• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bridge

Election if demand for bridge
କୂଳ ଖାଉଛି ବୈତରଣୀ, ସୁରକ୍ଷା ବନ୍ଧ ନହେଲେ ଭୋଟ୍ ବନ୍ଦ

କୂଳ ଖାଉଛି ବୈତରଣୀ । ନଦୀରେ ସୁରକ୍ଷା ବନ୍ଧର ନିର୍ମାଣ ନେଇ ନାଁ ଧରୁନି ପ୍ରଶାସନ । ଯାହାକୁ ନେଇ ତାତିଲେଣି ନଦୀ କୂଳିଆବାସୀ । ଆଉ କହିଲେଣି ନଦୀରେ ସୁରକ୍ଷା ବନ୍ଧ ନାହିଁ ତ ଭୋଟ୍ ନାହିଁ ।

under-construction bridge collapses in Bihar
ଚାଲିଥିଲା ବ୍ରିଜ ନିର୍ମାଣ, ହଠାତ୍ ମଝିରୁ ଭାଙ୍ଗିଗଲା...ଦେଖନ୍ତୁ ଭିଡିଓ

ସୁପୌଲର ବକୌରରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠୁ ଲମ୍ବା ସଡ଼କ ବ୍ରିଜ୍ । ଆଜି କାମ ଚାଲିଥିବା ବେଳେ ହଠାତ୍ ବ୍ରିଜଟି ମଝିରୁ ଭାଙ୍ଗିଯାଇଥିଲା।

Haunted Bridge
ହଣ୍ଟେଡ୍ ବ୍ରିଜ୍...! ୨୬ ବର୍ଷରେ ଗଲାଣି ୧୦୦ ଜୀବନ; ସନ୍ଧ୍ୟା ହେଲେ ଏଠି ଯାତାୟାତ ଠପ୍‌...

ଅଭିଶପ୍ତ ବ୍ରିଜ୍‌ । ୨୬ ବର୍ଷରେ ଗଲାଣି ୧୦୦ ଜୀବନ । ସନ୍ଧ୍ୟା ପାଖେଇ ଆସିଲେ ଏଠି ଯାତାୟାତ ହୁଏ ଠପ୍‌ । ଜାଣନ୍ତୁ କେଉଁଠି ରହିଛି ଏହି ବ୍ରିଜ୍‌...

Sudarshan Setu
ଲୋକାର୍ପିତ ହେଲା ଦେଶର ସବୁଠୁ ବଡ଼ କେବୁଲ୍ ବ୍ରିଜ୍, ‘ସୁଦର୍ଶନ ସେତୁ’ର ଉଦଘାଟନ କଲେ ମୋଦି

ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କ ପାଇଁ ଗୁଜରାଟର ଦ୍ୱାରକାରେ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି।

Sudarshan Setu,
ଆଜି ଲୋକାର୍ପିତ ହେବ ଦେଶର ସବୁଠୁ ବଡ଼ କେବଲ୍ ବ୍ରିଜ୍, ଖର୍ଚ୍ଚ ହୋଇଛି ୯୮୦ କୋଟି

୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୋଦି।

ଅଠରନଳା ଐତିହ୍ୟ ସେତୁରେ ‘ଫାଟ’
ଅଠରନଳା ଐତିହ୍ୟ ସେତୁରେ ‘ଫାଟ’...ଆବର୍ଜନା ପାଣି ଗନ୍ଧରେ ଫାଟୁଛି ପରିବେଶ...

ବିପଦରେ ଶ୍ରୀଜଗନ୍ନାଥ ଧାମର ପ୍ରବେଶ ପଥ- ଅଠରନଳା। ଏହି ଐତିହ୍ୟ ସେତୁର ଖମ୍ବ ଫାଟି ଆଁ କଲାଣି, ଭାସ୍କର୍ଯ୍ୟ ଭୁଷୁଡ଼ି ଗଲାଣି।

