• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Car

Crime
କାରରୁ ମିଳିଲା ତିନି ଶବ, ଗୁପ୍ତ ଧନ ପାଇଁ ହତ୍ୟା ସନ୍ଦେହ!

କାରରୁ ମିଳିଲା ମୃତଦେହ । ଜଳି ଯାଇଥିବା କାରରୁ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଘଟଣାଟି ଘଟିଛି ମାଙ୍ଗାଲୁରୁ ତୁମାକୁରୁରେ । ଟଙ୍କା ପାଇଁ ଏପରି କାଣ୍ତ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

Accident
ରୋଷେଇ କରୁ କରୁ ମାଡ଼ି ଆସିଲା କାର୍, ଆଉ ତା’ପରେ...

ଗାଡ଼ି ଚଲଉଥିଲେ, କ’ଣ ହେଲା କେଜାଣି ଆଖି ଲାଗିଗଲା ଡ୍ରାଇଭରର । ଏହାପରେ କ’ଣ ହେଲା ପରିସ୍ଥିତି ତାହା ନକହିବା ଭଲ । ଦୋକାନ ଭିତରେ ପଶିଗଲା ଗାଡ଼ି । ଏପରି ଦୁର୍ଘଟଣା ଘଟିଛି ତାମିଲନାଡୁରେ ।

Sudhakar Basanta
ପାର୍କିଂ ଟ୍ରକକୁ ଧକ୍କା ଦେଲା କାର, ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ଗୁରୁତର

କଟକ ନିକଟ ମଙ୍ଗୁଳି ଛକରେ ଦୁର୍ଘଟଣା । କାର ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଚୌଦ୍ୱାର ଦମକଳ ବାହିନୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।

Car rate hike
ନୂଆ ବର୍ଷରୁ କାର ହେବ ମହଙ୍ଗା, ଦରବୃଦ୍ଧି ନେଇ ଘୋଷଣା କଲେ ନିର୍ମାତା

ନୂଆ ବର୍ଷରୁ ମହଙ୍ଗା ହେବ କାର । ବିଭିନ୍ନ ନାମୀଦାମୀ କାର ନିର୍ମାତା ନିଜର କାରର ଦାମ ବଢ଼ାଇବାକୁ ଯୋଜନା କରୁଛନ୍ତି । ବଢ଼ୁଥିବା ମୁଦ୍ରାସ୍ପୀତି ପାଇଁ କାରର ଦାମ ବଢ଼ାଇବାକୁ ବିଚାର କରାଯାଉଛି । ଏହା ସହ କଞ୍ଚାମାଲର ମୂଲ୍ୟ ବୃଦ୍ଧି ମଧ୍ୟ ଅନେକାଂଶରେ ଦାୟୀ ।

crime
ବାପା ସହ ଶତ୍ରୁତା : ତିନି ନିରୀହଙ୍କ ଉପରେ ଗାଡ଼ି ଚଢ଼ାଇଦେଲା କାର୍‌ ଚାଳକ

କେତେ ନିର୍ଦ୍ଦୟ ... ବାପା ସହ ଶତ୍ରୁତା ଥିବାରୁ ପିଲାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲା..

Car Fire Mishap
ଖୋଲିଲାନି ସିଟ୍ ବେଲ୍ଟ, ଜଳିଗଲେ ଦମ୍ପତି ! ପେଟରେ ଥିଲା ଛୁଆ...

ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନିଆଯାଉଥିଲା ବୋଲି ପରିବାର ଲୋକ କହିଛନ୍ତି ।

Narendra Modi
5G ଟେକ୍ନୋଲୋଜିର କମାଲ୍ : ଦିଲ୍ଲୀରେ ବସି ୟୁରୋପରେ କାର ଚଳାଇଲେ ମୋଦି

ଦିଲ୍ଲୀରେ ବସି ୟୁରୋପ୍‌ରେ କାର୍‌ ଚଳାଇବା କିପରି ସମ୍ଭବ ହେଲା ?