ଭୁଶୁଡ଼ିଲା ଚାରି ମହଲା ବିଲଡିଂ: ୧୦ଜଣ ମୃତ, ୫ ଗୁରୁତର ଆହତ Apr 1, 2018 ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଚାରି ମହଲା ବିଲଡିଂ ଭୁଶୁଡି ୧୦ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଇନ୍ଦୋରର…