Chilika Signature Bridge
ଚିଲିକାର ନୀଳ ଜଳରାଶିରେ ଲେଖାହେବ ନୂଆ ଇତିହାସ

ପୁରୀ ଓ ଗଞ୍ଜାମ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ। ଏଥିପାଇଁ ୨୦୨୧ରେ ପ୍ରାରମ୍ଭିକ ଭାବେ ଏକ DPR ପ୍ରସ୍ତୁତ କରାଯାଇଥିଲା ଏବଂ ୬୫୯ କୋଟିର ପ୍ରାଥମିକ ଖର୍ଚ୍ଚ ଆକଳନ କରିକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ପ୍ରସ୍ତାବ ରଖାଯାଇଥିଲା।

Chilika Signature Bridge
ଚିଲିକାର ନୀଳ ଜଳରାଶିରେ ଲେଖାହେବ ନୂଆ ଇତିହାସ

ପୁରୀ ଓ ଗଞ୍ଜାମ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ। ଏଥିପାଇଁ ୨୦୨୧ରେ ପ୍ରାରମ୍ଭିକ ଭାବେ ଏକ DPR ପ୍ରସ୍ତୁତ କରାଯାଇଥିଲା ଏବଂ ୬୫୯ କୋଟିର ପ୍ରାଥମିକ ଖର୍ଚ୍ଚ ଆକଳନ କରିକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ପ୍ରସ୍ତାବ ରଖାଯାଇଥିଲା।

fake Commitment
ଧୂଆଁବାଣ ସାଜିଛି ନେତାଙ୍କ ପ୍ରତିଶ୍ରୁତି

ଏହି କ୍ରମରେ ଆଜି ଦେଖିବା ମାଲକାନଗିରି ଜିଲ୍ଲା କୋରକୁଣ୍ଡା ଓ ସମ୍ବଲପୁର ନାକଟିଦେଉଳ ଅଞ୍ଚଳର ୨ଟି ଚିତ୍ର। ବିକାଶର ମାଳ ମାଳ ବିଜ୍ଞାପନକୁ କେଉଁଠି ଶକ୍ତ ଚାପୁଡ଼ା ମାରିଛି ଗାଁ ଲୋକଙ୍କ ଦ୍ବାରା ନିର୍ମିତ ଅସ୍ଥାୟୀ କାଠପୋଲ ତ ଆଉ କେଉଁଠି ନିର୍ବାଚନୀ ପ୍ରତିଶ୍ରୁତିର ପୋଲ୍ ଖୋଲିଦେଇଛି ଆବଡ଼ା ଖାବଡ଼ା ରାସ୍ତା।

fake Commitment
ଧୂଆଁବାଣ ସାଜିଛି ନେତାଙ୍କ ପ୍ରତିଶ୍ରୁତି...ପୋଲ ନଥିବାରୁ ନାକେଦମ୍ ହେଉଛନ୍ତି ଗାଁ ଲୋକେ...

ଧୂଆଁବାଣ ସାଜିଛି ନେତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି...ନାକଟିଦେଉଳ ବ୍ଲକ ସାଲେଭଟାର ଟିକିରା ନଈରେ ପୋଲ ନାହିଁ...ପୋଲ ନଥିବାରୁ ନାକେଦମ୍ ହେଉଛନ୍ତି ୯ ଖଣ୍ଡ ଗାଁ ଲୋକେ...

Atal Setu
ଲୋକାର୍ପିତ ହେଲା ଦେଶର ସବୁଠାରୁ ଲମ୍ବା ପୋଲ ‘ଅଟଳ ସେତୁ’

ଆରବ ସାଗର ଉପରେ ନିର୍ମାଣ ହୋଇଛି ଏହି ସେତୁ । ୧୮ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ୬ ଲେନ ବିଶିଷ୍ଟ ଏହି ଟ୍ରାନସ୍ ହାର୍ବର ସି ଲିଙ୍କ ସେଣ୍ଟ୍ରାଲ ମୁମ୍ବାଇକୁ ନଭି ମୁମ୍ବାଇ ସହ ସଂଯୋଗ କରୁଛି ।

Bihar Case
ପୋଲ ଓ ଟ୍ରେନ ପରେ ରାତାରାତି ଉଭାନ ହୋଇଗଲା ପୋଖରୀ

ପ୍ରଥମେ ପୋଲ ପରେ ଟ୍ରେନ ଚୋରି ହେଲା । ପରେ ପରେ ପୋଖରୀ ମଧ୍ୟ ଅଦୃଶ୍ୟ ହୋଇଗଲା । ଆଉ ପୋଖରୀ ଥିବା ଜାଗାରେ ନିର୍ମାଣ କରା ଯାଇଥିଲା ଘର ।

Sans bridge, locals cross stream on boat in Malkangiri
ନା ଅଛି ସୁରକ୍ଷା ନା ଅଛି ବିକଳ୍ପ, ଜୀବନ ଗଲେ ପଚାରିବାକୁ କେହି ନାହିଁ.

