• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bmc

sanitation workers
ସଫେଇ କର୍ମଚାରୀଙ୍କ ଦାବି ଶୁଣିଲା ବିଏମସି, ୩ ଦିନ ଭିତରେ ଘୋଷଣା ହେବ ବର୍ଦ୍ଧିତ ଦରମା

ଦୁଇ ଦିନର ଆନ୍ଦୋଳନ ପରେ ସଫେଇ କର୍ମଚାରୀଙ୍କ ଦାବି ଶୁଣିଛି ବିଏମସି। ୩ ଦିନ ଭିତରେ ବର୍ଦ୍ଧିତ ଦରମା ଘୋଷଣା ହେବ ବୋଲି କହିଛନ୍ତି ବିଏମ୍‌ସି ମେୟର ।

BMC Commissioner
ମହଙ୍ଗା ପଡିଲା କି କୁଲାଙ୍ଗେଙ୍କ ଘୋଷଣା !

ବିଏମ୍‌ସି, ବିଜୟ ଆଉ ବଦଳି। ଭାରି ପଡ଼ିଲା କର୍ପୋରେଟରଙ୍କ ବୈଠକ ଭତ୍ତା ବୃଦ୍ଧି ଘୋଷଣା। ଗଣମାଧ୍ୟମକୁ ଗତକାଲି ସକାଳେ ବୟାନ ଦେଲେ, ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଉ ଆଜି ସରକାର ସିଧାସଳଖ ବଦଳି କରିଦେଲେ। ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ହଠାତ୍ ବଦଳିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଚର୍ଚ୍ଚା କାହିଁକି ଯେକେହି ବିଏମ୍‌ସି କମିଶନର ବନୁଛନ୍ତି, ତାଙ୍କର ଶନିଦଶା ଆରମ୍ଭ ହୋଇଯାଉଛି।

BMC Commissioner
ବିଏମ୍‌ସି କମିଶନର ପଦବୀରେ ବୁଲୁଛି ଖଣ୍ଡା, ବିବାଦରେ ପଡି ହଠାତ୍ ବଦଳୁଛନ୍ତି ଅଫିସର୍‌

ମହଙ୍ଗା ପଡିଲା କି କୁଲାଙ୍ଗେଙ୍କ ଘୋଷଣା! ସକାଳେ ଗଣମାଧ୍ୟମକୁ ସୂଚନା ଦେଲେ ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଜି ହଠାତ୍ କୁଲାଙ୍ଗେଙ୍କୁ ବଦଳି କରିଦିଆଗଲା।

Bhubaneswar Municipal Corporation
ନୂଆ BMC କମିଶନର ହେଲେ ରାଜେଶ ପ୍ରଭାକର ପାଟିଲ

ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର । ରାଜେଶ ପ୍ରଭାକର ପାଟିଲ ହେଲେ BMC କମିଶନର । ୨୦୦୫ ବ୍ୟାଚର ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ

new Commissioner Rajesh Patil
ନିଜେ ନିଜେ ନିଷ୍ପତ୍ତି ନେବା କୁଲାଙ୍ଗେଙ୍କୁ ପଡ଼ିଲା କି ମହଙ୍ଗା ? ବଦଳିଲେ BMC କମିଶନର... 

ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିଶନର । ନୂଆ କମିଶନର ହୋଇଛନ୍ତି ୨୦୦୫ ବ୍ୟାଚର ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ୍‌ ।

BMC
BMC ର କଡ଼ା ଚେତାବନୀ; କାନ୍ଥବାଡ଼ରୁ ଲିଭାଯିବ ଦଳୀୟ ପୋଷ୍ଟର ବ୍ୟାନର

ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦଳୀୟ ପ୍ରଚାର ପାଇଁ ଯେଉଁ ସବୁ ପୋଷ୍ଟର ବ୍ୟାନର ଲାଗିଛି, ତାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।

BMC
BMC ଅଫିସ୍ ଆଗରେ ଧାରଣାରତ ଦିବ୍ୟାଙ୍ଗମାନଙ୍କ ପତ୍ତା ମିଳୁନି !

ବିଏମସି ଅଫିସ୍ ଆସି ବି ଖୋଜାଖୋଜି କରିଛନ୍ତି। ହେଲେ କାହାଠୁ କୌଣସି ସନ୍ତୋଷଜନକ ଉତ୍ତର ପାଇନାହାନ୍ତି।

Garbage Problem
ରାସ୍ତାରେ ଅଳିଆ ପକାଇଲେ ଫାଇନ୍ କାଟିବ BMC

ରାସ୍ତା ଉପରେ ଅଳିଆ ପକାଇଲେ କଡ଼ା କାର୍ଯାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛି BMC ।

