• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Black Fungus

Cuttack SCB Medical doctors successfully perform Rare Surgery
SCBରେ ମହିଳାଙ୍କ ସଫଳ ମାଢ଼ି ପ୍ରତିରୋପଣ: ବ୍ଲାକ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇଥିଲେ ମହିଳା

ବ୍ଲାକ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇଥିଲେ ମହିଳା ...୭ ଜଣିଆ ଡାକ୍ତରୀ ଟିମ କଲେ ସଫଳ ମାଢ଼ି ପ୍ରତିରୋପଣ...

black fungus
ବ୍ଲାକ୍ ଫଙ୍ଗସ୍ ନେଲାଣି ୨୯ ଜଣଙ୍କ ଜୀବନ

ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ନେଲାଣି ୨୯ ଜଣଙ୍କ ଜୀବନ। ବର୍ତ୍ତମାନ ଯାଏଁ ବ୍ଲାକ୍ ଫଙ୍ଗସରେ ୨୧୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦୯ ରୋଗୀ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ୬୮ ଜଣ ରୋଗୀ ସୁସ୍ଥ ହୋଇ ଫେରିଥିବାର ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି।

Black fungus
ରାଜ୍ୟରେ ଏବେ ବି ବ୍ଲାକ୍‌ ଫଙ୍ଗସ୍‌ ନେଉଛି ଜୀବନ

ଗୋଟିଏ ପଟେ କରୋନା ମହାମରୀର ଭୟ ସମ୍ପୂର୍ଣ୍ଣ ଶେଷ ହୋଇନଥିବା ବେଳେ ବ୍ଲାକ୍‌ ଫଙ୍ଗସ ଭୂତ ମୁଣ୍ଡ ଉପରେ ବୁଲୁଛି । ଏବେ ବି ବ୍ଲାକ୍‌ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇ ଲୋକଙ୍କ ଜୀବନ ଯାଉଥିବା ଖବର ସାମ୍ନାକୁ ଆସୁଛି । 

Randeep Guleria
ବ୍ଲାକ୍‌ ଫଙ୍ଗସ୍‌ ଛୁଆଁ ରୋଗ ନୁହେଁ, ଏହା ଶରୀରର ସ୍ଥାନ ଅନୁସାରେ ରଙ୍ଗ ବଦଳାଇଥାଏ: ଗୁଲେରିଆ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ସହ ଦେଶ ଲଢ଼ୁଥିବା ବେଳେ ବ୍ଲାକ୍‌ ଫଙ୍ଗସ୍‌ ଏବେ ଆଉ ଏକ ଚିନ୍ତାର କାରଣ ପାଳଟିଛି । ଏହି ବ୍ଲାକ୍ ଫଙ୍ଗସ୍‌ ଭିନ୍ନ ଭିନ୍ନ ରଙ୍ଗରେ ଦେଖିବାକୁ ମିଳୁଛି । କିଛି ରୋଗୀଙ୍କ କ୍ଷେତ୍ରରେ ଧଳା ତ କିଛି ରୋଗୀଙ୍କ କ୍ଷେତ୍ରରେ ଏହା ହଳଦିଆ ରଙ୍ଗରେ ଦେଖାଯାଇଛି । ଏନେଇ ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରୁଥିବାବେଳେ ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, […]

Black Fungus
"ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କର"

କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ପୁଣି ଏକ ନୂଆ ରୋଗ୍‌ ବ୍ଲାକ୍‌ ଫଙ୍ଗସ୍‌ ଆସିଛି। ଏହି ଭୂତାଣୁରେ ଅନେକ ଲୋକ ସଂକ୍ରମିତ ମଧ୍ୟ ହେଲେଣି।

BlackFungus
ଇମ୍ୟୁନିଟି କମ୍‌ ଥିଲେ ବ୍ଲାକ୍‌ ପଙ୍ଗସ୍‌ ହେବାର ସମ୍ଭାବନା ଅଧିକ !

କରୋନାରୁ ସୁସ୍ଥ ହେଲା ପରେ ବ୍ଲାକ ଫଙ୍ଗସ ଦ୍ୱାରା ସଂକ୍ରମଣ ହେଉଛନ୍ତି ଅନେକ ଲୋକ। ତେବେ ଏହି ଘଟଣା ଜଣାପଡିବା ପରେ ଅନେକ ଚିନ୍ତାରେ ଅଛନ୍ତି।

