• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chennai

V Sugnana Kumari Deo
ଭୁବନେଶ୍ୱରରେ ରାଣୀ ସୁଜ୍ଞାନଙ୍କ ପାର୍ଥିବଶରୀର; ଆସନ୍ତାକାଲି ଖଲ୍ଲିକୋଟରେ କରାଯିବ ଶେଷକୃତ୍ୟ

ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ପରେ ଖଲ୍ଲିକୋଟ ସ୍ଥିତ ସୁଜ୍ଞାନ କୁମାରୀଙ୍କ ବାସଭବନରେ ମରଶରୀର ଶେଷ ଦର୍ଶନ ପାଇଁ ରଖାଯିବ ।

Car Gift
କମ୍ପାନୀର ଦୁଃଖ ବେଳେ ଛିଡ଼ା ହୋଇଥିଲେ, ଏବେ ମାଲିକ ଦେଲେ କାର୍ ଉପହାର

ଏହି ଆଇଟି କମ୍ପାନୀର ମୁଖ୍ୟ ହେଲେ ମୁରଲୀ । ସେ ତାଙ୍କ ପତ୍ନୀଙ୍କ ସହ ମିଶି ୨୦୦୯ ମସିହାରେ ଏହି ସଂସ୍ଥା ଆରମ୍ଭ କରିଥିଲେ ।

Vijayakanth
ପରଲୋକରେ ବିଜୟକାନ୍ତ; କରୋନାରେ ଥିଲେ ପୀଡ଼ିତ

ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲେ । ଏଥିପାଇଁ ଭେଣ୍ଟିଲେଟରରେ ରଖାଯାଇଥିଲା ।

Aamir Khan Rescued
ଉବୁଟୁବୁ ଚେନ୍ନାଇରେ ଫସିଲେ ଆମୀର୍‌; ଫଟୋ ଭାଇରାଲ୍‌..

ବାତ୍ୟା ଭିତରେ ଫସିଲେ ବଲିଉଡର ମିଷ୍ଟର ପରଫେକ୍‌ନିଷ୍ଟ ଆମୀର ଖାନ୍‌ ।

Cyclone alert
ପାଣି ପାଣି ଚେନ୍ନାଇ, ବର୍ଷା ବିତ୍ପାତରେ ତାମିଲନାଡ଼ୁରେ ୨ ଜଣଙ୍କ ମୃତ୍ୟୁ

ଚେନ୍ନାଇ ଏୟାରପୋର୍ଟରେ ପଶିଲା ପାଣି...ଘର ଭିତରେ ଆଣ୍ଠୁଏ ପାଣି ...ଜଳସ୍ରୋତରେ ଭାସିଲା କାର..

British High Commissioner
ଚର୍ଚ୍ଚାରେ ଭାରତ ଝିଅ; ମାତ୍ର ୨୧ ‍ବର୍ଷରେ ହୋଇଗଲେ ବ୍ରିଟିସ୍‌ ହାଇ କମିଶନର

ଶ୍ରେୟା ଧର୍ମରାଜ ତାଙ୍କ ଅଭିଜ୍ଞତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଭାରତରେ ବ୍ରିଟିଶ ହାଇ କମିଶନର ଭାବରେ ଗୋଟିଏ ଦିନ ବିତାଇବା ମୋ ପାଇଁ ଏକ ଅବିଶ୍ୱସନୀୟ ଜ୍ଞାନ ଏବଂ ଅନୁଭୂତି ଥିଲା ।

Train Tragedy
ଝିଅ ଅପରେସନ୍‌ ପାଇଁ ଯାଉଥିଲୁ...ଆଖି ସାମ୍ନାରେ ଦେଖିଲୁ ମାଳମାଳ ଶବ

ଝିଅ ଅପରେସନ୍‌ ଲାଗି ଚେନ୍ନାଇ ଯାଉଥିଲୁ । ହଠାତ୍‌ ବାଲେଶ୍ୱର ପାଖରେ ଟ୍ରାକ୍‌ରୁ ଖସିଲା ଟ୍ରେନ୍‌ । ଆଖି ଖୋଲି ଦେଖିଲା ବେଳକୁ ଥିଲା କୁଢକୁଢ ଶବ

Beer Bus
ପର୍ଯ୍ୟଟକଙ୍କ ପାଇଁ ଗଡ଼ିବ ବିୟର ବସ୍; ଭଳିକି ଭଳି ଖାଦ୍ୟର ମଜା ନେଇପାରିବେ ଯାତ୍ରୀ

ପର୍ଯ୍ୟଟକମାନଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ବସ୍‌ ସେବା ଯୋଗାଇଦିଆଯିବ ବୋଲି କୁହାଯାଉଛି ।

Fire Crackers
ବାଇକ୍‌ରେ ବାଣ ନେଇ ଯାଉଥିଲେ ଯୁବକ, ଏକାଥରେ ସବୁ ଫୁଟିଗଲା ! ଚାଲିଗଲା ଜୀବନ..

ପୋଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଘଟଣାସ୍ଥଳରେ ହିଁ ଏଲ୍‌ କୁମାରଙ୍କ ମୃତ୍ୟୁ ଘଟିଛି । ଏଲ୍‌ କୁମାର ତ୍ରିଚିର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Rains Reopen Floodgates Of Misery For Chennai
ବର୍ଷା ନେଲା ପୁଣି ୫ ଜୀବନ

ସପ୍ତାହେ ନଯାଉଣୁ ଚେନ୍ନାଇରେ ପୁଣି ବର୍ଷା ବିତ୍ପାତ। ବର୍ଷା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।

Heavy Rains Lash Tamil Nadu Again
ବର୍ଷାରୁ ମିଳୁନି ନିସ୍ତାର..କାଲିଠୁ ହେଉଛି ବାଦଲ ଫଟା ବର୍ଷା

କିଛି ଦିନର ବିରତ ପରେ ତାମିଲନାଡୁରେ ହୋଇଛି ବାଦଲ ଫଟା ବର୍ଷା । ରାଜ୍ୟର ଅନେକ ସ୍ଥାନରେ ଗତକାଲିଠାରୁ ବର୍ଷା ଲଗି ରହିଛି । ଫଳରେ ଜଳବନ୍ଦୀ ପରିସ୍ଥିତି ହୋଇଥିବା ଦେଖିବାକୁ ମିଳିଛି ।

Chennai Rains | Over 203 mm Rain Lash City In Last 24 Hours
ଭାସୁଛି ଚେନ୍ନାଇ, ଉବୁଟୁବୁ ତାମିଲନାଡ଼ୁ

ଭାସୁଛି ଚେନ୍ନାଇ, ଉବୁଟୁବୁ ତାମିଲନାଡ଼ୁ । ଆହୁରି ଲଗାତର ବର୍ଷା ଲାଗି ରହିଛି । ସପ୍ତାହେ ଧରି ଜାରି ରହିଥିବା ବର୍ଷାରେ ଏଯାଏଁ ୧୪ ଜଣଙ୍କ ଜୀବନ ଗଲାଣି । ଶତାଧିକ ଲୋକ ଏବେବି ଜଳବନ୍ଦୀ। ଦେଖନ୍ତୁ ଏବେକାର ଚେନ୍ନଆଇର ସ୍ଥିତି ।

Chennai rain
ପ୍ରବଳ ବର୍ଷାରେ ବେହାଲ ଚେନ୍ନାଇ : ୧୪ ଜଣଙ୍କ ଗଲାଣି ଜୀବନ

ବର୍ଷା ପାଇଁ ୯ଟି ଜିଲ୍ଲାରେ ଥିବା ସମସ୍ତ ସ୍କୁଲ ଓ କଲେଜକୁ ଦୁଇ ଦିନ ପାଇଁ ଛୁଟି ମଧ୍ୟ ଘୋଷଣା କରାଯାଇଛି

ପୋଲିସ ଇନ୍ସପେକ୍ଟର ଯୁବକଙ୍କୁ ଉଠାଉଥିବା ବେଳର ଦୃଶ୍ୟ
ଚେତାଶୂନ୍ୟ ଯୁବକଙ୍କୁ ବୋହି ନେଇଗଲେ ପୋଲିସ ମ୍ୟାଡାମ୍

ରାଜେଶ୍ୱରୀଙ୍କ ଏଭଳି କାର୍ଯ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ରାଜେଶ୍ୱରୀଙ୍କ ମହତ କାର୍ଯ୍ୟକୁ ସୋସିଆଲ ମିଡିଆରେ ପ୍ରବଳ ପ୍ରଶଂସା କରାଯାଇଛି।    

 Chennai Rain
ଚେନ୍ନାଇରେ ପ୍ରବଳ ବର୍ଷା

ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ବେହାଲ ତାମିଲନାଡ଼ୁ..ପୁରା ଚେନ୍ନାଇ ମହନଗରୀରେ ପାଣି ପାଣି ସ୍ଥିତି.. ଏଭଳି ସ୍ଥିତିରେ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ..

chennai flood
ପ୍ରବଳ ବର୍ଷାରେ ବେହାଲ ଚେନ୍ନାଇ

ପ୍ରବଳ ବର୍ଷାରେ ବେହାଲ ଚେନ୍ନାଇ : ରବିବାରଠୁ ଛାଡୁନି ବର୍ଷା, ଯୁଆଡ଼େ ଦେଖିବେ ସିଆଡ଼େ ବନ୍ୟା

Heavy Rain Causes Waterlogging In Chennai, More Rains Expected In Next 48 Hrs
ପାଣିରେ ବୁଡିଛି ଚେନ୍ନାଇ ମହାନଗରୀ

ଉବୁଟୁବୁ ଚେନ୍ନାଇ ମହାନଗରୀ। ପ୍ରବଳ ବର୍ଷା ଯୋଗୁ ବେହାଲ ହୋଇଛି ଚେନ୍ନାଇ । ତଳିଆ ଅଞ୍ଚଳରେ ଲହଡି ଭାଙ୍ଗୁଛି ପାଣି । ରାସ୍ତାରେ ଆଣ୍ଠୁ ଉପରକୁ ପାଣି ରହିଛି । ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁକୀନ ହେଉଛନ୍ତି ।

Heavy Rain In Chennai
ପ୍ରବଳ ବର୍ଷାରେ ବେହାଲ୍‌ ଚେନ୍ନାଇ: ଲହଡ଼ି ଭାଙ୍ଗୁଛି ବର୍ଷା ପାଣି, ସ୍କୁଲ୍‌ ବନ୍ଦ ନେଇ ଘୋଷଣା

ପ୍ରବଳ ବର୍ଷାରେ ଉବୁଟୁବୁ ଚେନ୍ନାଇ। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ଜଳ ପ୍ରଳୟ ସୃଷ୍ଟି ହୋଇଛି। ଫଳରେ ତଳିଆ ଅଞ୍ଚଳରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି।

Chennai Rains | Roads Waterlogged, Rain Water Enters Homes Amid Heavy Rain In Chennai
ଲଗାଣ ବର୍ଷାରେ ଉବୁଟୁବୁ ଚେନ୍ନାଇ; ପାଣି ଘେରରେ ଅସ୍ତବ୍ୟସ୍ତ ଜନଜୀବନ

ଭିଷଣ ବର୍ଷାରେ ଜଳାର୍ଣ୍ଣବ ଚେନ୍ନାଇ । ଗତ ରାତିରୁ ଚେନ୍ନାଇରେ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ ରାତିରୁ ଆଜି ସକାଳ ସାଢ଼େ ୮ଟା ଭିତରେ ଚେନ୍ନାଇ ସହରରେ ପ୍ରାୟ ୨୧ ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

Chennai Rains | Roads Waterlogged, Rain Water Enters Homes Amid Heavy Rain In Chennai
ଲଗାଣ ବର୍ଷାରେ ଚେନ୍ନାଇ ବେହାଲ୍

ଗତ ରାତିରୁ ବର୍ଷା ଲାଗି ରହିବାରୁ ଚେନ୍ନାଇରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି.. ତଳିଆ ଅଞ୍ଚଳରେ ପାଣି ଜମି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି.. ଅନେକ ସ୍ଥାନରେ ଘର ଭିତରେ ନଳା ପାଣି ପଶି ଯିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି..

Free Petrol
ଆଧାର-ପାନ୍‌ ଦେଖେଇଲେ ମାଗଣା ପେଟ୍ରୋଲ୍

ଦେଶରେ ପେଟ୍ରୋଲ୍ ଡିଜେଲ୍ ଆକାଶଛୁଆଁ ହୋଇଥିବା ବେଳେ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର। ଯେଉଁମାନେ ଆଧାର ଓ ପାନ୍‌ କାର୍ଡ ଦେଖେଇବେ ସେମାନଙ୍କୁ ମିଳିବ ୧ ଲିଟର ମାଗଣା ପେଟ୍ରୋଲ୍। ଏହି ଘୋଷଣା କରିଛି ତାମିଲନାଡୁର କାଞ୍ଚିପୂରମ ଜିଲ୍ଲାରେ ଥିବା ଏକ ଘରୋଇ କମ୍ପାନୀ। ଏହି ଘୋଷଣା ପରେ କାଞ୍ଚିପୂରମ୍‌ର ଉଥିରମେରୁର୍ ଗାଁର ଶହ ଶହ ବାସିନ୍ଧା ସ୍ଥାନୀୟ ଇଣ୍ଡିଆନ ପେଟ୍ରୋଲ୍ ପମ୍ପରେ ଗହଳି କରିଛନ୍ତି। ସେମାନେ ତାଙ୍କର ଆଧାର ଓ ପାନ୍ କାର୍ଡ ଜେରକ୍ସ ଧରି ସେଠାରେ ପହଞ୍ଚି ୧ ଲିଟର ପେଟ୍ରୋଲ୍ ପାଇଁ ଦାବି କରିଛନ୍ତି।

man walks with 5 kidneys
ଅବିଶ୍ୱାସ ଲାଗିଲେ ବି ସତ; ମଣିଷ ଶରୀରରେ ୫ କିଡ୍‌ନୀ

ମଣିଷ ଶରୀରରେ ୨ଟି କିଡ୍‌ନୀ ଥାଏ। ହେଲେ ୫ଟା କିଡନୀ ରହିବା କଥା କେବେ ଶୁଣିଛନ୍ତି କି ? କଥାଟା ବିଶ୍ୱାସଯୋଗ୍ୟ ହୋଇ ନ ଥିଲେ ବି ସତ।