ପାର୍କିଂରେ ଜଳିଉଠିଲା କାର May 16, 2018 ପୁରୀ: ପୁରୀ ଚକ୍ରତୀର୍ଥ ବେଳାଭୁମିରେ ଜଳିଗଲା କାର। ଏକ ହୋଟେଲ ନିକଟରେ ପାର୍କିଂ କରିଥିବା ସରକାରୀ ଗାଡ଼ିରେ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା।…