• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Baji Rout

Remembering Baji Rout
ବାର ବରଷର ବାଳୁତ ବୀର.. ବ୍ରହ୍ମଣୀ କୂଳେ ତାହାରି ଘର..

ସେଦିନ ଥିଲା ୧୯୩୮ ଅକ୍ଟୋବର ୧୧ତାରିଖ..ଏଇ ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଘାଟରେ ଘାଟ ଜଗିବା ପାଳି ପଡିଥିଲା..

Baji Raut the youngest freedom fighter of India
ବାଜି ରାଉତ : ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ

ଇଂରେଜମାନଙ୍କ ଆଦେଶକୁ ନ ମାନି ଛାତିରେ ଗୁଳି ଖାଇ ଶହୀଦ ହୋଇଗଲେ ବାଜି ରାଉତ। ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଭାବେ ନିଜ ନାଁକୁ ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲେଖିଗଲେ। ତେବେ ଆସନ୍ତୁ ଏହି କୁନି ଶହୀଦଙ୍କ ବୀର କାହାଣୀ ଉପରେ ନଜର ପକେଇ ନେବା।

Dharmendra Pradhan
ବକ୍ସି ଜଗବନ୍ଧୁ- ବାଜି ରାଉତ- ଜୟୀ ରାଜଗୁରୁ- ଚାଖି ଖୁଂଟିଆ- ପାର୍ବତୀ ଗିରିଙ୍କ ସ୍ମୃତିରେ ଡାକ ଲଫାପା

ଓଡିଶାର ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ସ୍ମୃତିରେ ଉନ୍ମୋଚିତ ହୋଇଛି ସ୍ୱତନ୍ତ୍ର ଲଫାପା । ଡାକ ସପ୍ତାହ ପାଳନ ଅବସରରେ ନୂଆଦିଲ୍ଲୀରେ ଡାକବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଛି ।