• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Booster Dose

Booster Dose
ବୁଷ୍ଟର ଡୋଜ୍ ନମିଳିବାରୁ ହୋହାଲ୍ଲା, ଡାକ୍ତରଙ୍କୁ ତାଲା ପକାଇଦେଲେ

ଅଫଲାଇନ୍‌ରେ ଟିକା ମିଳୁନଥିବା ଅଭିଯୋଗ । ମେଡିକାଲ୍ କର୍ମଚାରୀଙ୍କୁ ଅଟକ ରଖିଲେ ଲୋକେ ।

Free Covid BoosterJabs From July 15
ଜୁଲାଇ ୧୫ରୁ ମାଗଣା ବୁଷ୍ଟର ଡୋଜ୍‌

୧୮ରୁ ୫୯ ବୟସ ବର୍ଗଙ୍କୁ ଜୁଲାଇ ୧୫ରୁ ମାଗଣାରେ କରୋନା ପ୍ରିକସନ୍ ଡୋଜ୍ ଦିଆଯିବ। ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।

Booster Dose
କାଲିଠୁ ବୁଷ୍ଟର ଡୋଜ୍‌; କେଉଁ ବ୍ରାଣ୍ତର ଟିକା ନେଲେ କେତେ ଦାମ ଦେବାକୁ ପଡିବ..ଜାଣନ୍ତୁ

ଆସନ୍ତାକାଲିଠାରୁ ପ୍ରାଇଭେଟ ହସ୍ପିଟାଲରେ କରୋନାର ବୁଷ୍ଟର୍ ଡୋଜ୍ ମିଳିବ । ଦ୍ୱିତୀୟ ଡୋଜ୍ ନେବାର ୯ ମାସ ହୋଇଥିଲେ, ହିତାଧିକାରୀ ବୁଷ୍ଟର୍ ଡୋଜ୍ ନେଇପାରିବେ ।

Odisha-COVID Vaccination For Senior Citizens From Tommorow
କାଲିଠୁ ପ୍ରାପ୍ତବୟସ୍କଙ୍କୁ ବୁଷ୍ଟର୍ ଡୋଜ୍; ବୟସ୍କ ଓ ସମ୍ମୁଖଯୋଦ୍ଧାଙ୍କ ପାଇଁ ମାଗଣା ଟିକା

ଆସନ୍ତାକାଲିଠାରୁ ସବୁ ପ୍ରାପ୍ତବୟସ୍କଙ୍କୁ ମିଳିବ କରୋନାର ପ୍ରିକସନ୍ ଡୋଜ୍ ବା ବୁଷ୍ଟର୍ ଡୋଜ୍ ।

Booster dose of COVID-19 vaccine
ରବିବାରଠୁ ବୁଷ୍ଟର ଡୋଜ୍‌ : ପ୍ରାଇଭେଟ୍‌ରେ ନେବ ତ ପଇସା ଦେବ

ଘରୋଇ ଟିକାକରଣ କେନ୍ଦ୍ରରେ ଏହି ପ୍ରିକସନାରୀ ଡୋଜ୍ ଟିକା ମାଗଣାରେ ଉପଲବ୍ଧ ହେବ ନାହିଁ । ଏଥିପାଇଁ ଦେୟ ପୈଠ କରିବାକୁ ପଡ଼ିବ । ବିଶ୍ୱସ୍ତରରେ କରୋନାର ନୂଆ XE ଭ୍ୟାରିଆଣ୍ଟ୍ ପ୍ରକୋପ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

Booster Dose
ରାଜ୍ୟରେ କମୁଛି ସଂକ୍ରମଣ, ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ ଦେବାକୁ ଗୁରୁତ୍ୱ

ରାଜ୍ୟରେ କ୍ରମାଗତ ହ୍ରାସ ପାଉଛି କରୋନାର ଦୈନିକ ସଂକ୍ରମଣ । ଗତକାଲି ୭ ହଜାର ଉପରେ ଥିବା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୪ ଘଣ୍ଟା ମଧ୍ୟରେ ୫ ହଜାର ୯୦୧କୁ ଖସିଛି ।