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳବାସୀଙ୍କ ଚିନ୍ତା ନଦୀ ପାର୍ ହୋଇ ଯା’ ଆସ କରିବା । ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଏଠାକାର ବାସିନ୍ଦା ନଦୀ ପାର୍ ହୁଅନ୍ତି ।

Locals suffer due to absence of bridge in Koraput
ଖଣିରୁ ଉଠୁଛି କୋଟିଏ କିନ୍ତୁ ପୋଲ ନିର୍ମାଣ ହୋଇ ପାରୁନି ଗୋଟିଏ

ଦୁର୍ଗମ ଅଞ୍ଚଳର ଅନ୍ଧାରୀ ମୂଲକର ୫ପଞ୍ଚାୟତର ୨୫ଖଣ୍ଡ ଗାଁକୁ ନାହିଁ ପୋଲ । ବର୍ଷା ଦିନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ଶହ ଶହ ଗ୍ରାମବାସୀ.....

Sans bridge, locals cross stream risking their lives in Odisha’s Khariar
ଭରା ନଈରେ ଜୀବନକୁ ବାଜି ଲଗାଇ ଯାତ୍ରା କରୁଛନ୍ତି ଅବହେଳିତ ଜନତା

ନା ରାସ୍ତା ଅଛି ନା ପୋଲ ଅଛି। ଭରା ନଈରେ ଚାଲିଛି ଜୀବନ ଯାତ୍ରା । ସରକାରଙ୍କ ବିଜୁ ସେତୁ ଯୋଜନା ଏମାନଙ୍କ ପାଇଁ କଳ୍ପନାର ବାହାରେ.....

Sans bridge
ବର୍ଷା ଦିନକୁ ଅନେଇ ବସିଛି ସମୀଜ୍ ନାଳ..

ଶୁଖିଲା ପଡ଼ିଥିବା ଏଇ ନାଳ କରାଳ ରୂପ ନିଏ ବର୍ଷା ଦିନେ.. ଅସରାଏ ଅଜାଡ଼ିଦେଲେ ୧୦ଟି ଟୋଲାର ୨୫ହଜାର ଲୋକଙ୍କୁ ବାହ୍ୟଜଗତରୁ ବିଚ୍ଛିନ୍ନ କରିଦିଏ.. ମରଣଯନ୍ତା ପାଲଟିବାକୁ ବି ପଛାଏ ନାହିଁ..

delay in inauguration of bridge
ତିଆରି କରିଦେଇ ଭୁଲିଗଲେ

ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ତିଆରି ହେଲା ବ୍ରିଜ୍.. ହେଲେ ଲୋକାର୍ପଣ ହୋଇପାରୁନି କି ଲୋକଙ୍କ କାମରେ ଲାଗୁନି.. ଆଉ ବନ୍ୟା ଆସିଲେ କଥା ସରିଗଲା.. ବିଚ୍ଛିନ୍ନ ହୋଇଯିବେ ୫ ୫ଟି ପଞ୍ଚାୟତର ଲୋକେ

These Odisha villagers alleges Naveen Patnaik govt fails to fulfil bridge demand
ଗାଁ ଲୋକଙ୍କ ଅଭିଯୋଗ- ଆମ ବ୍ରିଜ୍‌ ନିର୍ମାଣ ଦାବି ପୂରଣ କରିପାରୁ ନାହାନ୍ତି ୨୨ ବର୍ଷର ନବୀନ ସରକାର

ସରକାରଙ୍କୁ କହି କହି ଥକିଗଲେ ଗାଁ ଲୋକେ। ହେଲେ ୨୨ ବର୍ଷର ସ୍ଥିର ସରକାର ଲୋକଙ୍କ ଆବଶ୍ୟକତା ପୂରଣ କରିପାରିଲାନି। ଶେଷରେ ଗାଁ ଲୋକେ ବାନ୍ଧିଲେ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରିଛନ୍ତି।

