• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp Protest

Nayagarh
ପ୍ରତ୍ୟୁଷାଙ୍କ ପ୍ଲାନ୍‌ରେ ଫୁସକି ଯିବେ କି ଅରୁଣ ?

କନ୍ଧମାଳର ପୂର୍ବତନ ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ଯୋଗଦେବା ପରେ ନୟାଗଡ଼ ରାଜନୀତିରେ ମୋଡ଼ ଆସିଛି । ଅରୁଣଙ୍କ ପାଇଁ ରାସ୍ତା ଆଉ ସହଜ ହୋଇ ରହିନାହିଁ । କିଛିମାସ ପୂର୍ବରୁ ଅରୁଣଙ୍କ ନାଁ ନନେଇ ପ୍ରତ୍ୟୁଷା ମେଳି ବାନ୍ଧୁଥିଲେ, ଏବେ ଖୋଲାଖୋଲି କହୁଛନ୍ତି, ଅରୁଣ ହଟାଓ। ତା ସହିତ ସେ ଅସନ୍ତୁଷ୍ଟ ତଥା ଅରୁଣ ବିରୋଧୀ ବିଜେଡି କର୍ମୀଙ୍କୁ ଏକାଠି କରୁଛନ୍ତି

BJP
ଲୋୟର ପିଏମଜି ପାଲଟିଲା ରଣାଙ୍ଗନ; ବିଜେପି କର୍ମୀଙ୍କ ଉପରେ ଲାଠିଚାର୍ଜ

ପୋଲିସ ପକ୍ଷରୁ ବିଜେପି କର୍ମୀ ମାନଙ୍କ ଉପରେ ଲାଠି ଚାଳନା କରାଯାଇଥିଲା । ଫଳରେ ଭୁବନେଶ୍ୱର ଲୋୟର ପିଏମଜିରେ ହାତାହାତି ହୋଇଥିଲେ ପୋଲିସ ଓ ବିଜେପି କର୍ମୀ । ଖାଲି ସେତିକି ନୁହେଁ ପୋଲିସର ଲାଠି ମାଡ଼ରେ କିଛି ବିଜେପି କର୍ମୀ ମାନେ ଲହୁଲୁହାଣ ମଧ୍ୟ ହୋଇଛନ୍ତି ।

BJP PROTEST
ଓଡ଼ିଶାରେ ଶାସନ ଚଳାଉଛି କିଏ ?

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ପୁରାପୁରି ବିଗିଡ଼ି ଯାଇଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପିର ହେଭିୱେଟ୍ ନେତା ।

BJP Protest In Kolkata
ପଶ୍ଚିମବଙ୍ଗରେ ବିଜେପିର ହଲ୍ଲାବୋଲ ! କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲା ବେଙ୍ଗଲ ପୋଲିସ

ବିଜେପିର ନବାନ ଚଲୋ ଅଭିଯାନରେ ଯୋଗ ଦେବା ପାଇଁ ବହୁ ସଂଖ୍ୟାରେ ବିଜେପି କର୍ମୀମାନେ ଟ୍ରେନ୍ ଯୋଗେ କୋଲକତା ଅଭିମୁଖେ ଆସିଥିଲେ ।

Baijayant Panda and Smruti Irani
ଦିଲ୍ଲୀରେ ଭର୍ଚୁଆଲ ମୋଡ୍‌ରେ ରାଲି: ସ୍କୁଲ, ଧାର୍ମିକ ଅନୁଷ୍ଠାନ ନିକଟରେ ମଦ ଦୋକାନ ବନ୍ଦ ପାଇଁ ଦାବି

ସ୍କୁଲ, କଲେଜ ପରି ଶିକ୍ଷାନୁଷ୍ଠାନ, ମନ୍ଦିର ଓ ଅନ୍ୟ ଧାର୍ମିକ ପୀଠ ନିକଟରେ ଥିବା ମଦ ଦୋକାନକୁ ସିଲ୍ କରିବାକୁ ଦାବି କରିଛି ଦିଲ୍ଲୀ ବିଜେପି ଦଳ ।

BJP
ରାଜଧାନୀ ରାଜରାସ୍ତାରେ ପୋଲିସ୍-ବିଜେପି କର୍ମୀ ଧସ୍ତାଧସ୍ତି, ୨୫ ଆହତ

ପୋଲିସ୍ ସହ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ବ୍ୟାରିକେଡ୍ କରି ବିଜେପି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସ୍ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

Cuttack
ତେଜୁଛି ଆନ୍ଦୋଳନ; ହଟହଟା ହେଉଛନ୍ତି ବିଜେଡି ନେତା-ମନ୍ତ୍ରୀ, ଯୁଆଡ଼େ ଗଲେ ସିଆଡ଼େ ବିରୋଧ !

କଟକ ସିଏମ୍‌ସି ଅଫିସ ଆଗରେ ଦଳ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ନାରାବାଜି କରିଛି । ପରେ ତିନି ଜଣଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଜେପି କର୍ମୀ ।

bjb protest against dibyasankar
ମୁଖ୍ୟମନ୍ତ୍ରୀଙ୍କ ନୀରବତାର କାରଣ କ'ଣ ?

ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ମାମଲା ନେଇ ସାମ୍ବାଦିକ ସମ୍ମିଳନୀ ନେଇ ପୁଣି ଗର୍ଜିଛି ବିଜେପି ଯୁବ ମୋର୍ଚ୍ଚା । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ସେଠାରେ ବିରୋଧ ହେବ ବୋଲି କହିଛି ବିଜେପି ଯୁବ ମୋର୍ଚ୍ଚା ।

Bjp Observes Bargarh Bandh Seeking Minister\'s Resignation
ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବନ୍ଦ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଆଜି ୮ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦିଆଯାଇଛି..

Egg Hurled
ପୁରୀ ଏସ୍‌ପି ଅଫିସ୍‌ରେ ପୋଲିସକୁ ଅଣ୍ଡାମାଡ଼

ପୋଲିସକୁ ଅଣ୍ଡା ମାଡ଼ । ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍‌ କଲେଣି ।

5T Feedback
ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଲେ ସରକାର, 5T ଫିଡ୍‌ବ୍ୟାକ୍‌ ଫର୍ମରେ ଚାଷୀ ଖୋଲିଦେଲେ ପୋଲ୍‌

ସରକାରଙ୍କଠୁ ମିଳୁଥିବା ସାହାଯ୍ୟ, ସହଯୋଗକୁ ନେଇ କେତେ ସନ୍ତୁଷ୍ଟ ଆମ ରାଜ୍ୟର ଚାଷୀ ? ସରକାର କାଳିଆ ଯୋଜନା କରିଛନ୍ତି, ସାର, ବିହନ ଓ କୃଷି ଯନ୍ତ୍ରପାତି କିଣାରେ ସବ୍‌ସିଡି ବି ଦେଉଥିବା କହୁଛନ୍ତି ।

BJP protest
ରାଜଧାନୀରେ ମୁକୁଳା ଡ୍ରେନକୁ ନେଇ ରାଜରାସ୍ତାରେ ବିଜେପି

ରାଜଧାନୀରେ ମୁକୁଳା ଡ୍ରେନକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ବିଏମସି କାର୍ଯ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ବିଜେପି କର୍ମୀ । ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ବିକ୍ଷୋଭ ଶୋଭାଯାତ୍ରାରେ ଆସିବା ପରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

BJP protest
'ସିଟି ବସକୁ ଶାଗମାଛ ଦରରେ କବାଡ଼ିଆଙ୍କୁ ବିକି ଦେଲେ ସରକାର'

୧୨୧ଟି ସିଟି ବସକୁ ଶାଗମାଛ ଦରରେ କବାଡ଼ିବାଲାକୁ ବିକ୍ରି ଘଟଣାରେ ତେଜିବାରେ ଲାଗିଛି ଅସନ୍ତୋଷ। ଏହି ଘଟଣାର ପ୍ରତିବାଦରେ ଆଜି ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ବିକ୍ଷୋଭ କରିଛି ବିଜେପି ।

BJP protest
ସମ୍ବଲପୁର ଜିଲ୍ଲାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଅଘୋଷିତ ବିଦ୍ୟୁତ କାଟ, ବିଲରେ ଅନିୟମିତତା ଭଳି ଦାବିରେ ବିକ୍ଷୋଭ। ଅଇଁଠାପାଲିରେ ଥିବା ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ୍ ଘେରାଉ।

BJP Members Scuffle With Police
ଚାଲିଥିଲା ବିଜେଡି ନେତାଙ୍କ ରାତ୍ରୀଭୋଜନ; ଧସେଇ ପଶିବାକୁ ଉଦ୍ୟମ କଲେ ବିଜେପି କର୍ମୀ, ତା’ପରେ...

ବିଜେଡି ନେତାଙ୍କ ରାତ୍ରୀଭୋଜନ ଚାଲି ଥିବାବେଳେ ବିଜେପି କର୍ମୀ ଧସେଇ ପଶିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ସମୟରେ ପୋଲିସ୍‌ ସହ ଧସ୍ତାଧସ୍ତି ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।

Bjp Protest Against Pandian
ରାଉରକେଲାରେ 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ବିରୋଧ

ରାଉରକେଲା ଗସ୍ତରେ ଯାଇଥିବା 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ବିରୋଧ। ସିଭିଲ୍ ଟାଉନସିପ୍ ଜମି କେଳେଙ୍କାରୀ ପ୍ରସଙ୍ଗରେ ପାନପୋଷ ସାଂଗଠନିକ ଜିଲ୍ଲା ବିଜେପିର ବିରୋଧ ।

Sameer Mohanty
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରତିବାଦରେ ବିଜେପିର ଆନ୍ଦୋଳନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରତିବାଦରେ ବିଜେପିର ଆନ୍ଦୋଳନ । ଆଜିଠାରୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ବ୍ଲକ ଆଗରେ ଦଳ ବିକ୍ଷୋଭ କରିବ । ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି ।

 bjp protest
ଟୋକନ ସମସ୍ୟାକୁ ନେଇ ବିଜେପିର ବିକ୍ଷୋଭ

ଟୋକନ ସମସ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନର ବଲାଙ୍ଗିରରେ ସିଏସ୍ଓ ଅଫିସ ଆଗରେ ବିଜେପି ନେତା ଓ କର୍ମୀ ଧାରଣା । ଟୋକନ ଅବଧି ବଢ଼ାଇବା ସହ ଟୋକନ ଥିବା ଚାଷୀଙ୍କ ଧାନ ତୁରନ୍ତ ଉଠାଇବାକୁ ଦାବି କରିଛନ୍ତି।