Black-Fungus-Madras-Courier-14
ରାଜ୍ୟରେ ୧୮ ମୁଣ୍ଡ ନେଲାଣି ବ୍ଲାକ୍‌ଫଙ୍ଗସ

ରାଜ୍ୟରେ ବ୍ଲାକ୍‌ଫଙ୍ଗସରେ ପ୍ରାଣ ହରାଇଛନ୍ତି ୧୮ ଜଣ। ଏଯାଏଁ ୧୨୯ ଜଣ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ତେବେ ରାଜ୍ୟରେ ଏବେ ଆଉ କାଁ ଭାଁ ବ୍ଲାକ୍‌ଫଙ୍ଗସ୍‌ କେସ୍ ସାମ୍ନାକୁ ଆସୁଛି

nirmala-sitharaman.
ରେମଡେସିଭିର ଉପରୁ କମିଲା, ବ୍ଲାକ୍‌ ଫଙ୍ଗସ୍‌ ଔଷଧ ଉପରୁ ହଟିଲା GST

ନୂଆଦିଲ୍ଲୀ: କରୋନା ପାଇଁ ବ୍ୟବହୃତ ଔଷଧ ରେମଡେସିଭିର ଉପରୁ କମିଲା ଜିଏସ୍‌ଟି । ରେମଡେସିଭିର୍ ଉପରୁ GST ୧୨%ରୁ ୫%କୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଆଜି ୪୪ତମ GST କାଉନସିଲ ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର…

Black-Fungus-Madras-Courier-14
ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ : ୮ ମୃତ, ୩୦ ଜଣଙ୍କର ଆଖି ବାହାର କରାଗଲା

ବାରାଣାସୀ : ଉତ୍ତର ପ୍ରଦେଶର ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ ଜାରି ରହିଛି । ଗତକାଲି ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଯୋଗୁଁ ୮ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ବିଏଚୟୁ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିବା ଏହି ରୋଗୀମାନଙ୍କୁ ପୋଷ୍ଟ…

black-dungus
ବ୍ଲାକ୍ ଫଙ୍ଗସ୍‌କୁ ନେଇ ବଢୁଛି ବିପଦ

ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍‌କୁ ନେଇ ବଢୁଛି ବିପଦ। କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ବହୁ ବ୍ୟକ୍ତି ସେଥିରୁ ଆରୋଗ୍ୟ ଲାଭ ପରେ ବ୍ଳାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର। ଧୀରେ ଧୀରେ…

black fungus
ଭୀମସାରରେ ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ

ସମ୍ବଲପୁର: କରୋନା ପରେ ଏବେ ଆତଙ୍କିତ କରି ରଖିଛି ବ୍ଲାକ ଫଙ୍ଗସ୍‌ ଭୟ। ପୂର୍ବରୁ ଖୁବ୍ କ୍ୱଚିତ୍ ଦେଖାଯାଉଥିବା ଏହି ଫଙ୍ଗାଲ୍ ଇନଫେକ୍‌ସନ୍‌, ଏବେ ଗୁଜୁରାଟ ସମେତ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ ପାଖରେ…

black fungus
ତଳିତଳାନ୍ତ କରିଦେଲା ବ୍ଲାକ୍ ଫଙ୍ଗସ୍ : ୫ ମାସରେ ୬ ସର୍ଜରୀ, ଚିକିତ୍ସା ପାଇଁ ଘର ବିକିଦଲେ ସଂକ୍ରମିତ

ଗାନ୍ଧୀନଗର : ପ୍ରାଣଘାତୀ ମହାମାରୀ କରୋନାକୁ ମାତ୍ ଦେବାପରେ ଦାଉ ସାଧୁଛି ବ୍ଲାକ୍ ଫଙ୍ଗସ୍ ରୋଗ । କରୋନା ସଂକ୍ରମଣ ଭୟ ଭିତରେ ପାଞ୍ଚମାସ ହେବ ବ୍ଲାକ୍ ଫଙ୍ଗସ୍ ସହ ଅନବରତ ସଂଘର୍ଷ କରୁଛନ୍ତି ରାଜକୋଟ୍ ନିବାସୀ ବିମଲ୍ ଯୋଶୀ ।…

black fungs
ବ୍ଲାକ୍ ଫଙ୍ଗସ୍ ଭୟ ଭିତରେ ଆଶ୍ୱସ୍ତିକର ଖବର : ୧୦ ଲକ୍ଷ Amphotericin ଇଞ୍ଜେକ୍ସନ ଯୋଗାଇବ ଆମେରିକୀୟ କମ୍ପାନୀ

ନୂଆଦିଲ୍ଲୀ : କରୋନା କହର ମଧ୍ୟରେ ଦେଶରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ସଙ୍କଟକୁ ବଢ଼ାଇ ଦେଇଛି । ସାରା ଦେଶରେ ଏବେ ସୁଦ୍ଧା ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାରରେ ପହଞ୍ଚି ସାରିଛି । ଏହି ସଂକ୍ରମଣର ସବୁଠାରୁ ଅଧିକ…

Randeep Guleria
‘ବ୍ଲାକ୍ ଫଙ୍ଗସ’କୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ମହାମାରୀ ଜାଲରେ ଛନ୍ଦି ହୋଇ ରହିଛି । ପ୍ରତ୍ୟେକ ଦିନ ପ୍ରାୟ ୪ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି…

BlackFungus
ବ୍ଲାକ୍‌ ପଙ୍ଗସ୍‌ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

କରୋନାରୁ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସରେ ସଂକ୍ରମିତ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ତେବେ ବ୍ଲାକ ଫଙ୍ଗସ ରୋଗୀଙ୍କ ପାଇଁ ଗାଇଡଲାଇନ କରିବାକୁ କମିଟି  ଗଠନ କରିଛନ୍ତି ସରକାର । ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର