• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Child Profesion

Child was making earthen lamps for diwali
ଖେଳିବା ବୟସରେ ବୃତ୍ତିକୁ ନିଜର କରିଛି ଏହି ପିଲା

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପ ଆଲୋକରେ ଝଲସିବ ଭାରତ। ଏହି ପର୍ବରେ ପ୍ରେତ୍ୟେକ ହିନ୍ଦୁ ନିଜ ଘରରୁ ଦୀପରେ ସଜାଇଥାନ୍ତି। ଏନେଇ ବର୍ତ୍ତମାନଠାରୁ ବଜାରରେ ଦୀପାବଳି ସାମଗ୍ରୀର ଦୋକାନ ପସରା ମେଲିଲେଣି। କୁମ୍ଭାରମାନେ ମଧ୍ୟ ମାଟି ଦୀପ ତିଆରି କରିବାରେ ବ୍ୟସ୍ତ। ଏହି ଅବସରରେ ସୋସିଆଲ ମିଡିଆରେ ଏକ ଛୋଟ ପିଲାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯିଏ ଖେଳିବା ବୟସରେ କୁମ୍ଭାର ଚକ ଉପରେ ମାଟି ଦୀପ ତିଆରି କରୁଥିବା ଦେଖାଯାଉଛି।