BMC
ରାଜସ୍ୱ ଚିନ୍ତା, କଠୋର ହେଲା BMC

ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ ହୋଇନଥିବାରୁ କଡ଼ା ଆଭିମୁଖ୍ୟ ।

BMC
କାହା ସ୍ୱାର୍ଥରେ BMCର ନୋ ହୋର୍ଡିଂ ଜୋନ୍ ନିୟମ, ସହର ସାରା ଛାଇଯାଇଛି ରାଜନେତାଙ୍କ ହୋଡିଂ

ହକି ବିଶ୍ୱକପ୍ ଥିବାରୁ ସହରର ସୌନ୍ଦର୍ଯ୍ୟ ବଢାଇବା ଲାଗି ହୋଇଥିଲା ନୋ ହୋଡିଂ ଜୋନ ନିୟମ, ଆଉ ହକି ବିଶ୍ୱକପ ସରିବା ପରେ ଯେଶା କୁ ତେଶା। ଆସୁଛି ନୂଆ ବର୍ଷ ଆଉ ନୂଆ ବର୍ଷରେ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ଆରମ୍ଭ ହୋଇଗଲାଣି ହୋଡିଂ ୱାର ।

No Work No Pay
ବିଳମ୍ବରେ ଅଫିସ ଆସିଲେ ଦରମା ବନ୍ଦ: BMC

ବିଏମସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସକାଳ ୯.୪୫ରୁ ୧୦.୧୫ ମଧ୍ୟରେ ପହଞ୍ଚିବା ଦରକାର ।

BMC
ରାଜଧାନୀରେ କୁକୁରଙ୍କ ପାଇଁ ମଶାଣି କରିବ BMC

ଭୁବନେଶ୍ୱରରେ କୁକୁରଙ୍କ ପାଇଁ ମଶାଣି କରିବ BMC । ଏଭଳି ଏକ ନୂଆ ଯୋଜନା ହାତକୁ ନେଇଛି ବିଏମସି ।

BMC imposed penalty of  50 thousands for affixing massive TO-LET posters walls and poles
ସାବଧାନ ! କାନ୍ଥବାଡ଼, ବିଦ୍ୟୁତ୍‌ ଖୁଣ୍ଟରେ TO-LET ଲେଖିଲେ ଗଣିବେ ୫୦ ହଜାର ଟଙ୍କା ଫାଇନ୍‌ !

BMC କେବଳ ଫାଇନ ଆଦାୟ କରିନି ବରଂ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ଥାନାରେ ଏତଲା ବି ଦେଇଛି ।

BMC
ସାବଧାନ୍ !! BMC ଅଞ୍ଚଳରେ ବିନାନୁମତିରେ ରାସ୍ତା ଖୋଳିଲେ ଦିଆଯିବ ଏତଲା...

BMCର ଆନ୍ତଃବିଭାଗୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ....ସଂପୃକ୍ତ ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ ଦିଆଯିବ ଏତଲା...ଆନ୍ତଃ ବିଭାଗୀୟ ବୈଠକରେ ହୋଇଛି ନିଷ୍ପତ୍ତି...ରାସ୍ତାରେ ବାଲି, ମାଟି ଓ ଗୋଡ଼ି ଗଦାଇବାକୁ ମଧ୍ୟ ବାରଣ କରିଛି BMC..

Holding Tax
ହୋଲ୍ଡିଂ ଟିକସ ଆଦାୟରେ ଏବର୍ଷ ବହୁ ପଛରେ BMC

୨୦୨୨-୨୩ ଆର୍ଥକ ବର୍ଷରେ ବିଏମସି ହୋଲ୍ଡିଂ ଟିକସ ଆଦାୟରେ ରେକର୍ଡ କରିଥିଲା । ୧୨୫ କୋଟି ଟଙ୍କା ଟାର୍ଗେଟ ଥିବା ବେଳେ, ଆଦାୟ ହୋଇଥିଲା ୭୫ କୋଟି ।

BMC
ଏଣିକି ଅଳିଆ ଅଲଗା ନଦେଲେ ନେବନି ବିଏମ୍‌ସି

ଓଦା ଓ ଶୁଖିଲା ଅଳିଆ ଅଲଗା ଦେବାକୁ ବିଏମସିର ଅନୁରୋଧ କରିଛି । ଭୁବନେଶ୍ୱରର ୪ଟି ସ୍ଥାନରେ ବାୟୋ ମିଥେନ୍ ଗ୍ୟାସ ପ୍ଲାଣ୍ଟ ନିର୍ମାଣ ହେବ ବୋଲି କହିଛନ୍ତି ବିଏମସି କମିଶନର ।

BJP Protest Infront of BMC Office
ବିଏମସି ଅଫିସ ଆଗରେ ଅଳିଆ ଢାଳି ବିଜେପିର ପ୍ରତିବାଦ

ବିଜେପିର ପ୍ରତିବାଦକୁ ସମାଲୋଚନା କରିଛନ୍ତି, ବିଏମସି ମେୟର । ସେ କହିଛନ୍ତି, ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ, ଏଣୁ ତାଙ୍କ ନେତୃମଣ୍ଡଳୀ ଲୋକଙ୍କ ନିକଟତର ହେବାକୁ ଏସବୁ ବାହାନା କରୁଛନ୍ତି ।

