୁ ଈଶ୍ୱର ଭରସା ! ଜାନୁଆରୀରେ ମୃତ୍ୟୁ ତାଣ୍ଡବ . .

କରୋନାରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସମ୍ଭାବନା ! ପରିସ୍ଥିତି ଉଦବେଗଜନକ ବୋଲି ଆକଳନ କଲା ବ୍ରିଟେନର ହେଲ୍ଥ ଫାର୍ମ . .

corona virus
ଚୀନରେ ପୁଣି କୋଭିଡ୍ ବିସ୍ଫୋରଣ : ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ବେଡ୍

ଚୀନରେ ପୁଣି ହାହାକାର । ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ ।

Tawang
୨୦୦୬ରୁ ତଓ୍ୱାଙ୍ଗରେ ଲାଗି ରହିଛି ସମସ୍ୟା : ଅରୁଣାଚଳ ପ୍ରଦେଶକୁ ନିଜ ଅଞ୍ଚଳ ଦାବି କରୁଛି ଚୀନ୍ . . .

ଅରୁଣାଚଳ ତଓ୍ୱାଙ୍ଗ ସୀମା ନିର୍ଦ୍ଦିଷ୍ଟ ନଥିବାରୁ ସମସ୍ୟା , କେଉଁ ଅଞ୍ଚଳ କାହାର, ତାକୁ ନେଇ ରହିଛି ଦ୍ୱନ୍ଦ୍ୱ । 

AIIMS Server Hacked
ସୁଧୁରିବନି ଚୀନ୍‌ ! ସୀମାରେ ଉତ୍ପାତ ପରେ କଲା ସାଇବର ଆଟାକ୍..

AIIMS ସର୍ଭର ଆଟାକ୍ ଚୀନ୍ ଦ୍ୱାରା କରାଯାଇଥିବା ସରକାରୀ ସୂତ୍ରରୁ ସ୍ପଷ୍ଟ ହୋଇଛି । ୫ଟି ସର୍ଭରରୁ ସରକ୍ଷିତ ଭାବେ ଡାଟା ରିଷ୍ଟୋର କରାଯାଇଛି ।

Amit Shah
‘ମୋଦି ସରକାରରେ ଭାରତ ଠାରୁ କେହି ଗୋଟିଏ ଇଞ୍ଚ ଜମି ନେଇପାରିବେ ନାହିଁ’

ସଂସଦ ବାହାରେ ପ୍ରତିକ୍ରିୟା ଦେଲେ ଗୃହମନ୍ତ୍ରୀ ଅମିତ ଶାହା

Air Patrols
ସୀମାରେ ଉଡ଼ୁଛି ଲଢୁଆ ବିମାନ ! ଚୀନକୁ ପାନେ ଦେବାକୁ ସଜାଗ ବାୟୁସେନା

ଚୀନ ଦ୍ୱାରା ବାୟୁସୀମା ଉଲ୍ଲଂଘନ ଆଶଙ୍କା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।

India - China
ଅରୁଣାଚଳ ପ୍ରଦେଶ ସୀମାରେ ବଦମାସୀ କଲା ଚୀନ୍‌, ଉତ୍ତମ ମଧ୍ୟମ ଦେଲା ଭାରତ

ଗୋଟିଏ ପଟେ ଗଲୱାନ୍‌ ଘାଟିରେ ଚୀନ୍‌ ଓ ଭାରତ ମଧ୍ୟରେ ହୋଇଥିବା ତୁ ତୁ ମେଁ ମେଁ, ଏଯାଏଁ ସମାଧାନ ହୋଇନଥିବା ବେଳେ, ଏବେ ଆସାମ ସୀମାରେ ଚୀନର ଏଭଳି ଆଚରଣ ନାନା ପ୍ରଶ୍ନ ସୃଷ୍ଟି କରୁଛି ।

Xi Jinping
ଥମୁନି କରୋନା କଟକଣା ଆନ୍ଦୋଳନ ! ଜାଳିଦେଲେ ଆପାର୍ଟମେଣ୍ଟ, ଚାଲିଗଲା ୧୦ ଜୀବନ

ଲଗାତର ତୃତୀୟ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି । ମଙ୍ଗଳବାର ଚୀନରେ ଚିହ୍ନଟ ହୋଇଛନ୍ତି ୩୫ ହଜାର ୧୮୩ ନୂଆ ଆକ୍ରାନ୍ତ ।

