• translate

Tag: Britain

date rape medications in bars and nightclub
ନାଇଟ୍‌ କ୍ଲବରେ ମହିଳାଙ୍କୁ ଦିଆଯାଉଛି ‘ଡେଟ୍‌ ରେପ୍‌ ଡ୍ରଗ୍ସ’

ନାଇଟ୍‌ କ୍ଲବରେ ମହିଳାଙ୍କୁ ଦିଆଯାଉଛି ‘ଡେଟ୍‌ ରେପ୍‌ ଡ୍ରଗ୍ସ’ । ୟୁକେର ବିଭିନ୍ନ ସହରରୁ ଆସିଥିବା ରିପୋର୍ଟରୁ ଜଣାପଡିଛି ଯେ ନାଇଟ୍ କ୍ଲବ୍ ଏବଂ ପବ୍ ଗୁଡିକରେ ମହିଳାମାନଙ୍କୁ ‘ଡେଟ୍‌ ରେପ୍‌ ଡ୍ରଗ୍ସ’ ଦିଆଯାଉଛି ।

blind dog
ଅନ୍ଧ ହୋଇ ମଧ୍ୟ ଦେଖି ପାରୁଛି କୁକୁର! ଡାକ୍ତର କହିଲେ “ମେଡିକାଲ୍ ମିଷ୍ଟ୍ରି”

ଅନ୍ଧ ହୋଇ ମଧ୍ୟ ଦେଖିପାରୁଛି କୁକୁର। ସାଧାରଣ କୁକୁର ଭଳି କାମ ମଧ୍ୟ କରୁଛି ଡେଭ୍। ଜନ୍ମରୁ ଅନ୍ଧ ବୋଲି ଜାଣିନଥିଲେ ମହିଳା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣାକୁ ମେଡିକାଲ୍ ମିଷ୍ଟ୍ରି କହିଛନ୍ତି ପଶୁ ବିଶେଷଞ୍ଜ ଡେଭିଡ୍ ୱିଲିୟମ୍ସ୍। ତେବେ ଏହି ଘଟଣା ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Britain bent on recognizing covishield
କୋଭିସିଲ୍‌ଡକୁ ଦେଲା ଅନୁମତି, ହେଲେ ଭାକ୍ସିନେଶନ ସାର୍ଟି‍‍ଫିକେଟକୁ ନେଇ ପ୍ରଶ୍ନ ଉଠାଇଲା ବ୍ରିଟେନ

ଭାରତର ତୀବ୍ର ପ୍ରତିବାଦ ପରେ ନରମିଲା ବ୍ରିଟେନ । ଭାରତର କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ କୋଭିସିଲ୍ଡ ଟିକାକୁ ନେଇ ବ୍ରିଟେନ ତାର ପୂର୍ବ ନିଷ୍ପତ୍ତି ବଦଳାଇଲା। ଏଣିକି କୋଭିସିଲ୍‌ଡ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନ ଯାଇପାରିବେ ।

Woman throw divorce party
ବିବାହ ବିଚ୍ଛେଦରେ ଛାଡପତ୍ର ପାର୍ଟୀ ଦେଲେ ମହିଳା

ବିବାହ ଏକ ପବିତ୍ର ବନ୍ଧନ। ଏହା ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଲୋକେ ଏହାକୁ ସ୍ୱତନ୍ତ୍ର କରିବା ପାଇଁ କେତେ କ’ଣ କରିଥାନ୍ତି? କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନସାଥୀ ସହିତ ସେମାନଙ୍କର ସମ୍ପର୍କକୁ ଭଲ ଭାବରେ ପରିଚାଳନା କରିବାରେ ସକ୍ଷମ ହୋଇପାରନ୍ତି ନାହିଁ। ଫଳରେ ସେମାନଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦିଏ। ଏଭଳି ପରିସ୍ଥିତିରେ ସ୍ୱାମୀ-ସ୍ତ୍ରୀଙ୍କ ଆଖିରେ ଏକମାତ୍ର ଉପାୟ ଦେଖାଯାଏ, ତାହା ହେଉଛି ଛାଡପତ୍ର। ଜଣେ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଏତେ ଖୁସି ହୋଇଯାଇଛନ୍ତି ଯେ ଏନେଇ ସେ ଏକ ଛାଡପତ୍ର ପାର୍ଟୀ ରଖିଥିଲେ।

Corona
ପୁଣି କାୟା ବିସ୍ତାର କଲାଣି କରୋନା, ୩୭ ଜଣଙ୍କ ମଧ୍ୟରେ ଜଣେ ଶିଶୁ ଆକ୍ରାନ୍ତ

ବ୍ରିଟେନ୍‌ରେ ପୁଣି କାୟା ବିସ୍ତାର କଲାଣି କରୋନା । ଆମେରିକା ପରେ ବ୍ରିଟେନରେ ମଧ୍ୟ ସ୍କୁଲ୍‌ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଏହାପରେ ସଂକ୍ରମଣ ବଢ଼ିଥିବା କୁହାଯାଉଛି ।

security pact
ଚୀନ୍‌ ବିରୋଧରେ ଏକଜୁଟ୍‌ ହେଲେ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ

ଡ୍ରାଗନ୍ ବିରୋଧରେ ଏକଜୁଟ୍‌ ହେଲେ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ । ତିନି ଦେଶର କୂଟନୈତିକ, ସୁରକ୍ଷା ଏବଂ ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତ କରିବାକୁ ତଥା ସୁରକ୍ଷା କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି । ଆଉ ଏଥିପାଇଁ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ ଏକ ତ୍ରିପାକ୍ଷିକ ସୁରକ୍ଷା ସହଯୋଗ ତିଆରି କରିବାକୁ ଘୋଷଣା କରିଛନ୍ତି, ଯାହାର ନାମ 'AUKUS' ରଖାଯାଇଛି