• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Binika

Man in Binika seeks financial assistance
ପରିବାରର ସବୁ ଆଶା ପୂରଣ କରୁଥିଲେ, ଆଜି ଆଶା ବାଡ଼ି ଭରସାରେ

ଥିରି ଥିରି ହୋଇ ଚାଲୁଛନ୍ତି । କାରଣ ଚାଲିବାକୁ ତାଙ୍କ ଗୋଡ଼ ସାଥ୍ ଦେଉନି । ଆଉ ଯେଉଁ ଲୋକ ବେପାର କରି ଘର ଚଳାଉଥିଲେ । ସେ ଆଜି ନିଜେ ହୋଇପଡ଼ିଛି ଅସହାୟ । ଯିଏ ପରିବାରର ସବୁ ଆଶା ପୂରଣ କରୁଥିଲା, ସିଏ ଆଜି ଆଶା ବାଡ଼ି ଭରସାରେ । ଏମିତି ହଠାତ୍ ହସଖୁସିର ପରିବାରରେ ମାଡ଼ି ଆସିଛି ଅଦିନିଆ ଝଡ଼ । ଆଉ ସବୁକିଛି ଉଜାଡିଦେଇଛି ଗଣ୍ଠିବାତ ରୋଗ ।

Rishikunda
ପ୍ରଚଣ୍ଡ ଗ୍ରୀଷ୍ମରେ ବି ଶୁଖୁନି ଋଷିକୁଣ୍ଡର ଜଳ

ପଥର ଉପରେ ଫୁଟେ ଚଉଡା ଓ ୨ରୁ ୩ ଫୁଟ ଗଭୀର ଥିବା ଏଇ କୁଣ୍ଡର ପାଣି ବର୍ଷସାରା କେବେ ମଧ୍ୟ ଶୁଖିନଥାଏ । ଯେଉଁଥିପାଇଁ ଏଇ ଋଷିକୁଣ୍ଡରେ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ ଜମିଥାଏ । ହେଲେ ଏହି ଐତିହାସିକ ପୀଠର ବିକାଶ ଉପରେ ସରକାରଙ୍କ ଦୃଷ୍ଟି ପଡୁନାହିଁ ।

Dhanujatra
ବିନିକାରେ କଂସ ଦରବାର

ମହାରାଜ କଂସଙ୍କୁ କରାଗଲା ବରଣ। ବିନିକାରେ ଚାଲିବ କଂସ ଦରବାର।

 heat wave
‘ଏମିତି ତାତି.. ଜୀବନରେ ଦେଖିନୁ’

‘ସକାଳୁ ସକାଳୁ ଖରା ତାତି.. ବିଲକୁ ଯାଇ ଚାଷ କରିବା ଅସହ୍ୟ ହୋଇଯାଉଛି.. ବାହାରେ ନିଆଁ ବର୍ଷା.. ଘରେ ପାଓ୍ୱାର୍ କଟ୍’

People worship Maa Karlapata
ବିଶ୍ୱାସ ରହିଛି ମା କର୍ଲାପଟା ଠାକୁରାଣୀଙ୍କ ପୂଜାର୍ଚ୍ଚନା କଲେ ମନସ୍କାମନା ପୂର୍ଣ୍ଣ ହୁଏ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଭଣ୍ଡାର ଗାଁ ଗୁଜା ପର୍ବତ ନିକଟରେ ଅବସ୍ଥାନ କରିଛନ୍ତି ମାଆ କର୍ଲାପାଟ । ବିଶ୍ୱାସ ରହିଛି ଦେବୀ ମାଆ କର୍ଲାପାଟଙ୍କ ଦର୍ଶନ କଲେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ...

Inspirational
ଲୋକଙ୍କ କଥାରେ ନିର୍ବାଚନ ଲଢ଼ିଲେ, ଆଉ ଏବେ ତାଙ୍କ ପାଇଁ ସେ ଭଗବାନ ! ଜାଣନ୍ତୁ ପୁରା କାହାଣୀ..

ପେଶା ସିନା ରାଜନୀତି ହେଲେ ଲୋକଙ୍କ ସେବା କରିବାର ନିଶା ତାଙ୍କୁ ଆଜି ଚର୍ଚ୍ଚିତ କରିଦେଇଛି ।

କଳାପଟା ନାହିଁ, ଅଲମାରିକୁ କଳାପଟା ବନେଇ ଦେଇଛନ୍ତି ଏ ଦିଦି।
ଆମ ରାଜ୍ୟରେ କେମିତି ଚାଲିଛି 5t ସ୍କୁଲ୍...ଫଟୋରେ ଦେଖିବା କିଛି ଖବର...

