• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bhubaneswar Dcp

Police Arrest Malinga
ହୋଟେଲ ଭିତରେ ପଶି ମାଲିକଙ୍କୁ କରିଥିଲେ ଆକ୍ରମଣ, ଏବେ ବାନ୍ଧିଲା ପୋଲିସ୍‌

ମାଲିଙ୍ଗା ଓ ତାର କିଛି ସହଯୋଗୀ ମାରଣାସ୍ତ୍ର ଧରି ହୋଟେଲ ଭିତରେ ପଶି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଏହାପରେ ଅର୍ଦ୍ଧ ନିର୍ମିତ ଲିଫ୍ଟର ଉପର ମହଲାରୁ ତଳକୁ ଠେଲି ଦେଇଥିଲେ।

Prateek Singh
'କଟକରେ କାମ କରିବାର ଅନୁଭୂତି ଭୁବନେଶ୍ୱରରେ କାମ ଦେବ'

ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ୍‌ ପ୍ରତୀକ ସିଂହ । କଟକରେ କାମ କରିବାର ଅନୁଭୂତିକୁ ପାଥେୟ କରି ଭୁବନେଶ୍ୱରରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ସଜାଡିବେ ବୋଲି କହିଛନ୍ତି ପ୍ରତୀକ ସିଂହ ।

Crackdown On KBN Gang : More Arrests Soon, Says Bhubaneswar DCP
ଆହୁରି ହତିଆର ରଖିଛି କେବିଏନ୍ ଗ୍ରପ୍

ସୋସିଆଲ ମିଡ଼ିଆରେ ବନ୍ଧୁକ ଓ ଖଣ୍ଡା ଧରି ଭିଡିଓ ଭାଇରାଲ ମାମଲାରେ,କେବିଏନ୍ ଗ୍ରୁପର ୫ ଜଣଙ୍କୁ ରିମାଣ୍ଡରେ ଆଣି ପୋଲିସର ମାରାଥନ ଜେରା। ବାକି ସଦସ୍ୟଙ୍କୁ ଖୋଜୁଛି ପେଲିସ୍