Army Chief Gen Manoj Pande
ଦୋମୁହାଁ ଚୀନ୍ ! LACରୁ ହଟାଇନି ସେନା

LACରୁ ସେନା ହଟାଇନି ଚୀନ, ‘ସ୍ଥିତି ଶାନ୍ତ ଥିଲେ ମଧ୍ୟ ଅପ୍ରତ୍ୟାଶିତ’ : ସ୍ଥଳସେନା ମୁଖ୍ୟ

corona
କରୋନା ପାଇଁ ବାଜିରେ ଜୀବନ ! ବିପଦପୂର୍ଣ୍ଣ ଭାବେ କମ୍ପାନୀର କାନ୍ଥ ଡେଇଁ ପଳାୟନ କଲେ ଶ୍ରମିକ

ଲକଡାଉନ୍ ଭୟରେ କର୍ମଚାରୀମାନେ କମ୍ପାନୀର ସବୁଠୁ ବଡ ଆସେମ୍ବଲି ସାଇଟ୍‌କୁ ଭାଙ୍ଗି ଦେଇଛନ୍ତି।

Why is China afraid of cartoons?
ଜିନ୍‌ପିଙ୍ଗ୍‌ଙ୍କ  କାର୍ଟୁନ୍ ଭୟ ଦେଖି ହସୁଛି ସାରା ବିଶ୍ୱ

ସ୍କୁଲ ବହିରେ କାର୍ଟୁନକୁ ନେଇ ମାତ୍ରାଧିକ ଉତ୍‌କ୍ଷିପ୍ତ ଚୀନ୍ ସରକାର। ଏହି ଖବର ପ୍ରଚାରିତ ହେବା ପରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଉପରେ ଏବେ ସମଗ୍ର ବିଶ୍ୱ ହସୁଛି। ଛପା ଯାଇଥିବା କାର୍ଟୁନ୍‌କୁ ନେଇ ଚୀନ୍ ସରକାର ଏତେ ମାତ୍ରାରେ ବ୍ୟସ୍ତ ବିବ୍ରତ ହେବାର କାରଣ କ’ଣ ଜାଣିବା ପାଇଁ ପଢନ୍ତୁ।

Fake IT company trapped Indians
ଚୀନର ସାଂଘାତିକ ଠକେଇ; ବନ୍ଧୁକ ମୁନରେ ଭାରତୀୟଙ୍କୁ ବେନାମୀ ଆଇଟି କମ୍ପାନୀରେ ଖଟଉଛି

ସାମ୍ନାକୁ ଆସିଲା ଚୀନର ଆଉ ଏକ ସାଂଘାତିକ ଠକେଇ। ଭାରତୀୟ ଯୁବକଙ୍କ ଚାକିରୀ ନାଁରେ କିପରି ଶୋଷଣ କରୁଛି ତାହାର ଲୋମଟାଙ୍କୁରା କାହାଣୀ ଏବେ ପଦାକୁ ଆସିଛି। ଦାଦନ ଶ୍ରମିକଙ୍କ ପରି ନିର୍ଯାତନା ଦେଇ ଦେଶଦ୍ରୋହ କାମରେ ଲଗାଉଛି। ଭାରତୀୟ ଯୁବଗୋଷ୍ଠୀଙ୍କୁ ପ୍ରଲୋଭନ ଦେଖାଇ ଫସାଇବା ପାଇଁ ଚୀନର ଏକ ରାକେଟ କାମ କରୁଛି। ଏହି ରାକେଟ ବିଭିନ୍ନ ଦେଶରେ ବୁଲୁଛନ୍ତି। ଚାକିରୀ ନାଁରେ ଏମାନେ ବେକାର ଭାରତୀୟ ଯୁବକଙ୍କୁ ଏକ ପ୍ରକାର ବନ୍ଧକ ରଖୁଛନ୍ତି। ଏମାନଙ୍କ କବଳରୁ ଖସି ଆସିଥିବା ଜଣେ ଯୁବକ ବଖାଣିଛନ୍ତି ନିଜର ଅଙ୍ଗେନିଭା କାହାଣୀ ।

Boss Installs Cameras In Toilets In China
ଅଫିସ୍‌ ଟଏଲେଟ୍‌ରେ କ୍ୟାମେରା ଲଗାଇଲେ ବସ୍‌, ଲିକ୍‌ ହେଲା ଫଟୋ !

ଟଏଲେଟ୍‌ର କିଛି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସମ୍ପୃକ୍ତ କମ୍ପାନୀର ବସ୍‌ଙ୍କ ସର୍ମ୍ପକରେ ବିଭିନ୍ନ ପ୍ରକାରର ଆଲୋଚନା ଆରମ୍ଭ ହୋଇଯାଇଛି। କମ୍ପାନୀର ବସ୍‌ଙ୍କ ଏଭଳି ନିଷ୍ପତ୍ତି ପଛରେ ମଧ୍ୟ ଏକ କାରଣ ରହିଛି।

US President Joe Biden
ବାଇଡେନ କହିଲେ-ଚୀନ ଆକ୍ରମଣ କଲେ ତାଇବାନକୁ ସୁରକ୍ଷା ଦେବ ଆମେରିକା

ଦିନକୁ ଦିନ ବିଗୁଡୁଛି ଚୀନ-ତାଇବାନ ସ୍ଥିତି। ଦୁଇ ଦେଶ ମଧ୍ୟରେ ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଯେମିତି ନିଆଁ ଲଗାଇ ଦେଇଛି। ରବିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ସାକ୍ଷାତକାରରେ କହିଛନ୍ତି, ଯଦି ଚୀନ ତାଇବାନ ଉପରେ ଆକ୍ରମଣ କରେ ତେବେ ଆମେରିକା ସେନା ତାଇବାନକୁ ସୁରକ୍ଷା ଯୋଗାଇବେ।

china banned from viewing queens coffin
ବ୍ରିଟିଶ ପାର୍ଲାମେଣ୍ଟରେ ରାଣୀ ଏଲିଜାବେଥଙ୍କ ଶେଷ ଦର୍ଶନ ପାଇଁ ଚୀନକୁ ମନା

ଆଉ ଦିନକ ପରେ ଅର୍ଥାତ୍ ୧୯ ତାରିଖ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। । ପାର୍ଲାମେଣ୍ଟ କମ୍ପ୍ଲେକ୍ସର ୱେଷ୍ଟମିନିଷ୍ଟର ହଲରେ ଥିବା  ରାଣୀ ଏଲିଜାବେଥଙ୍କ ଶେଷ ଦର୍ଶନ ପାଇଁ ଭିଡି ଜମିଛି। ବହୁ ବହୁ ବଡ ବଡ ନେତୃତ୍ୱ ମହାରାଣୀଙ୍କ ଦର୍ଶନ ପାଇଁ ଆମନ୍ତ୍ରିତ ହୋଇ ଆସୁଛନ୍ତି। ହେଲେ ଏହି ଦର୍ଶନ ପାଇଁ ଚୀକୁ ଆମନ୍ତ୍ରଣ କରାଯାଇ ନାହିଁ  ।

Special story
କାହିଁକି ମରୁଡ଼ିର ଶିକାର ହେଉଛି ଚୀନ୍, କ’ଣ ରହିଛି କାରଣ ?

ମରୁଡ଼ିର ୨ଟି ମୁଖ୍ୟ କାରଣ ଥିବା କୁହାଯାଉଛି ।

Special story
ମରୁଡ଼ି ପଞ୍ଝାରେ ଚୀନ୍ : ଶୁଖିଲା ପଡ଼ିଛି ଚିରସ୍ରୋତା ନଦୀ

କୃଷି ଓ ଶିଳ୍ପକ୍ଷେତ୍ର ସହ ବିଦ୍ୟୁତ ପ୍ରକଳ୍ପ ପ୍ରଭାବିତ

China Taiwan Controversy
ଚୀନକୁ ଦାୟିତ୍ୱହୀନତା ଆଖ୍ୟା ଦେଲା ଆମେରିକା

ଆମେରିକା କଂଗ୍ରେସ ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରେ ଚୀନ୍ ତାଇଓ୍ୱାନ୍ ଚାରିପଟେ ୬ଟି ସ୍ଥାନରେ ଚଳାଇଥିବା ବିଶାଳ ସମରାଭ୍ୟାସ ଶେଷ ହୋଇଛି। 

