• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Boudh

Chuda Khai Jatra
ଅଶ୍ଳୀଳ ଭାଷାରେ ପ୍ରକମ୍ପିତ ହୁଏ ଗାଁ

ଘଣ୍ଟ ଘଣ୍ଟା ମୃଦଙ୍ଗ ଧ୍ୱନିରେ ଉଛୁଳି ପଡ଼ୁଛି ସାରା ପରିବେଶ । ଶହଶହ ସଂଖ୍ୟାରେ ଲୋକ ନାଚୁଛନ୍ତି ଗାଉଛନ୍ତି ଓ ଝୁମୁଛନ୍ତି । ପରମ୍ପରା ପାଳନ ପାଇଁ ସମସ୍ତେ ଏକାକାର । ମାର୍ଗଶିର ମାସର ପୂର୍ଣ୍ଣିମା ତିଥିରେ ଏହି ଯାତ୍ରା ପାଳନ କରାଯାଉଥିବା ବେଳେ ଢୋଲ ନିଶାନର ତାଳେ ତାଳେ ଅଶ୍ଳୀଳ ଭାଷାରେ ପ୍ରକମ୍ପିତ ହୁଏ ଗାଁ ।

IT raid
ସରୁନି ‘ମଦ ସାମ୍ରାଜ୍ୟ’ ରେଡ୍‌, ବୌଦ୍ଧ ଡିଷ୍ଟିଲାରୀ ପ୍ରା. ଲିମିଟେଡ୍ ଲିଙ୍କରେ ଚଢ଼ାଉ

ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡ୍ ଲିଙ୍କରେ ଏହି ଚଢ଼ାଉ କରାଯାଇଥିବାର ସୂଚନା ମିଳିଛି। ଶକ୍ତି ମଲ୍ଟିଏୟାର ଏଣ୍ଡ ଲିମୋନେଡ଼ କମ୍ପାନୀ ୨୦୧୨ ମେ’ରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁତ କାର୍ଯ୍ୟ କରି ଆସୁଛି।

ବୌଦ୍ଧରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା
ବୌଦ୍ଧରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା

ବୌଦ୍ଧରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା ରେକର୍ଡ । ସେହିପରି ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି

Special Story | Locals allege corruption in excavation of pond in Boudh
ପୋଖରୀ ଖାଇଗଲେ ସରକାରୀ ବାବୁ

ଚାଷୀଟିଏ ଚାଷ କରି କିଭଳି ଭଲ ଦି ପଇସା ରୋଜଗାର କରିପାରିବ ସେଥିପାଇଁ ସରକାରୀ ଯୋଜନାରେ ଖୋଳା ହେଉଛି ଫାର୍ମ ପଣ୍ଡ। ହେଲେ କେଇ ହାତ ଖୋଳି ଦେଇ ଟଙ୍କା ଖାଇ ଦେଉଛନ୍ତି ସରକାରୀ ବାବୁ। ଏମିତି ଅଭିଯୋଗକୁ ନେଇ ଆମର ସ୍ପେଶାଲ୍ ରିପୋର୍ଟ...

Cops Thrash Pick-Up Van Driver On False Charges In Odisha’s Boudh, Video Goes Viral
ପୋଲିସ ବୋଲି ଏତେ ଭାଉ? ବିନା ଦୋଷରେ ବି ମାରି କଲେ ରକ୍ତାକ୍ତ

ପୋଲିସ ଚାକିରି ବୋଲି ଏତେ ଭାଉ? ବିନା ଦୋଷରେ ଡ୍ରାଇଭରଙ୍କୁ ନିସ୍ତୁକ ମାରି ରକ୍ତାକ୍ତ କରିଦେଲେ...ଅନ୍ଧାର ରାତିରେ ଘଟିଥିଲା ଏମିତି ବର୍ବର ଘଟଣା

Boudh Accident
ସଚେତନତାର ଅଭାବ ହିଁ ଦୁର୍ଘଟଣାର କାରଣ, ସେପଟେ ଚେଇଁ ଶୋଇଛି NHAI

ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବଢି ବଢି ଚାଲିଛି ଦୁର୍ଘଟଣାର ହାର । ସଡକ ଦୁର୍ଘଟଣାରେ ଅକାରଣେ ଜୀବନ ହରାଉଛନ୍ତି ଅନେକ ଲୋକ । ଭାଂଗି ଯାଉଛି ଅନେକ ପରିବାରର ହସ ଖୁସିର ସଂସାର

Musical Instrument
କରୋନା ସାଜିଛି ଦାଉ,ମୃଦଙ୍ଗ କାରୀଗରଙ୍କ କାରବାର ଠପ୍

କରୋନା ସାଜିଛି ଦାଉ,ମୃଦଙ୍ଗ କାରୀଗରଙ୍କ କାରବାର ଠପ୍ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମୃଦଙ୍ଗ କାରୀଗରଙ୍କ ଉପରେ ଦାଉ ସାଜିଛି କରୋନା ।

Boudha Farmer Electricity Issue
ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ କିନ୍ତୁ ବିଲ୍‌ ଆସିଛି ୫୮ ହଜାର ଟଙ୍କା

ଚାଷୀମାନେ କିପରି ସୁବିଧାରେ ଜମିରେ ଜଳସେଚନ ସୁବିଧା ପାଇବେ ଏଥିପାଇଁ ବିଜୁ କୃଷକ ଯୋଜନାରେ ଡିପ ବୋର ୱେଲ(ଗଭୀର ନଳକୂପ) ଖନନ କରିଥିଲେ।ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ଖମ୍ବପୋତା ସହ, ତାର ମଧ୍ୟ ଟଣା ହୋଇଛି, କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନି ।ହେଲେ ଚାଷୀଙ୍କ ପାଖକୁ ଆସିଛି ଲକ୍ଷାଧିକ ଟଙ୍କାର ବିଲ ଆସିଛି । ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି। ଏପରି ସମସ୍ୟା ହୋଇଛି ବୌଦ୍ଧ ସଦର ବ୍ଲକ ବ୍ରାହ୍ମଣୀପାଲି ପଂଚାୟତରେ।