• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bombing

Bombing
ରାଜଧାନୀରେ ବୋମାମାଡ଼; ବାଇକରେ ଆସି ବୋମା ଫିଙ୍ଗି ଚମ୍ପଟ ମାରିଲେ

ବୋମାମାଡ଼ରେ କେହି ମୃତାହତ ହୋଇନଥିବା ବେଳେ ଗାଡିର କାଚ ଭାଙ୍ଗିଯାଇଛି।

Pakistan
ପାକିସ୍ତାନ ଆର୍ମିବେସ୍‌ରେ ଆତ୍ମଘାତୀ ବିସ୍ଫୋରଣ; ଚାଲିଗଲା ୨୩ ସୈନିକଙ୍କ ଜୀବନ

ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ, ଶୋଇଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ତେଣୁ ସମସ୍ତେ ସାଧା ପୋଷାକ ପିନ୍ଧିଥିଲେ । ହେଲେ ସମସ୍ତ ମୃତକମାନେ ସାମରିକ କର୍ମଚାରୀ ବୋଲି ଅନୁମାନ କରାଯାଉଛି ।

pakistan blast
ପାକିସ୍ତାନରେ ପ୍ରତିମାସ ଫୁଟୁଛି ବୋମା, ଆତଙ୍କୀ ହମଲାରେ ଲହୁଲୁହାଣ ଆତଙ୍କବାଦର ପ୍ରାୟୋଜକ 

ଚଳିତବର୍ଷ ଶେଷ ଆଡ଼କୁ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ଦେଶର ପଲିଟିକାଲ୍ ମାହୋଲ୍ ବି ସରଗରମ ହେଉଛି। ତେବେ ରାଜନୈତିକ ସଭାରେ ଏଭଳି ଆତଙ୍କୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି ।

Bombing on jewellery shop in Bhubaneswar
ଗାଡ଼ିରେ ଆସିଲେ, ସୁନା ଦୋକାନ ଉପରକୁ ବୋମା ଫିଙ୍ଗି ଫେରାର ମାରିଲେ...

ଭୁବନେଶ୍ୱର ୟୁନିଟ୍‌-୪ ମାର୍କେଟ୍‌ରେ ଥିବା ଏକ ସୁନା ଦୋକାନ ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଆହତ ହୋଇଥିବା ଜଣାପଡ଼ିଛି।

Bombing in Baramunda
ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମାମାଡ଼

ଭୁବନେଶ୍ୱର ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମାମାଡ଼ ହୋଇଛି। ହୋଟେଲ୍ ଉପରକୁ ଦୁଇଟି ବୋମାମାଡ଼ ହୋଇଥିବା ଜଣାପଡ଼ିଛି।

Bombs Hurled At Enforcement Officer’s House In Puri
ଘର ଉପରକୁ ବୋମାମାଡ଼; ଜଣେ ଆହତ

ଘର ଉପରକୁ ବୋମା ମାଡ । ପୁରୀର ଏନ୍‌ଫୋର୍ସମେଣ୍ଟ ଅଧିକାରୀ କାଶୀନାଥ ମହାରଣାଙ୍କ ଘର ଉପରକୁ ବୋମାମାଡ଼ ହୋଇଛି ।

Bombs hurled in front of the house of newly elected Municipality chairperson
ଫାଙ୍କା ଗୁଳି ଚାଳନା ପରେ ଏବେ ପୌରାଧ୍ୟକ୍ଷାଙ୍କ ଘର ବାହାରେ ବୋମାମାଡ଼

ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ବାହାରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବୋମାମାଡ଼ରେ ଘରର ପାଚେରୀ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। 

Bombs Hurled And Firing In Brahmagiri
ହୋଲି ସେଲିବ୍ରେସନ ବେଳେ ଫୁଟିଲା ଗୁଳି, ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ

ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗାଁରେ ବୋମାମାଡ଼ ଓ ଗୁଳି ଚାଳନା ପରେ ସ୍ଥିତି ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି। ଗାଁରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇପଡ଼ିଛି।

Miscreants hurl bombs at a house in Mahulapala village late last night
ଅଧ ରାତିରେ ବୋମା ମାଡ; ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରାତି ଅଧରେ ଫୁଲିଟା ବୋମା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ବୋମା ଫୁଟିଥିଲା ଫଳରେ  ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଛନ୍ତି । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।