• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Baba Ram Rahim

Real story of controversial Baba Ram Rahim
ପିଲାଟି ଦିନରୁ ବିଛୁଆତି ; ରାମ ରହିମଙ୍କ ପୂରା କାହାଣୀ

ରଣଜିତ ସିଂ ହତ୍ୟା ମାମଲାରେ ୫ ଜଣଙ୍କ ସହ ବାବା ରାମ ରହୀମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାପୂର୍ବରୁ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ସହିତ ସାଧ୍ୱୀମାନଙ୍କୁ ଯୌନ ଶୋଷଣ ମାମଲାରେ ତାