• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bhanjanagar

Woman leaves husband for having kuccha house
ପକ୍କା ଘର ନାହିଁ ବୋଲି ଶାଶୁଘର ଛାଡି ବାପଘରେ ରହୁଛି ପତ୍ନୀ

ଘର ନାହିଁ ବୋଲି ପର କରିଦେଇଛି ପତ୍ନୀ । ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନଥିବାରୁ ସାତ ବର୍ଷ ହେଲା ସ୍ୱାମୀ ଘର ଛାଡ଼ି ବାପ ଘରେ ପିଲାଙ୍କୁ ନେଇ ଦିନ କାଟୁଛି ପତ୍ନୀ ।

With no government aid in sight, 80-year-old left to fend for self
ନାହିଁ ନାହିଁରେ ଜୀବନର ୮୦ ବର୍ଷ, ବିଶ୍ରାମଗାରା ସାଜିଛି ସାହାରା, ସରକାରୀ ସହାୟତାକୁ ଅପେକ୍ଷା

ରହିବାକୁ ଘର ନାହିଁ । ଜୀବନ କଟୁଛି ଯାତ୍ରୀ ବିଶ୍ରମଗାରାରେ । ବୃଦ୍ଧ ଅବସ୍ଥାରେ ତାଙ୍କର ଯତ୍ନ ନେବାକୁ ନାହାନ୍ତି କେହି । ସିଧା ହୋଇ ଛିଡ଼ା ହେବାକୁ ବଳ ନାହିଁ ସତ ହେଲେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଜୀବନ ଯୁଦ୍ଧରେ ହାରିଯାଇନାହାନ୍ତି ସେ ।

100-year-old school building
ବତୁରା କାନ୍ଥ...କଳା ଧୂଆଁ..ଏମିତି ପରିବେଶରେ ପିଲା ପଢୁଛନ୍ତି ପାଠ

୧୦୦ ବର୍ଷ ହେଲା...ସ୍କୁଲର ଉନ୍ନତି ହେଲାନି । ଅସରେ ବର୍ଷାରେ କାନ୍ଥ ବତୁରିଯାଉଛି...ଟିଣରୁ ପାଣି ପଡୁଛି । କଳା ଧୂଆଁରେ ଆକ୍ତାମାକ୍ତ ପିଲା । ପୁଣି ଗୋଟିଏ ଶ୍ରେଣୀରେ ଦୁଇଟି କ୍ଲାସ୍‌ର ପିଲା । ଏମିତି ସ୍ଥିତିରେ ପାଠ ପଢା ହେବ କେମିତି ?

Driver installs cooler in his auto-rickshaw
ଅଟୋ ନୁହେଁ କାର୍‌ : ଲାଗିଛି କୁଲର...ଚାଲୁଛି ଟିଭି

ଆରେ ୱା ! ଇଏ ଅଟୋ ନାଁ ଆଉ କଣ? ସିଟ୍‌ ପୂରା କାର୍‌ ପରି...ପୁଣି ଲାଗିଛି ଟିଭି ସହିତ କୁଲର । ଖରାବେଳିଆ ଥଣ୍ଡାଥଣ୍ଡା କୁଲକୁଲ ହୋଇ ଯାତ୍ରା କରୁଛନ୍ତି ଯାତ୍ରୀ...ଓଲା ଉବର ପରି ପୂର୍ବରୁ କରିବାକୁ ପଡୁଛି ବୁକ୍‌

farmers script success
ଲେମ୍ବୁ ଚାଷ କରିଦେଲା ଲକ୍ଷପତି

ଲେମ୍ବୁ ଚାଷ କରିଛି ଲକ୍ଷପତି, ଚାକିରି ପଛରେ ନଧାଇଁ ପିଢି ପରେ ପିଢି ଚାଷ କରୁଛନ୍ତି ଲେମ୍ବୁ

Anganwadi running at veranda
୧୩ ବର୍ଷ ହେଲା ସରୁନି ଅଙ୍ଗନବାଡ଼ି ଘର

ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଇ ଅବସ୍ଥା.. ବାରଣ୍ଡାରେ ଚାଲିଛି ଦେଶର ଭବିଷ୍ୟତ ଗଢା.. ହାୟ କହିବା ନା ସମଲୋଚନା କରିବା ନା ବ୍ୟବସ୍ଥାକୁ ନେଇ ଦୁଃଖପ୍ରକାଶ କରିବା !

Meet Bhanjanagar’s Mitanjali
ଟେଲରିଂରୁ ସଫଳ ବ୍ୟବସାୟ

ସଂଘର୍ଷମୟ ଜୀବନରୁ ସଫଳତାର ସ୍ୱାଦ ଚାଖିଥିବା ମଣିଷଟେ ହେଉଛନ୍ତି ମିତାଞ୍ଜଳି ବିଷୋୟୀ.. ଆସନ୍ତୁ ଜାଣିବା ତାଙ୍କ କାହାଣୀ..

Love Wins
ସଫଳ ହେଲା ପ୍ରେମ...ମଝି ରାସ୍ତାରେ ପଡିଲା ହାତଗଣ୍ଠି

ସଫଳ ହେଲା ପ୍ରେମ। ମଝି ରାସ୍ତାରେ ପଡିଲା ହାତଗଣ୍ଠି...ପ୍ରେମିକାଙ୍କ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ କଲେ ପ୍ରେମିକ। ଶହଶହ ଲୋକଙ୍କ ଉପସ୍ଥିତିରେ ସଂପନ୍ନ ହେଲା ବାହାଘର

Chakra Visoyi
ସ୍ୱାଧୀନତା ସଂଗ୍ରାମୀ ଚକରା ବିଷୋୟୀ, ଏବେବି ଝୁରୁଛି ଘୁମୁସର ମାଟି...

ଦାଦା ଦୋହରା ବିଷୋୟୀ ଜଣେ ସଂଗ୍ରାମୀ ହୋଇ ଇଂରେଜ ମାନଙ୍କ ସହ ଲଢୁଥିଲେ। ତାଙ୍କରି ଠାରୁ ଅନୁପ୍ରାଣିତ ହୋଇ ପିଲାଟି ବୟସରୁ ଯୁଦ୍ଧ ବିଦ୍ୟା ପ୍ରତି ଆକୃଷ୍ଟ ହୋଇଥିଲେ ଚକରା । ଧନୁଶର,ଫାର୍ଶା, ଖଣ୍ଡା,ତୀର ଚାଳନା ଭଳି ବହୁ ଯୁଦ୍ଧ ବିଦ୍ୟାରେ ପାରଦର୍ଶିତା ବି ଲାଭ କରିଥିଲେ।