• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bolbam

Shivling is source of energy what is the science behind it
ଶିବଲିଙ୍ଗ ସମଗ୍ର ଶକ୍ତିର ଉତ୍ସ; ଆସନ୍ତୁ ଜାଣିବା ଏହାର ବୈଜ୍ଞାନିକ କାରଣ

ଚାଲିଛି ଶ୍ରାବଣ ମାସ। ଶିବ ଭକ୍ତମାନେ ମହାଦେବଙ୍କ କୃପା ପାଇବା ପାଇଁ ପାଣି ଭାର ନେଇ ସବୁ ସୋମବାରରେ ବିଭିନ୍ନ ଶୈବପୀଠକୁ ଯାଇ ଶିବ ଲିଙ୍ଗରେ ଜଳାଭିଷେକ କରୁଛନ୍ତି। ଏହି ଶିବ ଲିଙ୍ଗକୁ ସମଗ୍ର ଶକ୍ତିର ଉତ୍ସ ବୋଲି କୁହାଯାଏ। ଏହା ପଛରେ ରହିଛି ବୈଜ୍ଞାନିକ କାରଣ।

Bolbum 2023 Why lord sive live in  Cremation Ground
Bolbam 2023: ଭଗବାନ ଶିବ ଗୃହସ୍ଥ ହୋଇଥିଲେ ବି କାହିଁକି ଶ୍ମଶାନରେ ବାସ କରନ୍ତି…

ଶିବ ଗୃହସ୍ଥ ହୋଇଥିଲେ ମଧ୍ୟ ଶ୍ମଶାନରେ ରୁହନ୍ତି। ସେ ସଂସାରୀ ହୋଇଥିଲେ ବି ଶ୍ମଶାନରେ କାହିଁକି ରୁହନ୍ତି? ସେ ଏହା ଦ୍ୱାରା ଦୁନିଆକୁ କି ବାର୍ତ୍ତା ଦେବାକୁ ଚାହାନ୍ତି? ଏଭଳି ଅନେକ ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବ । ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।

Bolbam 2023 Why king daksh does not like lord shiv
Bolbam 2023: ଭଗବାନ ଶିବକୁ କାହିଁକି ଘୃଣା କରନ୍ତି ରାଜା ଦକ୍ଷ; ଜାଣନ୍ତୁ ଏହା ପଛର ତିନି କାରଣ

ଭଗବାନ ଶିବଙ୍କ ଶ୍ୱଶୁର ଏବଂ ମାତା ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ କେବେ ପସନ୍ଦ କରନ୍ତି ନାହିଁ। ପୌରାଣିକ କଥା ଅନୁଯାୟୀ, ରାଜା ଦକ୍ଷ ଏବଂ ଭଗବାନ ଶିବଙ୍କ ମଧ୍ୟରେ ତିକ୍ତତାର ତିନୋଟି କାରଣ ଅଛି। ଆସନ୍ତୁ ଜାଣିବା।

Kanwariya Dies In Deogarh
ଜଳ ଲାଗି ପୂର୍ବରୁ ଚାଲିଗଲା ଜୀବନ, ମନ୍ଦିରରେ କାଉଡ଼ିଆଙ୍କ ମୃତ୍ୟୁ

ମନ୍ଦିରରେ ଶୋଇଥିବା ଅବସ୍ଥାରେ ଜଣେ ବୋଲ୍‌ବମ୍‌ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ଦେବଗଡ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିର ପରିସରରେ ଏହି ଅଭାବନୀୟ ଘଟଣା ଘଟିଛି। 

Why do the Kaudians give the slogan 'Bolbum'
Bolbam 2023: ଶିବଙ୍କୁ ପ୍ରସନ୍ନ କରିବା ପାଇଁ କାଉଡିଆମାନେ କାହିଁକି ଦିଅନ୍ତି 'ବୋଲବମ୍' ନାରା

ଶିବ ଭକ୍ତମାନେ ବୋଲ୍‌ବମ୍‌ ଯାତ୍ରାରେ ନଦୀର ପବିତ୍ର ଜଳକୁ କାନ୍ଧରେ ନେଇ ଶିବଲିଙ୍ଗ ଉପରେ ଜଳାଭିଷେକ କରନ୍ତି। ପ୍ରତି ସୋମବାର ଏହି ଜଳାଭିଷେକ କଲେ ମହାଦେବ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି। କାଉଡିଆମାନେ ଜଳ ନେଇ ଯାତ୍ରା ସମୟରେ ‘ବୋଲ୍‌ବମ୍‌’ ନାରା ଦେଇଥାନ୍ତି। ଆସନ୍ତୁ ଜାଣିବା ଏହା ପଛର କାରଣ।

Bolbam 2023 The rules of bolbam Jatra
Bolbam 2023: ଆପଣ ପ୍ରଥମ ଥର ପାଇଁ ବୋଲ୍‌ବମ୍‌ ଯାତ୍ରା କରୁଛନ୍ତି କି; ଜାଣନ୍ତୁ ଏହାର ନିୟମ

ଆଜିକାଲି ବୋଲ୍‌ବମ୍ ଯାତ୍ରା ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି। ପିଲା, ବୃଦ୍ଧ, ଯୁବକ, ମହିଳା ଏହାକୁ ଆପଣେଇ ନେଲେଣି। ଶିବ କୃପା ପାଇବା ପାଇଁ ଖାଲି ପାଦରେ ଦୂରଦୂରାନ୍ତରେ ଥିବା ଶୈବପୀଠକୁ ଯାଇ ଜଳାଭିଷେକ କରୁଛନ୍ତି। ତେବେ ଏହି ବୋଲ୍‌ବମ୍‌ ଯାତ୍ରାର ଅନେକ ନିୟମ ରହିଛି। ଆପଣ ଯଦି ଜାଣି ନାହାନ୍ତି ତେବେ ଜାଣିବା ପାଇଁ ପଢନ୍ତୁ।

Rawana
ଭାରତରେ କାଉଡି ଯାତ୍ରା : ରାବଣ ଥିଲା ପ୍ରଥମ କାଉଡିଆ

କାଉଡି ଯାତ୍ରା ମାଧ୍ୟମରେ ଜଗତର ପ୍ରତ୍ୟେକ ସୃଷ୍ଟି ପାଇଁ ଜଳର ମହତ୍ତ୍ୱ ଏବଂ ବ୍ରହ୍ମାଣ୍ଡ ସୃଷ୍ଟି କରିଥିବା ଶିବଙ୍କ ପ୍ରତି ସମ୍ମାନ ପ୍ରକାଶ କରାଯାଇଥାଏ। ଯଦି ପ୍ରାଚୀନ ଗ୍ରନ୍ଥ, ଇତିହାସକୁ ବିଶ୍ୱାସକୁ ନିଆଯାଏ, ତେବେ କୁହାଯାଏ ଯେ ପ୍ରଥମ କାଉଡିଆ ଲଙ୍କାଧିପତି ରାବଣ ଥିଲା।

Bol
ଏଥର ବି ବୋଲ୍‌ବମ୍ ଉପରେ ରୋକ୍ ଲଗାଇଲେ ରାଜ୍ୟ ସରକାର

ଚଳିତ ବର୍ଷ ମଧ୍ୟ ବୋଲ୍‌ବମ୍ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ କୌଣସି ଧାର୍ମିକ ସ୍ଥାନ କି ଜଳାଶୟରୁ ପାଣି ଉଠାଇ ପାରିବେନି କାଉଡ଼ିଆ