ସୋନପୁର ଜିଲ୍ଲା ଅନ୍ତର୍ଗତ ବିନିକା ଉଚ୍ଚ ବିଦ୍ୟାଳୟ। ୧୯୫୯ ର ଏ ସ୍କୁଲ୍। ସୌଭାଗ୍ୟର କଥା ଏ ସ୍କୁଲ୍ 5t ଅଧୀନକୁ ଆସିଯାଇଛି। ସ୍କୁଲ୍‌ର ବାହ୍ୟ ଚେହେରା ତ ବଦଳିଯାଇଛି, ଚାଲନ୍ତୁ ଯିବା ଭିତରକୁ ଆଉ ଦେଖିବା ଏଠି କେମିତି କାମ କରୁଛି 5t

ସବୁ ସ୍ୱପ୍ନ ଭାଙ୍ଗିଦେଲା ଲୋୟର ଇନ୍ଦ୍ର ଜଳସେଚନ...ପୈତୃକ ଘରକୁ ହରାଇ କାନ୍ଦୁଛନ୍ତି ଗାଁ ଲୋକ

କିଛି ଘଂଟାରେ ସବୁ ସ୍ୱପ୍ନକୁ ଚୁରମାର କରିଦେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ। ଜଳଭଣ୍ଡାର ପାଇଁ ବିନା ଇଚ୍ଛାରେ ଗାଁ ଛାଡ଼ିଲେ ଲୋକେ। ଘର କବାଟରେ ତାଲା ପଡିଛି ସତ ହେଲେ ଉପର ପୂରା ମେଲା। ଶୁଭବିବାହ ଲେଖା କାନ୍ଥରୁ ଲିଭିନି....କିନ୍ତୁ ନୂଆ ବୋହୂର ମନ ଭାଙ୍ଗିଯାଇଛି। ଦେଖନ୍ତୁ ନିଜ ପୈତୃକ ଘର ଛାଡିବା ପରେ କେମିତି କାନ୍ଦୁଛନ୍ତି ଗାଁ ଲୋକେ...

Death trap lies on road to crematorium ground in Binika
ସ୍ୱର୍ଗଦ୍ୱାର ରାସ୍ତା ଏମିତି ଯେ ଶବ କାନ୍ଧେଇ ଗଲେ ନିଜର ବି ଚାଲିଯାଇପାରେ ଜୀବନ...

ବାହାରୁ ବେଶ୍‌ ଚକ୍‌ଚକ୍‌, ହେଲେ ଭିତର ପୂରା ଫମ୍ପା। ସ୍ୱର୍ଗଦ୍ୱାର ରାସ୍ତା ଏମିତି ଯେ...ଶବ କାନ୍ଧେଇ ଗଳା ବେଳେ ଟିକିଏ ଅନ୍ୟମନସ୍କ ହେଲେ ନିଜର ଚାଲିଯାଇପାରେ ପ୍ରାଣ। ୪ ମାସର କାମକୁ ୫ ବର୍ଷ ହେଲାଣି କରାଯାଉଛି। କିନ୍ତୁ କାମ ସରୁନି । ବର୍ଷାରେ ତିନ୍ତିତିନ୍ତି ଶବଦାହ କରୁଛନ୍ତି ଲୋକେ...ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ, କେମିତି ଚାଲିଛି ଶବଦାହ

Binika\'s Siba Muri Chaat Is Truly Something Special
ମୁଢି ସାଙ୍ଗରେ ଗୀତ ଫ୍ରୀ, ଗ୍ରାହକଙ୍କୁ ବଶ କରୁଛି ଶିବାଙ୍କ ସୁମଧୁର କଣ୍ଠସ୍ୱର

ଜଣେ ମୁଢି ବ୍ୟବସାୟୀଙ୍କ ପାଖରେ ରହିଛି ପ୍ରଚଣ୍ଡ ପ୍ରତିଭା । ମୁଢି ବିକ୍ରି କରୁଥିଲେ ବି କଣ୍ଠସ୍ୱରରେ ବାନ୍ଧି ରଖୁଛନ୍ତି ଗ୍ରାହକଙ୍କୁ । ସତେ ଯେମିତି ସରସ୍ୱତୀ ବିଜେ କରିଛନ୍ତି ତାଙ୍କ କଣ୍ଠରେ । ଆଉ ହାତରେ ଅଛନ୍ତି ମାଆ ଲକ୍ଷ୍ମୀ । ମସଲା ପକାଇ ସୁଆଦିଆ କରିଦେଉଛନ୍ତି ମୁଢି ।

