ଏହାସହ ଏଥିରେ କୁହାଯାଇଛି ଯେ, ସପ୍ତାହକୁ ୫ ଦିନିଆ କାର୍ଯ୍ୟ ବ୍ୟବସ୍ଥା କରାଗଲେ ମଧ୍ୟ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଂ ସେବା ସମୟ ସମାନ ରହିବ। ଗ୍ରାହକଙ୍କ ପାଇଁ କୌଣସି ପ୍ରକାର ସମୟ ହ୍ରାସ କରାଯିବ ନାହିଁ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ, କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ସେମାନଙ୍କ ଦାବିର ଅନୁକୂଳ ବିଚାର ପାଇଁ କୃତଜ୍ଞାତା ଜଣାଇଛନ୍ତି।
ଅନ୍ୟପଟେ RBI ଏବଂ LICରେ ସପ୍ତାହକୁ ପାଞ୍ଚ ଦିନିଆ କାର୍ଯ୍ୟ ବ୍ୟବସ୍ଥା ପୂର୍ବରୁ କାର୍ଯ୍ୟକାରୀ ହୋଇସାରିଛି । ଏନେଇ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି । ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣାର ସମୀକ୍ଷା କରିବା ସହ ଭାରତୀୟ ବ୍ୟାଙ୍କ ଆସୋସିଏସନକୁ ସେହି ଅନୁସାରେ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛି ସଂଘ ।
ବର୍ତ୍ତମାନ ବ୍ୟାଙ୍କ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବନ୍ଦ ରହୁଛି। ୨୦୧୫ ରେ ଏନେଇ ଏକ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଏହାକୁ ଲାଗୁ କରାଯାଇଥିଲା । ସଂଘ ଆହୁରି ମଧ୍ୟ ଉଲ୍ଲେଖ କରିଛି ଯେ ୨୦୧୫ ଚୁକ୍ତି ସମୟରେ ଶେଷ ଶନିବାରକୁ ଛୁଟିଦିନ ଘୋଷଣା କରାଯିବାକୁ ସ୍ଥିର ହୋଇଥିଲା । ପରବର୍ତ୍ତୀ ସମୟରେ, ଭାରତୀୟ ବ୍ୟାଙ୍କ ଆସୋସିଏସନ ଏବଂ ବ୍ୟାଙ୍କ ୟୁନିଅନ ମଧ୍ୟରେ ୭ ଡିସେମ୍ବର, ୨୦୨୩ ରେ ବେତନ ସଂଶୋଧନ ଏବଂ ବ୍ୟାଙ୍କ କର୍ମଚାରୀଙ୍କ ସେବା ସର୍ତ୍ତ ବୃଦ୍ଧି ସମ୍ପର୍କରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।
]]>କେଉଁ କେଉଁ ଦିନ ଓ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଥାଏ। ପ୍ରତ୍ୟେକ ମାସ ପାଇଁ RBI ପକ୍ଷରୁ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ଫେଷ୍ଟିଭାଲ୍(ପର୍ବପର୍ବାଣୀ) ସହ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ଥାଏ।
ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍ଲାଇନ୍ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।
]]>କେଉଁ କେଉଁ ଦିନ ଓ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଥାଏ। ପ୍ରତ୍ୟେକ ମାସ ପାଇଁ RBI ପକ୍ଷରୁ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ଫେଷ୍ଟିଭାଲ୍(ପର୍ବପର୍ବାଣୀ) ସହ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ଥାଏ।
ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍ଲାଇନ୍ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।
]]>କେଉଁ କେଉଁ ଦିନ ଓ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଥାଏ। ପ୍ରତ୍ୟେକ ମାସ ପାଇଁ RBI ପକ୍ଷରୁ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ଫେଷ୍ଟିଭାଲ୍(ପର୍ବପର୍ବାଣୀ) ସହ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ଥାଏ।
ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍ଲାଇନ୍ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।
]]>ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ଆସନ୍ତା ମାସ ଅର୍ଥାତ୍ ମାର୍ଚ୍ଚ ପାଇଁ ବ୍ୟାଙ୍କ ଛୁଟି ତାଲିକା(Bank Holiday) ଜାରି କରିଛି। ସାପ୍ତାହିକ ଛୁଟିକି ମିଶାଇ ଆସନ୍ତା ମାସରେ ମୋଟ୍ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ। RBI ୱେବ୍ସାଇଟ୍ରେ ମଧ୍ୟ ବ୍ୟାଙ୍କ ଛୁଟି ତାଲିକା ନେଇ ଅପଡେଟ୍ କରାଯାଇଛି। କେଉଁ କେଉଁ ଦିନ ଓ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଥାଏ। ପ୍ରତ୍ୟେକ ମାସ ପାଇଁ RBI ପକ୍ଷରୁ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ଫେଷ୍ଟିଭାଲ୍(ପର୍ବପର୍ବାଣୀ) ସହ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ଥାଏ।
ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ତୁରନ୍ତ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍ଲାଇନ୍ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।
]]>ଆସନ୍ତା ମାସରେ ସାରା ଦେଶରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ ନାହିଁ। ଯେଉଁ ଯେଉଁ ଅଞ୍ଚଳରେ ପର୍ବପର୍ବାଣୀ ହେଉ କିମ୍ବା ଅନ୍ୟ ଛୁଟି ନେଇ RBI ପକ୍ଷରୁ ଛୁଟି ତାଲିକା ହୋଇଥିବ ସେହିସବୁ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ।
ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ତୁରନ୍ତ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍ଲାଇନ୍ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।
]]>କେଉଁ କେଉଁ ଦିନ ଓ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଥାଏ। ପ୍ରତ୍ୟେକ ମାସ ପାଇଁ RBI ପକ୍ଷରୁ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ଫେଷ୍ଟିଭାଲ୍(ପର୍ବପର୍ବାଣୀ) ସହ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ଥାଏ। ଆସନ୍ତା ମାସରେ ସାରା ଦେଶରେ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ ନାହିଁ। ଯେଉଁ ଯେଉଁ ଅଞ୍ଚଳରେ ପର୍ବପର୍ବାଣୀ ହେଉ କିମ୍ବା ଅନ୍ୟ ଛୁଟି ନେଇ RBI ପକ୍ଷରୁ ଛୁଟି ତାଲିକା ହୋଇଥିବ ସେହିସବୁ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ।
ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ତୁରନ୍ତ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍ଲାଇନ୍ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।
RBI ଦ୍ୱାରା ପ୍ରସ୍ତୁତ କରାଯାଇଥିବା କ୍ୟାଲେଣ୍ଡର ଅନୁସାରେ, ଛୁଟି ଦିନକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଏହି ୩ଟି ଶ୍ରେଣୀ ହେଲା- ନେଗୋସିଏବଲ୍ ଇନ୍ଷ୍ଟ୍ରୁମେଣ୍ଟ୍ସ ଆକ୍ଟ ଲିଭ୍, ରିୟଲ-ଟାଇମ୍ ଗ୍ରସ୍ ସେଟେଲମେଣ୍ଟ୍ ଲିଭ୍ ତଥା ବ୍ୟାଙ୍କ୍ କ୍ଲୋଜିଂ। RBI କ୍ୟାଲେଣ୍ଡର ଅନୁସାରେ, ଆଞ୍ଚଳିକ ଛୁଟି ଦିନ ଯୋଗୁ ବ୍ୟାଙ୍କ ୪ ଦିନ ବନ୍ଦ ରହିବ। ଏଥିରେ ଗୁରୁ ନାନକ ଜୟନ୍ତୀ, କନ୍ନଡ ରାଜ୍ୟ ଉତ୍ସବ, ସେଙ୍ଗ କୁତ୍ସନେମ ତଥା କନକଦାସ ଜୟନ୍ତୀ/ବଙ୍ଗଳା ଉତ୍ସବ ସାମିଲ ରହିଛି। ଏହିସବୁ ଫେଷ୍ଟିଭାଲ୍ ଯୋଗୁ କିଛି ରାଜ୍ୟରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ।
ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ତୁରନ୍ତ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍ଲାଇନ୍ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।
ଜାଣନ୍ତୁ, ଚଳିତ ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ...