Biju Setu Bridge
ରାଜସ୍ୱମନ୍ତ୍ରୀଙ୍କ ଗାଁରେ ଜମି କେଁ, ୨ ବର୍ଷ ହେଲା ସରୁନି ପୋଲ କାମ

ଖୋଦ୍‌ ରାଜସ୍ୱମନ୍ତ୍ରୀଙ୍କ ଇଲାକାରେ ଜମି କେଁ। ଅବଧିର ୨ ବର୍ଷ ପରେ ବି ସରୁନି ପୋଲ କାମ..ମେଡିକାଲକୁ ଆସି ହେଉନି କି ସ୍କୁଲ, କଲେଜ୍‌କୁ ଯାଇ ହେଉନି

Dhabaleswar Bridge
ମୋର୍ବି ଟ୍ରାଜେଡି ଇଫେକ୍ଟ ପରେ ପ୍ରଶାସନର ଚେତା ପଶିଲା

ଟ୍ରାଜେଡି ଗୁଜରାଟ ମୋର୍ବିରେ..ହେଲେ ଛନକା ଧବଳେଶ୍ୱର ପୀଠରେ..କାହିଁକିନା ଏଠି ବି ଅଛି ଝୁଲାପୋଲ, ଚାଲୁଛନ୍ତି ମାଳ ମାଳ ଭକ୍ତ

Odisha Nuapada
ଗାଁ ଲୋକଙ୍କୁ ବଡ଼ ଦୁଃଖ ଦେଲା ପାଣି ଟ୍ୟାଙ୍କର, ପ୍ରଶାସନ କିଛି ଶୁଣୁନି

କେତେ ବିପଦପୂର୍ଣ୍ଣ ଭାବେ ଏହି କାଠଗଣ୍ଡି ବ୍ରିଜ୍‌ ଦେଇ ଯାହାୟତ କରୁଛନ୍ତି ଲୋକେ ତାହା ଆପଣ ନଦେଖି ମଧ୍ୟ ଅନୁମାନ କରିପାରୁଥିବେ ।

Ganjam
OTV Impact: ଜୀବନକୁ ବାଜି ଲଗାଇ ପାର ହେଉଥିଲେ ନଦୀ, ପୋଲ ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ଜାମୁଗଣ୍ଡ ଉପରେ ଗୋଟିଏ ଲୁହା ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।

School Students
ପ୍ରଖର ନଈ ସୁଅରେ ସ୍କୁଲ ପିଲାଙ୍କ ବିପଜ୍ଜନକ ଯାତ୍ରା

ଡିଇଓଙ୍କଠୁ ଗଣଶିକ୍ଷାମନ୍ତ୍ରୀ, ସମସ୍ତେ କହୁଛନ୍ତି ତଦନ୍ତ ହେବ । ମହେନ୍ଦ୍ରତନୟାରେ ପୋଲଟିଏ ହେଉନଥିବାରୁ ହଟୁନି ଦୁର୍ଦ୍ଦଶା ।

Animal Bridges In Odisha
ଏଣିକି ରାସ୍ତା ପାର୍‌ ହେବାବେଳେ ଆଉ ଯିବନି ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ

ମାଙ୍କଡ଼ଙ୍କ ପାଇଁ ବ୍ରିଜ୍ । କେବଳ ମାଙ୍କଡ଼ ନୁହେଁ ଜଙ୍ଗଲରେ ରହୁଥିବା ଅନ୍ୟ ପଶୁଙ୍କ ପାଇଁ ତିଆରି ହୋଇଛି ସେତୁ...

Iron-Ore Laden Truck Falls Off Bridge In Kamakhyanagar, Driver Dies
ଚକା ଫାଟି ବ୍ରାହ୍ମଣୀକୁ ଖସିଲା ଟ୍ରକ...

କାମାକ୍ଷାନଗର ନଦୀକୁ ଖସିଲା ଆଇରନବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ ।ଟ୍ରକର ଚକା ଫାଟିବାରୁ ଦୁର୍ଘଟଣା ଘଟିଥିବା ସୂଚନା