• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Biden

Joe Biden
ସମର୍ଥନର ପରିଣାମ ଭୋଗିଲା ଆମେରିକା, ସୈନ୍ୟଙ୍କ ଉପରେ ହେଲା ହମଲା

ଗତ ୨୪ ଘଣ୍ଟା ମଧ୍ୟରେ ଇରାକରେ ଥିବା ଆମେରିକାର ଦୁଇ ଦୁଇଟି ଶିବିରରେ ଡ୍ରୋନ ମାଡ଼ ହୋଇଛି । ପଶ୍ଚିମ ଓ ଉତ୍ତର ଇରାକରେ ଥିବା ସାମରିକ ଶିବିର ଉପରେ ଡ୍ରୋନ ମାଡ଼ ହୋଇଥିବା ବେଳେ ଇରାକ ସେନାର ମଧ୍ୟ କିଛି ସୈନ୍ୟ ନିହତ ହୋଇଥିବା ଜଣା ପଡ଼ିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆହତଙ୍କ ବାବଦରେ କୌଣସି ସୂଚନା ମିଳି ପାରିନାହିଁ ।

Hospital Bombing
ହସ୍ପିଟାଲ ଉପରେ ରକେଟ୍ ମାଡ଼; ଇସ୍ରାଏଲ-ହମାସ ଦୋଷ ଲଦାଲଦି

ଗାଜା ସିଟିରେ ଥିବା ଅଲ ଆହାଲି ହସପିଟାଲ ପଛପଟରେ ଥିବା କବରସ୍ଥାନରୁ ଇସ୍ରାଏଲକୁ ଟାର୍ଗେଟ କରି ରକେଟ ଛାଡିଥିଲା ଇସଲାମିକ ଜିହାଦ ଗୋଷ୍ଠୀ ।

Russia-Ukraine Crisis । Donald Trump Targets Putin, Biden
“ବାଇଡେନ୍‌ ଏକ ବଡ଼ ଢୋଲ, ଯେମିତି ପାରୁଛନ୍ତି ସେମିତି ବଜାଉଛନ୍ତି ପୁଟିନ୍‌”

ବାଇଡେନ୍‌ ବଡ଼ ଢୋଲ। ତାଙ୍କୁ ଯେମିତି ଚାହୁଁଛନ୍ତି ସେମିତି ବଜାଉଛନ୍ତି ପୁଟିନ୍‌। ଏମିକି କହି ଚର୍ଚ୍ଚାରେ ଟ୍ରମ୍ପ...

Joe Baiden
ଆମେରିକା ଆଉ ଚାହୁଁ ନାହିଁ ଶୀତଳ ଯୁଦ୍ଧ

ଆମେରିକା କାହା ସହିତ ଆଉ ନୂଆ ଶୀତଳ ଯୁଦ୍ଧ ଚାହେଁ ନାହିଁ । ମିଳିତ ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧନ କରି ଏହା କହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ଆମେରିକାର ନୂଆ ଆଭିମୁଖ୍ୟ ସମ୍ପର୍କରେ ସୁଚନା ଦେଇ ସେ କହିଛନ୍ତି ଯେ ଆଫଗାନିସ୍ତାନ୍‌ରେ ଚାଲିଥିବା ୨୦ ବର୍ଷ ଯୁଦ୍ଧ ଶେଷ ହୋଇଛି ଏବଂ କୌଣସି ଯୁଦ୍ଧକୁ ଜାରି ରଖିବା ପାଇଁ ଆମେରିକା ଚାହେଁ ନାହିଁ।