RBI ଛୁଟି ତାଲିକା ଅନୁସାରେ, ଆଞ୍ଚଳିକ ଛୁଟି ଯୋଗୁ ଅକ୍ଟୋବର ମାସରେ ୧୫ ଦିନ ପାଇଁ ବ୍ୟାଙ୍କ କାର୍ଯ୍ୟ ହେବନାହିଁ। ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ତୁରନ୍ତ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍ଲାଇନ୍ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।
ଅକ୍ଟୋବର ମାସ ପାଇଁ ଜାରି ହୋଇଥିବା ଛୁଟି ତାଲିକା...
ଜାତୀୟ ଓ ଆଞ୍ଚଳିକ ଛୁଟି...
ଆସନ୍ତା ଜାନୁଆରୀରେ ମୋଟ୍ ୧୬ ଦିନ ଛୁଟି ମଧ୍ୟରୁ ୭ ଦିନ ୱିକେଣ୍ଡ୍ ଛୁଟି। ଏଥିମଧ୍ୟରୁ ଅନେକ ଛୁଟି ଲଗାତାର ଭାବେ ପଡ଼ୁଛି। ବ୍ୟାଙ୍କ୍ ଛୁଟିକୁ ନେଇ RBI ଅଫିସିଆଲ୍ ୱେବ୍ସାଇଟ୍ରେ ଦିଆଯାଇଥିବା ସୂଚନା ଅନୁସାରେ, ଏହିସବୁ ଛୁଟି ସବୁ ରାଜ୍ୟରେ ଲାଗୁ ହେବ ନାହିଁ। ଅଲଗା ଅଲଗା ରାଜ୍ୟ ପାଇଁ ଏହି ଛୁଟି ଲାଗୁ ହେବ।
ଜାଣନ୍ତୁ ଆସନ୍ତା ବର୍ଷ ଜାନୁଆରୀରେ କେଉଁ କେଉ ଦିନ ଓ କେଉଁ ରାଜ୍ୟରେ ବ୍ୟାଙ୍କ୍ ବନ୍ଦ ରହିବ...
ଆସନ୍ତା ଜାନଆରୀ ୧ରେ Aizawl, ଚେନ୍ନାଇ, ଗ୍ୟାଙ୍ଗ୍ଟକ୍ ଓ ସିଲଂରେ ମଧ୍ୟ ବ୍ୟାଙ୍କ୍ ବନ୍ଦ ରହିବ। ସେହିପରି ଲୁସଙ୍ଗ ପର୍ବ ପାଳନ ପାଇଁ ଆସନ୍ତା ଜାନୁଆରୀ ୪ରେ ଗ୍ୟାଙ୍ଗଟକ୍ରେ ମଧ୍ୟ ବ୍ୟାଙ୍କ୍ ବନ୍ଦ ରହିବ। ସେହିପରି ଆସନ୍ତା ଜାନୁଆରୀ ୧୧ରେ Aizawlରେ ମଧ୍ୟ ବ୍ୟାଙ୍କ୍ ବନ୍ଦ ରହିବ।
]]>ଅକ୍ଟୋବର ମାସରେ ଗାନ୍ଧୀ ଜୟନ୍ତୀ, ବାଲ୍ମୀକି ଜୟନ୍ତୀ, ନବରାତ୍ରୀ, ଦୁଶହରା, ଇଦ୍-ଏ-ମିଲାଦ ଭଳି ଅନେକ ଦିନରେ ବ୍ୟାଙ୍କ ଛୁଟି ରହିବ । ଏମାସରେ ପଡୁଥିବା କିଛି ଛୁଟି / ପର୍ବ ଏକ ନିର୍ଦ୍ଦିଷ୍ଟ ରାଜ୍ୟ କିମ୍ବା ଅଞ୍ଚଳ ସହିତ ଜଡିତ । ଅକ୍ଟୋବରରେ ୫ ଟି ରବିବାର ଛୁଟି ରହିବ । ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିବ ।
ଏହି ମାସରେ ଗାନ୍ଧୀ ଜୟନ୍ତୀ ପଡ଼ୁଥିବାରୁ ୨ ଅକ୍ଟୋବରରେ ପୂରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବର ୬ରେ ମହାଳୟା ଅବସରରେ ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବର ୧୨ରେ ଦୁର୍ଗା ପୂଜା (ମହାସପ୍ତମୀ) ଅବସରରେ ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ଅକ୍ଟୋବର ୧୫ରେ ଦୁର୍ଗା ପୂଜା / ଦଶହରା / ବିଜୟା ଦଶମୀ ଅବସରରେ ଅଧିକାଂଶ ସହରରେ ବ୍ୟାଙ୍କ ବନ୍ଦ ରହିବ । ୨୦ ଅକ୍ଟୋବରରେ ମହର୍ଷି ବାଲ୍ମୀକି ଜୟନ୍ତୀ ଥିବାରୁ କିଛି ଅଞ୍ଚଳରେ ବ୍ୟାଙ୍କ୍ ଛୁଟି ରହିବ ।
ଅକ୍ଟୋବର ମାସର ଛୁଟି ତାଲିକା . . .