BJP stage protest; dump garbage infront of BMC office in Bhubaneswar
ବିଜେପିର ଅଭିନବ ପ୍ରତିବାଦ, ବିଏମସି ଅଫିସ ଆଗରେ ଢାଳିଲା ଅଳିଆ

ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଏମସି କାର୍ଯ୍ୟାଳୟ ଯାଏଁ ପ୍ରତିବାଦ ଶୋଭାଯାତ୍ରା।

BMC prepared for Diwali
ବିଏମସିର ପ୍ରସ୍ତୁତି ବୈଠକ, ସବୁଜ ସ୍ୱଚ୍ଛ ଭାବେ ପାଳନ ହେବ ଦୀପାବଳି

ଆଲୋକର ପର୍ବ ଦୀପାବଳି ପାଇଁ ବିଏମସିର ପ୍ରସ୍ତୁତି ବୈଠକ l ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ହିସାବରେ ପାଳନ ହେବ ଦୀପାବଳି ।

Dumping Yard
ଜନସାଧାରଣଙ୍କୁ ବିଏମସି କମିଶନରଙ୍କ ତାଗିଦ୍, ଓଦା ଓ ଶୁଖିଲା ଅଳିଆ ପୃଥକ୍ ପୃଥକ୍ ନ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ଆବର୍ଜନା ପରିଚାଳନାରେ ବିଏମସିର ତ୍ରୁଟିକୁ ନେଇ ରାଜଧାନୀବାସୀ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ବିଏମସିର ତାଗିଦ୍। ଏଣିକି ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା କରି ନ ଦେଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ ।

BMC Commissioner
ଓଦା, ଶୁଖିଲା ଅଳିଆ ଅଲଗା ଦିଅ, ନଚେତ୍‌ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: BMC

ଲୋକଙ୍କୁ ଆହୁରି ୭ ମାସ ଦୁର୍ଗନ୍ଧରେ କାଟିବାକୁ ପଡ଼ିବ । ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଲୋକେ ଅତିଷ୍ଠ ହେଲେଣି ।

Beggar Free Bhubaneswar
ସାବଧାନ ! ଏଣିକି ରାସ୍ତାକଡ଼ରେ ଭିକାରୀ ଦେଖିଲେ ଉଠାଇ ନେବ ସ୍ପେଶାଲ ସ୍କ୍ୱାର୍ଡ

ଭିକାରୀ ମୁକ୍ତ ହେବ ଭୁବନେଶ୍ୱର । ମନ୍ଦିର ଓ ରାସ୍ତା କଡ଼ରେ ଆଉ ବୁଲିବେନି ଭିକାରୀ । ରାସ୍ତା କଡ଼ରେ ଭିକାରୀଙ୍କୁ ଦେଖିଲେ ଉଠାଇ ନେବ ବିଏମସି ସ୍କ୍ୱାର୍ଡ । BMC କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Bahanaga Train Tragedy
ବାହାନଗା ଟ୍ରେନ୍ ଟ୍ରାଜେଡି: ୧୩୦ ଦିନ ପରେ ହେଲା ଶବ ସତ୍କାର

ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ତତ୍କାଳ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା ।

Bahanaga Train Tragedy
SOPରେ ସତ୍କାର ହେବ ଟ୍ରେନ ଟ୍ରାଜେଡିର ୨୮ ଅଜଣା ମୃତଦେହ, ଅନ୍ତିମ ସଂସ୍କାର ପାଇଁ BMCର ପ୍ରସ୍ତୁତି

ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଗଲା ୪ ମାସ । ତଥାପି ଅପରିଚିତ ରହିଗଲା ୨୮ ଡେଡ୍ ବଡି। DNA ମ୍ୟାଚିଂ ବି କରିଛି ନିରାଶ। ତେଣୁ ଏଭଳି ସ୍ଥିତିରେ ବାଧ୍ୟ ହୋଇ ଅନ୍ତିମ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି।

Bahanaga Train Tragedy
ବାହାନଗା ଟ୍ରାଜେଡି: ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର, SOP ଜାରି କଲା BMC

ଏହି ଅଚିହ୍ନା ମୃତଦେହ ଗୁଡିକର ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ SOP ଜାରି କରିଛି BMC। ମୃତଦେହର ସଂପୂର୍ଣ୍ଣ ସଂସ୍କାରର ହେବ ଭିଡିଓଗ୍ରାଫି। ଏମ୍ସ ଭୁବନେଶ୍ୱରରୁ ମୃତଦେହ ହସ୍ତାନ୍ତରଠାରୁ ଶ୍ମଶାନରେ ସଂସ୍କାର ଯାଏଁ ସବୁ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ।