• translate

Tag: Chemical

America
ବର୍ଷକୁ ଲକ୍ଷେ ଲୋକଙ୍କ ପ୍ରାଣ ନେଉଛି ଏହି କେମିକାଲ୍‌

ବର୍ଷକୁ ଲକ୍ଷେ ଲୋକଙ୍କ ଜୀବନ ନେଉଛି ଏକ ବିଷାକ୍ତ କେମିକାଲ୍ । ଏହି ରାସାୟନିକ ପଦାର୍ଥ ହୃଦରୋଗ କରାଉଛି ଓ ସେଥିରୁ ଲୋକଙ୍କ ମୃତ୍ୟୁ ଘଟୁଛି । ଏକ ଗବେଷଣାରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ଆତଙ୍କିତ ଆମେରିକୀୟ । ତେବେ ସବୁଠୁ ଅଧିକ ଚିନ୍ତାର କାରଣ ହେଉଛି, ଏହି କେମିକାଲର ପ୍ରଚଳନ ଦୈନନ୍ଦିନ ଜୀବନରେ ଏତେ ବ୍ୟାପକ ଯେ, ଏହାଠୁ ଦୂରେଇ ରହିବା ଏକପ୍ରକାର ଅସମ୍ଭବ

cosmetic and plastic
ବାର୍ଷିକ ଲକ୍ଷେ ଲୋକଙ୍କ ଜୀବନ ନେଉଛି ପ୍ଲାଷ୍ଟିକ୍ ଓ ମେକ୍‌ଅପ୍‌ରେ ବ୍ୟବହାର ହେଉଥିବା କେମିକାଲ

ଜୀବନ ନେଉଛି ପ୍ଲାଷ୍ଟିକ୍ ଓ ମେକ୍‌ଅପ୍‌ରେ ବ୍ୟବହାର ହେଉଥିଲା କେମିକାଲ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ବହୁଳ ଭାବରେ ବ୍ୟବହୃତ ହେଉଛି ରାସାୟନିକ ପଦାର୍ଥ । ଆଉ ଏହି ରାସାୟନିକ ପଦାର୍ଥ କେତେ ମାରାତ୍ମକ ହୋଇପାରେ, ଏହା ନୂତନ ଅନୁସନ୍ଧାନରୁ ଜଣା ପଡିଛି । କେମିକାଲ ବ୍ୟବହାର ଯୋଗୁଁ ଆମେରିକାରେ ଅନେକ ଲୋକ ଜୀବନ ହରାଉଛନ୍ତି