• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bhubaneswar Aiims

Organ Donation
ଜୀବନ ଯିବା ପରେ ବଞ୍ଚିବେ ଦମୟନ୍ତୀ; ନିଜେ ଚାଲିଗଲେ, ଅନ୍ୟଙ୍କୁ ବଞ୍ଚାଇଦେଲେ

ମୃତ ଶରୀରରୁ ଅଙ୍ଗ ସଂଗ୍ରହ କ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ପାଇଁ ଏହା ପ୍ରଥମ ଘଟଣା। ଏବେ ଅନ୍ୟଜଣଙ୍କ ଶରୀରେ ବଞ୍ଚିବେ ଦମୟନ୍ତୀ।

Bhubaneswar AIIMS
ଭୁବନେଶ୍ବର ଏମ୍ସରେ ସରଳ କ୍ୟାନସର ଚିକିତ୍ସା

ଭୁବନେଶ୍ୱର ଏମ୍ସରେ ଆହୁରି ସରଳ ହେଲା କ୍ୟାନସର ଚିକିତ୍ସା ଲାଗିଲା ନୂଆ ମେସିନ୍ HELA। ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ ଏମ୍ସରେ ଏହି ଦ୍ୱିତୀୟ ହାଇ ଏନର୍ଜି ଲିନିଅର ଏକ୍ସଲେରେଟର ମେସିନ୍ ବା HELAର ଶୁଭାରମ୍ଭ କରିଛନ୍ତି।

Bhubaneswar AIIMS
AIIMS ରେ ନୂଆ ମେସିନ୍-HELA; ଏଣିକି ସରଳ ହେବ କ୍ୟାନସର ଚିକିତ୍ସା

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ ଏମ୍ସରେ ଏହି ଦ୍ୱିତୀୟ ହାଇ ଏନର୍ଜି ଲିନିଅର ଏକ୍ସଲେରେଟର ମେସିନ୍ ବା HELAର ଶୁଭାରମ୍ଭ କରିଛନ୍ତି।

Health Service
ସ୍ୱାସ୍ଥ୍ୟସେବାରେ ଯୋଡ଼ିହେଲା ନୂଆ ଫର୍ଦ୍ଦ; ଆକାଶମାର୍ଗରେ ଆସିବ ଜରୁରୀ ଔଷଧ

ଏମ୍ସରୁ କିଭଳି ଏ ଡ୍ରୋନ୍ ପରିଚାଳିତ ହେବ? କେତେ ବେଗରେ ଆଉ କେତେ ଦୂର ଯାଇପାରିବ?

Bhubaneswar AIIMS
AIIMSରେ ଡ୍ରୋନ୍ ସେବା; ଡ୍ରୋନ୍‌ରେ ପଠାଯିବ ରକ୍ତ,ଔଷଧ ଓ ମେଡିକାଲ ଉପକରଣ

AIIMSରୁ ରକ୍ତ ନେଇ ଟାଙ୍ଗି ମେଡିକାଲ ଯାଇ ଫେରିଥିଲା ଡ୍ରୋନ୍ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ।

Bhubaneswar AIIMS
ଭୁବନେଶ୍ୱର ଏମ୍ସରେ ଖୋଲିବ ରିଜିଓନାଲ ଫରେନ୍ସିକ୍ ଲାବୋରେଟୋରି

ବାହାନଗା ଟ୍ରାଜେଡିରୁ ଶିକ୍ଷା । ଭୁବନେଶ୍ୱର ଏମ୍ସରେ ଖୋଲିବ ଅତ୍ୟାଧୁନିକ ରିଜିଓନାଲ ଫରେନ୍ସିକ୍ ଲାବୋରେଟୋରି ।

Odisha Train Tragedy,
ଦୁଇମାସ ପରେ ବି ଶବର ମିଳୁନି ପରିଚୟ !

ଚଳିତ ସପ୍ତାହରେ ଶେଷ ପର୍ଯ୍ୟାୟ DNA ରିପୋର୍ଟ ଆସିବା ପରେ ସରକାର ନିଷ୍ପତ୍ତି ନେବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ।

Sevayat Dies
ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ

ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକଙ୍କ ମୃତ୍ୟୁ ହୋଇଛି ।

Bahanaga Train Accident
ଓଡ଼ିଶା ଟ୍ରେନ ଟ୍ରାଜେଡି: ୨୯ ଦିନ ପରେ ମିଳିଲା ୨୯ ମୃତଦେହର ପରିଚୟ

