• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Baliguda

Strawberry farming
ଦାଦା ସହ ପୁତୁରା ମିଶି.. ଏମିତି ହେଲେ ଲକ୍ଷପତି

କୁହନ୍ତି ନା ହାତକୁ ହାତ ମିଶିଲେ ବଳ ବଢିଯାଏ.. ଯେମିତି ଏ ଦାଦା ପୁତୁରା ଯୋଡ଼ି ଗରିବ ଚାଷୀରୁ ହେଇଗଲେ ଲକ୍ଷପତି

mother secures more marks than son
ମାଟ୍ରିକ୍‌ରେ ପୁଅଠୁ ଅଧିକ ନମ୍ବର ରଖିଲା ମାଆ

ଏକା ସାଙ୍ଗରେ ମାଟ୍ରିକ୍‌ ଦେଇଥିଲେ ମାଆ-ପୁଅ । ରେଜଲ୍ଚ ବାହାରିବା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ...କାରଣ ମାଆଠାରୁ ଅଧିକ ନମ୍ବର ରଖିଥିଲା ପୁଅ

teacher remarries on school premises
ରସିକିଆ ହେଡ୍‌ ସାର୍‌ : ସ୍କୁଲରେ ବାହା ହେଲେ...ଫଟୋ ଛାଡିଲେ

ଭାରି ରସିକିଆ ହେଡ୍‌ ସାର୍‌। ୧୨ ବର୍ଷର ଝିଅ ଥାଉଥାଉ ପୁଣି ଆଉ ଜଣଙ୍କୁ କଲେ ବିବାହ। ସ୍କୁଲରେ ହେଲା ଭୋଜିଭାତର ଆସର। ବରଣମାଳର ଫଟୋ ଏବେ ଭାଇରାଲ

Prisoner Escapes From Jail
ସମସ୍ତଙ୍କୁ ଚକ୍‌ମା ଦେଇ ଜେଲ୍‌ରୁ କଏଦୀ ଫେରାର

ସମସ୍ତଙ୍କୁ ଚକ୍‌ମା ଦେଇ ଜେଲ୍‌ରୁ କଏଦୀ ଫେରାର। ବାଲିଗୁଡା ସବ୍‌ ଜେଲ୍‌ରୁ ଜଣେ କଏଦୀ ଜେଲ୍‌ ପରିସରରେ ଥିବା ଏକ ଝରକାର ଲୁହା ଗ୍ରୀଲ୍‌ କାଟି ଖସି ପଳାଇବାରେ ସକ୍ଷମ ହୋଇଛି।

Special Story
ଏକାଠି ହେଲେ ଗ୍ରାମବାସୀ, ପାହାଡରେ ପାଣି ପାଖକୁ ନେଇଗଲେ ରାସ୍ତା

ଜଳପ୍ରପାତକୁ ଥିଲା ଏକ ଚଲା ରାସ୍ତା । ହେଲେ ଗାଁ ଲୋକ ଏକାଠି ହୋଇ ପାହାଡ କାଟି ତିଆରି କରିଦେଲେ ରାସ୍ତା । ଏମାନଙ୍କ ପାଖରେ ଧନ ନଥାଇପାରେ, କିନ୍ତୁ ରହିଛି ମନ । ନିଜ ଅଞ୍ଚଳର ବିକାଶ ପାଇଁ ଅଣ୍ଟାଭିଡି ବାହାରିଛନ୍ତି ଏମାନେ ।

Miscreants Lift Mobile Phone From Customer In Petrol Pump In Odisha’s Baliguda
ପେଟ୍ରୋଲ ପମ୍ପରେ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ !

ପେଟ୍ରୋଲ୍‌ ପମ୍ପରୁ ଚୋରି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଏକ ପେଟ୍ରୋଲ ପମ୍ପରେ ଜଣେ ଚୋର ଦିନ ଦ୍ଵିପହରରେ ଗାଡି ଭିତରେ ଥିବା ମୋବାଇଲକୁ ଅତି ସତର୍କତାର ସହ ଚୋରି କରି ଚମ୍ପଟ ମାରୁଥିବାର ଦେଖିବାକୁ ମିଳିଛି ।

Miscreants Lift Mobile Phone From Customer In Petrol Pump In Odisha’s Baliguda
ପେଟ୍ରୋଲ ପମ୍ପରେ ଦିନ ଦ୍ୱିପ୍ରହରରେ ଚୋରି, ଚୋର ମୁହଁ ଅଛି ସିସିଟିଭିରେ

ଦିନ ବେଳେ ପେଟ୍ରୋଲ ପମ୍ପରେ ଲୋକ ଅଛନ୍ତି । ସତର୍କତାର ସହ ଚୋର ଆସିଲା । ଚୋରି କଲା । କେହି ଦେଖିପାରିଲେନି । କିନ୍ତୁ ଧରିଛି ସିସିଟିଭି ।

Baliguda Locals Duped To The Tune Of Rs 1.5 Crore By \'Fraudulent\' Company
ଲୋଭ ଦେଖାଇ ଦେଢ଼ କୋଟି ଠକିଦେଲେ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ନିରୀହ ଆଦିବାସୀ ମହିଳାଙ୍କୁ ପ୍ରଲୋଭନ ଦେଖାଇ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି.. ନିଜକୁ ବୁଣାକାର ସମବାୟ ପରିଚାଳନା ପରିଷଦ ଅଫିସର କହି ଚାକିରି ଦେବା ନାଁରେ ଆଦିବାସୀ ମହିଳାଙ୍କୁ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି.. ଅଭିଯୋଗ ପରେ ଦାରିଙ୍ଗବାଡ଼ି ପୋଲିସ ଖୋଳତାଡ଼ ଆରମ୍ଭ କରିଛି..

Winter In Odisha | Baliguda Shivers As Temperature Drops
ଓଡ଼ିଶାର କଶ୍ମୀରରେ ମଧ୍ୟପ୍ରଦେଶର କମ୍ବଳର

ଥରୁଛି ଓଡ଼ିଶାର କଶ୍ମୀର.. କମ୍ବଳ ବିକିବାକୁ ଗାଁ ଗାଁ ବାଇକ ଧରି ବୁଲୁଛନ୍ତି ବ୍ୟବସାୟୀ.. ଦାରିଙ୍ଗବାଡ଼ିରେ ମଧ୍ୟପ୍ରଦେଶର କମ୍ବଳର ଚାହିଦା ବେଶ୍ ଅଧିକ.. ଲୋକେ ଶୀତରୁ ବଞ୍ଚିବାକୁ କମ୍ବଳ କିଣୁଛନ୍ତି...ବେପାର ଜମୁଥିବାରୁ ବ୍ୟବସାୟୀ ବି ଖୁସି ଆଉ ଗ୍ରାହକ ବି ଖୁସି..

A Girl Kidnapped, Gang-Raped In baliguda, 4 Arrested
ସାଙ୍ଗମାନଙ୍କ ସହ ମିଶି ନାବାଳିକା ପ୍ରମିକାକୁ ଗଣଦୁଷ୍କର୍ମ କଲା ପ୍ରେମିକ

ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଗଣଦୁଷ୍କର୍ମ । କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଜଣେ ଯୁବକ ଫୁଲବାଣୀ ଅଂଚଳର ଜଣେ ଯୁବତୀଙ୍କୁ ଅପହରଣ କରିବା ପରେ ସାଙ୍ଗମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିଛି ।

Man Bites Snake
ସାପ କାମୁଡ଼ିଲା ବୋଲି ସାପକୁ କାମୁଡ଼ି ଦେଲେ, ଶେଷରେ ନିଜେ ସବୁଦିନ ପାଇଁ ଆଖି ବୁଜିଦେଲେ

ପ୍ରଥମେ ସାପ ଚୋଟ ମାରିଲା ଓ ଏହାର ପ୍ରତିଶୋଧ ନେବାକୁ ଯାଇ ସାପକୁ କାମୁଡି ଦେଲେ। ହେଲେ ଶେଷରେ ନିଜେ ସବୁଦିନ ପାଇଁ ଆଖି ବୁଜିଦେଲେ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।