Smart School In Unsmart Condition In Sonepur\'s Binika
ଆଗ ପୁରା ଚକାଚକ୍‌ କିନ୍ତୁ ଭିତରେ ପୂରା ଅବ୍ୟବସ୍ଥା

ନାଁକୁ ମାତ୍ର ସ୍ମାର୍ଟ ସ୍କୁଲ : ଆଗ ପୁରା ଚକାଚକ୍‌ କିନ୍ତୁ ଭିତରେ ପୂରା ଅବ୍ୟବସ୍ଥା : ଲାଇଟ୍‌ ଜଳୁନି କି ଶୌଚାଳୟ ନାହିଁ

binika
ଲୋକକଳାର ଗାଁକୁ ଅବହେଳା : କାଗଜ କଳମରେ ସୀମିତ ସରକାରୀ ଘୋଷଣା

ଆମକୁ କୌଣସି ସାହାଯ୍ୟ ସହଯୋଗ ମିଳୁନି । ସୁବର୍ଣ୍ଣପୁର ଜିଲ୍ଲାର ଏକମାତ୍ର ଲୋକକଳା ଗାଁ ଭାବେ ପରିଚିତ ହୋଇଥିବା ଏଠାକାର କଳାକାj ମାନେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜକଳାକୁ ପ୍ରଦର୍ଶିତ କରି ସୁନାମ ଅର୍ଜନ କରିଛନ୍ତି ।

Smart school
ନବୀନ ସରକାରଙ୍କ ସ୍ମାର୍ଟସ୍କୁଲ… ବାରଣ୍ଡାରେ ପଡ଼ିଛି ଦରି ପାଲ…

ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାରୀ ସ୍କୁଲକୁ ସ୍ମାର୍ଟ କରୁଛନ୍ତି। କିନ୍ତୁ ଏପଟେ ସାଧାରଣ ସ୍କୁଲରେ ଘର ନାହିଁ କି ଶିକ୍ଷକ ନାହାଁନ୍ତି। ପିଲାଏ ବାରଣ୍ଡାରେ ଦରି ପାଲ ପକେଇ ତଳେ ବସି ପଢୁଛନ୍ତି। ଘର ନଥିବାରୁ ଯେଉଁ ଚେୟାର ଟେବୁଲ୍ ସରକାର ଦେଇଥିଲେ ତାହା ମଧ୍ୟ ବ୍ୟବହାର ହୋଇନପାରି ଖତ ଖାଉଛି।

Thieves Steal Valuables From Rampur Shiva Temple In Binika
ଶିବଙ୍କ ନାଗ ନେଇ ଛୁ..

ଭଗବାନଙ୍କୁ ବି ଛାଡ଼ୁ ନାହାନ୍ତି ଦୁର୍ବୃତ୍ତ.. ଅଧରାତିରେ ଶିବ ମନ୍ଦିରରେ ପଶି ନାଗ ମୂର୍ତ୍ତିକୁ କାଟି ନେଇ ଚମ୍ପଟ ମାରିଛନ୍ତି.. ଲଗାତର ମନ୍ଦିରରୁ ଚୋରି ଅଭିଯୋଗ ଆସୁଥିବା ବେଳେ ପୋଲିସ ଚୋରଙ୍କ ଟେର୍ ପାଉନି..

Acres Of Crops Damaged Due To Incessant Rain In Odisha’s Binika
ପାଣିରେ ଭାସୁଛି ସୁନାର ଫସଲ

ପାଣିରେ ବୁଡି ରହିଛି ସୁନାର ଫସଲ । ଅଦିନିଆ ବର୍ଷା ଯୋଗୁଁ ଦେଖିବାକୁ ମିଳିଛି ଏ ଦଶା। ବିନିକା ଅଞ୍ଚଳରେ ଅଦିନିଆ ବର୍ଷାରେ ଚାଷ ଜମିରେ ଜମି ରହିଛି ଆଣ୍ଠୁଏ ଉପରେ ପାଣି । ଚିନ୍ତାରେ ଚାଷୀ ...।

Untimely Rain Damages Paddy Crop In Odisha\'s Binika
'ପ୍ରଥମେ ଚକଡା, ତାପରେ ହାତୀ ଏବଂ ଅଦିନିଆ ବର୍ଷା ସବୁ ସାରିଦେଲେ'

