• translate

Tag: Bacterial Infection

people dead after eating fish
ଚୀନ୍‌ରେ ମାଛ ଖାଇବାକୁ ମନା ; ମାଛ ଖାଇ ୭ ମୃତ

ବିଶ୍ୱରେ କରୋନାର ଭୟାବହ କମିନଥିବା ବେଳେ ଦେଖା ଗଲାଣି ଅନେକ ଅଜଣା ରୋଗ । ଏଭଳି ଏକ ରହସ୍ୟମୟ ରୋଗ ଦେଖାଯାଇଛି ଚୀନର ହଂକଂ ସହରରେ । ଏହି ରୋଗରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।