Booster Dose
ପ୍ରିକସନାରି ଡୋଜ୍ ପାଇଁ ଆବଶ୍ୟକ ନାହିଁ ନୂଆ ରେଜିଷ୍ଟ୍ରେସନ, ମିଳିବ ଡାଇରେକ୍ଟ ଆପଏଣ୍ଟମେଣ୍ଟ

୨ ଡୋଜ୍ ଟିକା ନେଇଥିଲେ ସିଧା ଆପଏଣ୍ଟମେଣ୍ଟ ନେଇପାରିବେ । କାଲି ସଂଧ୍ୟା ସୁଦ୍ଧା ଆରମ୍ଭ ହେବ ଅନ୍‌ଲାଇନ୍ ଆପଏଣ୍ଟମେଣ୍ଟ । ୧୦ ତାରିଖରୁ ଆରମ୍ଭ ହେବ ଅନସାଇଟ୍ ଆପଏଣ୍ଟମେଣ୍ଟ ।

Booster Dose
‘ଓମିକ୍ରନ୍‌’ ଭୟ: ବୁଷ୍ଟର ଡୋଜ୍‌କୁ ଅନୁମୋଦନ ପାଇଁ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ର ଆବେଦନ

ବିଶ୍ୱରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ୍ ଟିକାର ବୁଷ୍ଟର ଡୋଜ ପାଇଁ ଅନୁମତି ଦେବାକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ନିକଟରେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଆବେଦନ କରିଛି।

booster dose
କେବେ ନେବା ଉଚିତ କୋଭିଡ ଟିକାର ବୁଷ୍ଟର ଡୋଜ୍ ? ମତ ରଖିଲେ ଭାରତ ବାୟୋଟେକ୍ ଏମଡି କ୍ରିଷ୍ଣା ଇଲା

ପ୍ରଧାନମନ୍ତ୍ରୀ ମୋଦି କୋଭାକ୍ସିନ ଟିକା ନେଇ ଦେଶର ବିଜ୍ଞାନ ଓ ଗବେଷଣା ଉପରେ ବିଶ୍ୱାସ ସୃଷ୍ଟି କରିଥିବା କହିଛନ୍ତି କ୍ରିଷ୍ଣା ଇଲା

covid vaccine
ବୁଷ୍ଟର ଡୋଜ୍ ସପକ୍ଷରେ WHO

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ମାନଙ୍କୁ କୋଭିଡର ତୃତୀୟ ଡୋଜ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁଇଟି ଡୋଜ ପରେ ମଧ୍ୟ ଇମ୍ୟୁନିଟି ପାୱାର କମ ରହୁଥିବା କାରଣରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ତୃତୀୟ ଡୋଜ ଦେବା ପାଇଁ WHO ପକ୍ଷରୁ ସୋମବାର ପରାମର୍ଶ ଦିଆଯାଇଛି । ଏହି ବୁଷ୍ଟର ଡୋଜ ପାଇଁ ସମସ୍ତ ଦେଶ ପ୍ରସ୍ତୁତି ହେବା ପାଇଁ WHO ପକ୍ଷରୁ କୁହାଯାଇଛି ।

vaccine
କରୋନା ଟିକାର ବୁଷ୍ଟର ଡୋଜ୍ ଉପରେ ବିଚାର ବିମର୍ଷ ଜାରି : ସୂଚନା ଦେଲେ ନୀତି ଆୟୋଗ ସଦସ୍ୟ

ଟିକାର ଦୁଇଟି ଡୋଜ୍ ନେଇସାରିଥିବା ଲୋକଙ୍କୁ ଦିଆଯିବ କି ବୁଷ୍ଟର ଡୋଜ୍ ? ଟିକାର ବୁଷ୍ଟର ଡୋଜ୍ ଦେବା ପାଇଁ କରୋନା ଟିକାକରଣ ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ବିଚାର କରୁଥିବା କହିଛନ୍ତି ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ । ତେବେ ଏହି ନିଷ୍ପତ୍ତିକୁ ବହୁତ ଗଭୀର ଭାବରେ ଦେଖାଯାଉଛି । ଡେଲଟା ଭାରିଏଣ୍ଟରୁ ରକ୍ଷା ପାଇବା ପାଇଁ କିଛି ଦେଶ ବୁଷ୍ଟର ଡୋଜ୍ ସପକ୍ଷରେ ମତ ଦେଇଥିଲେ ।