ବାହାନଗା ଦୁର୍ଘଟଣାର ୨୯ ଦିନ ପରେ ଆଶ୍ୱସ୍ତ ଆତ୍ମୀୟ । ଡିଏନ୍ଏ ମ୍ୟାଚିଂ ପରେ ୨୯ ମୃତଦେହକୁ ମିଳିଛି ପରିଚୟ । ପ୍ରଥମ ପର୍ଯ୍ୟାୟରେ ଡିଏନ୍ଏ ନମୂନା ମ୍ୟାଚ କରାଯାଇଥିବା ୨୯ ପରିବାର ରିପୋର୍ଟ ଆସିବା ପରେ ଏବେ ସେମାନଙ୍କ ପାଇଁ ସହଜ ହୋଇଛନ୍ତି ଶବ ଗ୍ରହଣ ପ୍ରକ୍ରିୟା ।

Bahanaga Train Tragedy
୨୭୫ ଭିତରୁ ୧୭୦ ଶବ ନେଇସାରିଲେଣି ସଂପର୍କୀୟ

ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବଡ଼ ଚ୍ୟାଲେଞ୍ଜ ମୃତଦେହ ଚିହ୍ନଟ ସହ ସଠିକ୍ ପରିବାରକୁ ହସ୍ତାନ୍ତର । ୨୭୫ ଭିତରୁ ୧୭୦ ଶବ ନେଇସାରିଲେଣି ସଂପର୍କୀୟ । ବାକି ମୃତଦେହ ସଂରକ୍ଷଣ ପାଇଁ ପାରାଦୀପରୁ ଆସିଲା ସ୍ପେଶାଲ କଣ୍ଟେନର

surgery
ମୃତ୍ୟୁ ପାଇଁ ଦିନ ଗଣୁଥିଲେ, ଭୁବନେଶ୍ୱର ଏମ୍ସରେ ଅସ୍ତ୍ରୋପଚାର ପରେ ମିଳିଲା ନୂଆ ଜୀବନ

ଜୀବନର ଡେଡ୍ ଲାଇନ୍ ଦିଆସରିଥିଲା। ବଞ୍ଚିବାର କୌଣସି ଆଶା ନ ଥିଲା। କେବଳ ମୃତ୍ୟୁ ପାଇଁ ଦିନ ଗଣୁଥିଲେ। ହେଲେ ଏମ୍ସ ଭୁବନେଶ୍ୱରର ୧୦ ଜଣିଆ ଡାକ୍ତରୀ ଟିମ୍ ର ୧୪ ଘଣ୍ଟା ଅକ୍ଳାନ୍ତ ଚେଷ୍ଟା ଦେଲା ନୂଆ ଜୀବନ। ଯମ ଦୂଆରୁ ଫେରିଆସିଲେ ରୋଗୀ

MP Pratap Sarangi Refer To Bhubaneswar AIIMS
ଭୁବନେଶ୍ୱର AIIMSକୁ ରେଫର୍ ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ସାମାନ୍ୟ ସୁସ୍ଥ ହେବା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଡିସ୍‌ଚାର୍ଜ କରାଯିବା ସହ ଭୁବନେଶ୍ୱର ଏମ୍ସକୁ ରେଫର୍ କରାଯାଇଛି।

aiims bhubaneswar
ଭୁବନେଶ୍ୱର ଏମ୍ସରେ ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ଏମ୍ସରୁ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ୭୦ରୁ ଅଧିକ ଡାକ୍ତର, ୬୦ ନର୍ସିଂ କର୍ମଚାରୀ, ୨୦ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଖାଲି ଏତିକି ନୁହେଁ, ୯୦ରୁ ଅଧିକ ଅନ୍ୟ କର୍ମଚାରୀମାନେ ବି କରୋନା ସଂକ୍ରମିତ ହୋଇଛନ୍ତି ସମସ୍ତେ ଆକ୍ରାନ୍ତ ଆଇସୋଲେସନରେ ଅଛନ୍ତି ।

discover of a new fungus
ଆବିଷ୍କାର ହେଲା ନୂଆ ଫଙ୍ଗସ୍‌; ଦେଖା ଦେଉଛି ଏମିତି ଲକ୍ଷଣ

ଏବେ ଆଉ ଏକ ନୂଆ ଫଙ୍ଗସ୍‌ର ଆବିଷ୍କାର ହୋଇଛି। ଭୁବନେଶ୍ୱର ଏମ୍ସ ଗବେଷକଙ୍କ ଏହି ନୂଆ ଫଙ୍ଗସ୍‌ର ଆବିଷ୍କାର କରିଛନ୍ତି। ଏନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଏହି ନୂଆ ଫଙ୍ଗସ୍‌ର ନାଁ ‘ଅରୁଣାଲୋକେ’ ରଖାଯାଇଛି।