• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bhitarkanika

Drone Will Be Used To Guard Chilika And Bhitarkanika
ଏଣିକି ଚିଲିକା ଓ ଭିତରକନିକା ଜଗିବ ଡ୍ରୋନ୍‌ କ୍ୟାମେରା !

ଏଣିକି ଚିଲିକା ଏବଂ ଭିତରକନିକାରେ ବେଆଇନ ଚିଙ୍ଗୁଡ଼ି ଘେରିକୁ ଠାବ କରିବ ଡ୍ରୋନ୍‌ କ୍ୟାମେରା। ଏହି ସବୁ ଅଞ୍ଚଳରେ ଡ୍ରୋନ୍ ଦ୍ୱାରା ପର୍ଯ୍ୟବେକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ୪ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Boat library
ସାବାସ୍ ବନବିଭାଗ...ବୋଟ୍‌ରେ ତିଆରି କଲା ଲାଇବ୍ରେରୀ...

ସାବାସ୍‌ ବନବିଭାଗ। ବୋଟ୍‌ରେ ତିଆରି କଲା ଲାଇବ୍ରେରୀ...ଯେଉଁ ପର୍ଯ୍ୟଟକ ବୁଲି ଆସିବେ, କୁମ୍ଭୀର ହରିଣ ଦେଖିବା ସହ ବହି ପଢି ଅନେକ କିଛି ଜାଣିବେ। ଦେଖନ୍ତୁ କେମିତି ଲାଇବ୍ରେରୀରେ ବହି ପଢିବା ପାଇଁ ଲାଗିଛି ଭିଡ଼

Bhitarkanika
ଭିତରକନିକାରେ ଦେଖିବାକୁ ମିଳୁନି ବିଦେଶୀ ପକ୍ଷୀଙ୍କ ସମାଗମ

ପକ୍ଷୀଙ୍କ କିଚିରିମିଚିରି ରାବ ଆଉ ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଜ୍ୟ ବେଶ୍ ମନମୁଗ୍ଧକର । ହଜାର ହଜାର ପକ୍ଷୀଙ୍କ ଏ କୋଳାହଳ ପର୍ଯ୍ୟଟକଙ୍କୁ ଟାଣିଆଣୁଛି ଭିତରକନିକାକୁ । ଶୀତ ଆସିଲେ ମାଇଲ ମାଇଲ ଦୂର ଅତିକ୍ରମ କରି ଦେଶବିଦେଶର ଅନେକ ପ୍ରଜାତିର ପକ୍ଷୀ ଧାଇଁ ଆସନ୍ତି ଏଠାକୁ । କିନ୍ତୁ ଏବେ ଭିତରକନିକାରେ ପକ୍ଷୀଙ୍କ ସଂଖ୍ୟା କମୁଛି, ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପରିବେଶବିତ୍ । ସେପଟେ ଏନେଇ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଥିବା ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି ।

cctv
ଭିତରକନିକାରେ ଥିବା ଜୀବଜନ୍ତୁଙ୍କ ଗତିବିଧି ଉପରେ ରହିବ ନଜର ! ଲାଗିଲା ଅତ୍ୟାଧୁନିକ ସିସିଟିଭି କ୍ୟାମେରା

କେନ୍ଦ୍ରାପଡ଼ାର ଗର୍ବ ଆଉ ଗୌରବ ଜାତୀୟ ଉଦ୍ୟାନ ଭିତରକନିକା । ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରକନିକାର ଶୋଭାକୁ ଦ୍ଵିଗୁଣିତ କରିଥାଏ

Crocodile
ମାତିଛନ୍ତି ମଣିଷ ଖିଆ ମଗର, ୩ ମାସରେ ନେଲେଣି ୩ ଜୀବନ

ମାତିଛି ମଣିଷ ଖିଆ ମଗର । ନଇ କୂଳିଆ ଲୋକଙ୍କୁ ଏବେ ଘାରିଛି କୁମ୍ଭୀର ଭୟ । ୧୨ ବର୍ଷ  ଭିତରେ ଶିକାର କରିଛି ୨୬ ଜଣଙ୍କୁ । ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକା ।

Bhitarkanika National Park
ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟଟକଙ୍କୁ ରାତ୍ରୀଯାପନ ପାଇଁ ଅନୁମତି ନାହିଁ।