China military drills talk of island after Pelosi visit
ସମାନା ସାମ୍‌ନି ଦୁଇ ମହାଶକ୍ତି ଆମେରିକା ଓ ଚୀନ୍

ନାନସି ଚୀନ୍‌ର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ସହ ଦେଶର ସର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥିବା ବେଜିଂ ଅଭିଯୋଗ କରିଛି। 

Taiwan Controversy
ନାନ୍‌ସିଙ୍କ ତାଇଓ୍ୱାନ୍ ଗସ୍ତ ପରଠୁ ରକ୍ତଚାଉଳ ଚୋବାଉଛି ଚୀନ

ନୌସେନା ଜାହାଜରୁ ସମୁଦ୍ର ଭିତରକୁ ଘନ ଘନ କ୍ଷେପଣାସ୍ତ୍ର ବି ମାଡ କରୁଛି ଡ୍ରାଗନ୍ ସେନା ଅଦ୍ୟାବଧି ତାଇଓ୍ୱାନ୍। ଚାରିପାଖେ ୬ଟି ସ୍ଥାନରେ ଚାଲିଛି ଚୀନର ସମରାଭ୍ୟାସ।

China America
ଚୀନ-ତାଇୱାନ୍ ମଧ୍ୟରେ ବଢ଼ୁଛି ତିକ୍ତତା ! କେତେବେଳେ ବି ହୋଇପାରେ ଯୁଦ୍ଧ..

ଚୀନ୍‌ର ଚେତାବନୀ ସତ୍ତ୍ୱେ ତାଇପାଇରେ ପହଞ୍ଚିଲେ ଆମେରିକା ସିନେଟ୍‌ର ବାଚସ୍ପତି । ନିଆଁରେ ଘିଅ ଢାଲିବା ସଦୃଶ କାମ କରୁଛି ଆମେରିକା ବୋଲି କହିଲା ଚୀନ୍ ।

Special story
ଚୀନର ଗତିବିଧିକୁ ଦେଖି ଭାରତ ତୟାର୍ : ଡ୍ରାଗନ ବିରୋଧରେ ଭାରତର ଯେସାକୁ ତେସା ନୀତି

ସଦ୍ୟତମ ସୂଚନା ଅନୁସାରେ ଚୀନ୍ J-20 ମୁତୟନ କରିଥିବା ସ୍ପଷ୍ଟ ହୋଇଛି

China, India,
ସୀମା ବିବାଦର ସମାଧାନ ଚାହୁଁନି କି ଚୀନ୍ ? LAC ନିକଟରେ ଜାରି ରଖିଛି ଭିତ୍ତିଭୂମି ନିର୍ମାଣ

ଲଦାଖରେ ଶାନ୍ତି ଫେରାଇ ଆଣିବା ଲାଗି ପ୍ରତିରକ୍ଷା ଓ କୂଟନୀତି ସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ ଏଯାଏଁ ସଂପୂର୍ଣ୍ଣ ସ୍ୱାଭାବିକ ହୋଇନି ସ୍ଥିତି । ଏବେବି କିଛି ସ୍ଥାନରେ ମୁହାଁମୁହିଁ ଛିଡ଼ା ହୋଇଛନ୍ତି ଭାରତ-ଚୀନ୍ ସେନା

President Joe Biden
ତାଇଓ୍ୱାନ ପ୍ରସଙ୍ଗରେ ଚୀନକୁ ସାବଧାନ କଲେ ବାଇଡେନ୍ : ବଳପ୍ରୟୋଗ କଲେ ହସ୍ତକ୍ଷେପ କରିବ ଆମେରିକା

ତାଇଓ୍ୱାନ୍ ପ୍ରସଙ୍ଗରେ ବେଜିଂକୁ ବାଇଡେନଙ୍କ ଖୋଲା ଚେତାବନୀ । ଚୀନ୍ ବଳପ୍ରୟୋଗ କଲେ ଆମେରିକା ହସ୍ତକ୍ଷେପ ଲାଗି ବାଧ୍ୟ ହେବ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।