• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bishweswar Tudu

Bishweswar Tudu
‘୨୨ ବର୍ଷରେ ରାଜ୍ୟ ସରକାର ମହାନଦୀ ପାଇଁ କିଛି ବି ପଦକ୍ଷେପ ନେଇ ନାହାନ୍ତି’

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ୨୨ ବର୍ଷ ଭିତରେ ମହାନଦୀ ଉପରେ ପ୍ରକଳ୍ପ ନେଇ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନାହାନ୍ତି ।

Khola Katha With Union Minister Bishweswar Tudu
“ବିଜେଡ଼ିରେ ଏବେ ୱାର୍କର ନୁହେଁ ବରଂ କଂଟ୍ରାକ୍ଟର ବେଶି”

ବିଜେଡ଼ିରେ ବର୍ତ୍ତମାନ ୱାର୍କର ନାହାନ୍ତି। ସେମାନେ କଂଟ୍ରାକ୍ଟରୁ ନେଇ ରାଜନୀତି କରୁଛନ୍ତି। ତାଙ୍କର ଯଦି ନେତା ଅଛନ୍ତି ସେମାନେ ଅନ୍ୟ ଦଳର ନେତାଙ୍କୁ କାହିଁକି କିଣିନେଉଛନ୍ତି?

Khola Katha With Union Minister Bishweswar Tudu
ମୋ ଇଚ୍ଛା ଅନୁସାରେ କାମ ନହେଲେ ମତେ କଷ୍ଟ ଲାଗେ, ଲୋକେ ତାହାକୁ “ଗୁସା” କହୁଛନ୍ତି...

କାମ କରିବାର ଧାରା ଭୁଲ ଥିଲେ ରାଗ ଲାଗିବ। ରାଗିକି କଣ କେତେବେଳେ କହିଦେଇଥିବି କିନ୍ତୁ ମାଡ଼ କଥା ପୂରା ମିଛ। ୩୨ ବର୍ଷ ଚାକିରି ସମୟରେ ଲିମିଟ୍‌ କ୍ରସ କରିନି ବୋଲି ଖୋଲାକଥା କହିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

Khola Katha Ep-739 | 10th Feb 2022 | Bishweswar Tudu | ଟୁଡୁଙ୍କ ମୁହଁରେ ୫ଟି ର ଡେଫିନେସନ
Khola Katha Ep-739 | 10th Feb 2022 | Bishweswar Tudu | ଟୁଡୁଙ୍କ ମୁହଁରେ ୫ଟି ର ଡେଫିନେସନ

KHOLA KATHA EP 739 FEBRUARY 10 2022| Bishweswar Tudu| ଟୁଡୁଙ୍କ ମୁହଁରେ ୫ଟି ର ଡେଫିନେସନ OdishaTV is Odisha\'s

Union Minister Bishweswar Tudu
ମୋ ବିନା ଅନୁମତିରେ ଅଫିସରେ ପୋଲିସ ପଶିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଆକ୍ରମଣ ଅଭିଯୋଗ ମାମଲାର ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରମନ୍ତ୍ରୀଙ୍କ ବାରିପଦା ଅଫିସକୁ ଯାଇ ପୋଲିସ ତଦନ୍ତ କରିଛି।

Union Minister Bishweswar Tudu Faces Egg Attack From BJD Members In Kendrapara
ହାତରେ ଲୁଚେଇ ଧରିଥିଲେ ଅଣ୍ଡା, ଗାଡ଼ିକୁ ମାରି ଫଟେଇ ଦେଲେ

ବିଜେଡ଼ି ନେତା ଯୁଆଡ଼େ ଯାଉଛନ୍ତି, କଂଗ୍ରେସ ଓ ବିଜେପି ତଡ଼ି ତଡ଼ି ଅଣ୍ଡା ମାଡ଼ କରୁଛନ୍ତି। କିନ୍ତୁ ଏଠି ପୂରା ଓଲଟା। ବିଜେଡି କର୍ମୀ ଏଠି କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡି ଉପରକୁ ମାରିଲେ ଅଣ୍ଡା।

Bisheswar Tudu
ପ୍ରୋଟକଲରେ ତ୍ରୁଟି ନେଇ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ଅସନ୍ତୋଷ ପରେ ହଲଚଲ୍

ପ୍ରୋଟକଲରେ ତ୍ରୁଟି ନେଇ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ଅସନ୍ତୋଷ ପରେ ହଲଚଲ୍: ମୟୂରଭଞ୍ଜ କଲେକ୍ଟର, ଜିଲ୍ଲା ବିଜେଡି ସଭାପତି ଭଳି କାମ କରୁଥିବା ଅଭିଯୋଗ, ଜବାବ ରଖିଲେ ମୋରଡ଼ା ବିଧାୟକ ।

Union Minister Bishweswar Tudu
ଜିଲ୍ଲାପାଳ ଜିଲ୍ଲା ବିଜେଡ଼ି ସଭାପତି- କେନ୍ଦ୍ରମନ୍ତ୍ରୀ

ପୁଣି ମୟୂରଭଂଜ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଲେ ଜିଲ୍ଲାପାଳ, ଜିଲ୍ଲା ବିଜେଡି ସଭାପତି ଭଳି କାର୍ଯ୍ୟ କରୁଛନ୍ତି । ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କିଭଳି ସମ୍ମାନ ଦିଆଯାଏ ଜିଲ୍ଲାପାଳ ତାହା ଜାଣିନାହାନ୍ତି।