ଅକ୍ଟୋବର ୧ - ଗ୍ୟାଙ୍ଗଟକରେ ଅର୍ଦ୍ଧ ବାର୍ଷିକ ବ୍ୟାଙ୍କ କ୍ଲୋଜିଂ ଆକାଉଣ୍ଟ ପାଇଁ କାମ ପ୍ରଭାବିତ ହେବ
ଅକ୍ଟୋବର ୨ - ମହାତ୍ମା ଗାନ୍ଧୀ ଜୟନ୍ତୀ (ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ)
ଅକ୍ଟୋବର ୩ - ରବିବାର
ଅକ୍ଟୋବର ୬ - ମହାଳୟା ଅମାବାସ୍ୟା (ଅଗରତାଲା, ବେଙ୍ଗାଲୁରୁ ଏବଂ କୋଲକାତାରେ ବ୍ୟାଙ୍କ ବନ୍ଦ)
ଅକ୍ଟୋବର ୭ - ଇମ୍ଫାଲରେ ବ୍ୟାଙ୍କ୍ ବନ୍ଦ
ଅକ୍ଟୋବର ୯ - ମାସର ଦ୍ୱିତୀୟ ଶନିବାର
ଅକ୍ଟୋବର ୧୦ - ରବିବାର , ବ୍ୟାଙ୍କ୍ ବନ୍ଦ
ଅକ୍ଟୋବର ୧୨ - ଦୁର୍ଗା ପୂଜା (ମହାସପ୍ତମୀ) - ଅଗରତାଲା, କୋଲକାତାରେ ବ୍ୟାଙ୍କ୍ ବନ୍ଦ
ଅକ୍ଟୋବର ୧୩ - ଦୁର୍ଗା ପୂଜା (ମହାଅଷ୍ଟମୀ) - ଅଗରତାଲା, ଭୁବନେଶ୍ୱର, ଗ୍ୟାଙ୍ଗଟକ, ଗୁଆହାଟୀ, ଇମ୍ଫାଲ, କୋଲକାତା, ପାଟନା ଏବଂ ରାଞ୍ଚିରେ ବ୍ୟାଙ୍କ୍ ବନ୍ଦ
ଅକ୍ଟୋବର ୧୪ - ଦୁର୍ଗା ପୂଜା / ଦଶହରା (ମହା ନବମୀ) , ଆୟୁଥ ପୂଜା - ଅଗରତାଲା, ବେଙ୍ଗାଲୁରୁ, ଚେନ୍ନାଇ, ଗାଙ୍ଗଟକ, ଗୁଆହାଟି, କାନପୁର, କୋଚି, କୋଲକାତା, ଲକ୍ଷ୍ନୌ, ପାଟନା, ରାଞ୍ଚି, ଶିଲୋଙ୍ଗ ଏବଂ ଥିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ ରହିବ
ଅକ୍ଟୋବର ୧୫- ଦୁର୍ଗା ପୂଜା / ଦୁଶହରା / ବିଜୟାଦଶମୀ – ଇମ୍ପାଲ ଓ ଶିମଲାର ଛୋଟ ଛୋଟ ସହରରେ ବ୍ୟାଙ୍କ୍ ବନ୍ଦ
ଅକ୍ଟୋବର ୧୬ – ଗ୍ୟାଙ୍ଗଟକରେ ବ୍ୟାଙ୍କ୍ ବନ୍ଦ
ଅକ୍ଟୋବ ୧୭ - ରବିବାର
ଅକ୍ଟୋବର ୧୮ - କଟି ବିହୁ( ଗୁଆହାଟି ବ୍ୟାଙ୍କ ବନ୍ଦ)
ଅକ୍ଟୋବର ୧୯- ଇଦ୍-ଇ-ମିଲାଦ / ଇଦ୍-ଇ-ମିଲାଦୁନାବୀ / ମିଲାଦ-ଏ-ସରିଫ / ବାରାୱାଫତ- ଅହମ୍ମଦାବାଦ, ବେଲାପୁର, ଭୋପାଳ, ଚେନ୍ନାଇ, ଡେରାଡୁନ୍, ହାଇଦ୍ରାବାଦ, ଇମ୍ଫାଲ, ଜମ୍ମୁ, କାନପୁର, କୋଚି, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚି, ଶ୍ରୀନଗର ଏବଂ ଥିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ
ଅକ୍ଟୋବର ୨୦- ମହର୍ଷି ବାଲ୍ମିକୀ / ଲକ୍ଷ୍ମୀ ପୂଜା / ଇଦ୍-ଇ-ମିଲାଦ - ଅଗରତାଲା, ବାଙ୍ଗାଲୋର, ଚଣ୍ଡିଗଡ଼, କୋଲକାତା ଏବଂ ଶିମଲାରେ ବ୍ୟାଙ୍କ ବନ୍ଦ
ଅକ୍ଟୋବର ୨୨- ଇଦ୍-ଇ-ମିଲାଦ-ଉଲ୍-ନାବି ପରେ ଶୁକ୍ରବାର ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ୍ ବନ୍ଦ
ଅକ୍ଟୋବର ୨୩ - ମାସର ଚତୁର୍ଥ ଶନିବାର
ଅକ୍ଟୋବର ୨୪ - ରବିବାର
ଅକ୍ଟୋବର ୨୬ - ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ
ଅକ୍ଟୋବର ୩୧ - ରବିବାର
]]>ଅଲ୍ ଇଣ୍ଡିଆ ବ୍ୟାଙ୍କ୍ ଅଫିସର୍ସ କନ୍ଫେଡେରେସନ୍ର ସାଧାରଣ ସମ୍ପାଦକ ଡି ଟୋମାସ୍ ଫ୍ରାଙ୍କୋ ରାଜେନ୍ଦ୍ର ଦେବ ଗଣମାଧମକୁ ସୂଚନା ଦେଇ କହିଛନ୍ତି, ମାର୍ଚ୍ଚ ୩୧ ତାରିଖ ଶନିବାର ଦିନ ମଧ୍ୟ ବ୍ୟାଙ୍କ୍ ଖୋଲା ରହିବ । ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଖବର ଅନୁଯାୟୀ ବ୍ୟାଙ୍କ୍ କ୍ରମାଗତ ଭାବେ ଛୁଟି ରହିବ ନାହିଁ।
ଏଥର ଶନିବାର ମାସର ପଞ୍ଚମ ଶନିବାର ହୋଇଥିବାରୁ ବ୍ୟାଙ୍କ୍ ଖୋଲା ରହିବ। ବ୍ୟାଙ୍କ୍ କେବଳ ଦ୍ୱିତୀୟ ଓ ଚତୁର୍ଥ ଶନିବାରେ ବନ୍ଦ ରହେ। ବାର୍ଷିକ ଆକାଉଣ୍ଟ୍ କ୍ଲୋଜ୍ ନିମନ୍ତେ ଏପ୍ରିଲ୍ ୨ ତାରିଖ ଦିନ ବ୍ୟାଙ୍କ୍ ବନ୍ଦ ରହିବ।
]]>ଆରବିଆଇ ଦ୍ୱାରା ସାରା ଦେଶରେ ବ୍ୟାଙ୍କ ଛୁଟିର ତାଲିକା ପୂର୍ବରୁ ଜାରି କରି ଦିଆଯାଇଛି । ବିଭିନ୍ନ ରାଜ୍ୟରେ ପାଳନ ହେଉଥିବା ପର୍ବପର୍ବାଣୀ ଓ ଜାତୀୟ ପର୍ବ ପାଇଁ ବ୍ୟାଙ୍କ ଗୁଡ଼ିକୁ ଛୁଟି କରାଯାଉଛି । ତେବେ ସବୁ ରାଜ୍ୟରେ ଲଗାତାର ୬ ଦିନ ବ୍ୟାଙ୍କ ଛୁଟି ରହିବନି । କାରଣ କିଛି ପର୍ବପର୍ବାଣୀ ଦେଶରେ ସବୁ ରାଜ୍ୟରେ ପାଳନ କରାଯାଏନାହିଁ । ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟିର ଅଲଗା ନିୟମ ରହିଛି । ଆରବିଆଇର ୱେବସାଇଟରେ ଉପଲବ୍ଧ ସୂଚନା ଅନୁସାରେ ଏପ୍ରିଲ ମାସର ବାକି ଥିବା ୨୦ ଦିନରେ ମୋଟ୍ ୯ ଦିନ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ ଆଗାମୀ ସପ୍ତାହରେ ହିଁ ୬ ଦିନ ବ୍ୟାଙ୍କ ଖଲିବ ନାହିଁ ।
ଏପ୍ରିଲ ୧୩ ତାରିଖ, ମଙ୍ଗଳବାର – ଉଗାଡି, ତେଲୁଗୁ ନବବର୍ଷ, ବୋହାଗ ବିହୁ, ଗୁଡି ପଡୱା, ବୈଶାଖୀ, ବିଜୁ ଫେଷ୍ଟିଭାଲ୍ । କର୍ଣ୍ଣାଟକ, ତାମିଲନାଡୁ, ବାଲାପୁର, ହାଇଦ୍ରାବାଦ, ଇମ୍ଫାଲ, ଜାମ୍ମୁ ଆଦି ସ୍ଥାନରେ ଏହି ଦିନରେ ବ୍ୟାଙ୍କ ବନ୍ଦ ରହିବ ।
୧୪ ତାରିଖ, ବୁଧବାର – ଡ.ଆମ୍ବେଦକର ଜୟନ୍ତୀ, ଅଶୋକ ଦି ଗ୍ରେଟଙ୍କ ଜନ୍ମଦିନ, ତାମିଲ ନବବର୍ଷ, ମହାବିଷୁବ ସଂକ୍ରାନ୍ତି, ବୋହାଗ ବିହୁ ଆଦି ପର୍ବ ପଡ଼ୁଥିବାରୁ ଅନେକ ରାଜ୍ୟରେ ବ୍ୟାଙ୍କ ଖୋଲା ହେବ ନାହିଁ ।
୧୫ ତାରିଖ, ଗୁରୁବାର – ହିମାଚଳ ଦିବସ, ବିଶୁ, ବଙ୍ଗାଳି ନବ ବର୍ଷ, ସରହୁଲ ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
୧୬ ତାରିଖ, ଶୁକ୍ରବାର – ବୋହାଗା ବିହୁ ପାଇଁ ବ୍ୟାଙ୍କ ବନ୍ଦ ହେବ ।
୧୮ ତାରିଖ, ରବିବାର – ରବିବାର ପଡ଼ୁଥିବାରୁ ଏହି ଦିନ ସାରା ଦେଶରେ ବ୍ୟାଙ୍କ ଛୁଟି ।
୨୧ ତାରିଖ, ମଙ୍ଗଳବାର – ରାମ ନବମୀ, ଗରୀୟା ପୂଜା କାରଣରୁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ ।
୨୪ ତାରିଖ, ଶନିବାର – ଚତୁର୍ଥ ଶନିବାର ।
୨୫ ତାରିଖ, ରବିବାର – ମହାବୀର ଜୟନ୍ତୀ ସହ ରବିବାର ପାଇଁ ବ୍ୟାଙ୍କ ବନ୍ଦ ।
]]>