ଅଦିନିଆ ବର୍ଷା ଉଜାଡିଲେ ସୁନାର ଫସଲ । ଅମଳ ହେବାକୁ ଥିବା ଧାନ ହୋଇଗଲା ଗଜା । ଅଦିନିଆ ବର୍ଷା ଚାଷୀଙ୍କ ଉପରେ ଦଇବ ଦାଉ ସାଧୁଲା ସଦୃଶ । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ମଧ୍ୟ ଏ ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରୁ ଶୁଣନ୍ତୁ ଚାଷୀଙ୍କ ପ୍ରତିକ୍ରିୟା ।

No Road, No Vote | Villagers Protest Poor Road Conditions In Sonepur’s Binika
ଏଥର ସିଧା କଥା.. ରୋଡ୍ ନାହିଁ ତ ଭୋଟ୍ ନାହିଁ

ରାସ୍ତାକୁ ନେଇ ତାତିଲେ ଜନତା..ନିର୍ବାଚନ ଆସିଲେ.. ନେତା ଆସୁଛନ୍ତି.. ପ୍ରତିଶ୍ରୁତି ମିଳୁଛି..ହେଲେ ନିର୍ବାଚନ ସରିଲେ ଜନତାଙ୍କ କଥା ଭୁଲିଯାଉଛନ୍ତି..ଏଥର କିନ୍ତୁ ବହୁତ ହେଇଗଲା.. ଖରାପ ରାସ୍ତା ପାଇଁ ଗଲାଣି ଅନେକ ଧନଜୀବନ.. ଜନତା ସଫା ସଫା ଶୁଣାଇଦେଇଛନ୍ତି.. ରୋଡ୍ ନାହିଁ ତ ଭୋଟ୍ ବି ନାହିଁ.

Special Story | Odisha Boys Develop Machine To Predict Weather
ଚାଷୀଙ୍କ ମୁହଁରେ ଫୁଟେଇଲେ ହସ, ଦୁଇ ସାଙ୍ଗ ଗାଁରେ ତିଆରି କଲେ ପାଣିପାଗ ଯନ୍ତ୍ର

ଦୁଇ ବନ୍ଧୁ ମିଶି ତିଆରି କରିଛନ୍ତି ଏକ ପାଣିପାଗ ଯନ୍ତ୍ର । ଜଣେ କଂପ୍ୟୁଟର ଛାତ୍ର ଓ ଅନ୍ୟଜଣେ ଉଦ୍ଭିଦ ବିଜ୍ଞାନ ଛାତ୍ର । ଦୁହେଁ ତିଆରି କରିଥିବା ଏହି ଯନ୍ତ୍ର ପାଣିପାଗ ସଂପର୍କରେ ଆଗୁଆ ସୂଚନା ଦେଇପାରୁଛି ।

bamboo craft
ସଙ୍କଟରେ ବାଉଁଶ କାରିଗରୀ : ପ୍ଲାଷ୍ଟିକ ଯୁଗରେ ଦେଖିବାକୁ ମିଳୁନି ବାଉଁଶ ତିଆରି ସରଞ୍ଜାମ

ଯୁଗ ବଦଳିବା ସହ ସମୟ ମଧ୍ୟ ବଦଳିଯାଇଛି । ପୂର୍ବର ପ୍ରତ୍ୟେକଙ୍କ ଘରେ ବାଉଁଶ ସାମଗ୍ରୀର କିଛି ନା କିଛି ଜିନିଷ ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏହା ଲୋକଙ୍କ ଘରେ ଦେଖିବାକୁ ମିଳୁନାହିଁ । ଯାହା ଫଳରେ ବାଉଁଶ କାରିଗର ନିଜର କୌଳିକ ବୃତ୍ତିକୁ ଛାଡି ଅନ୍ୟ ବ୍ୟବସାୟ ଆଡେ ମୁହଁ ବୁଳାଇଲେଣି । ପ୍ଲାଷ୍ଟିକ ଯୁଗରେ ଦେଖିବାକୁ ମିଳୁନି ବାଉଁଶ ତିଆରି ସରଞ୍ଜାମ ।

Binika House Problem
ସରକାରୀ ଯୋଜନା କାହା ପାଇଁ?

ଏମିତିରେ ପରିବାରରେ ଚୁଲି ଜଳିବା ମଧ୍ୟ ବହୁ କଷ୍ଟକର ହୋଇପଡୁଛି । ଆଉ ଦେହ ଖରାପ ହେଲେ ପେଟରେ ଓଦାକନା ପକାଇ ଭାଗ୍ୟକୁ ନିନ୍ଦିବା ଛଡା ଅନ୍ୟ ଉପାୟ ମଧ୍ୟ କିଛି ନାହିଁ । ସଂଧ୍ୟା ହେଲେ ଡିବିରି ଆଳୁଅରେ ପୁଅର ପାଠପଢା ଚାଲିଛି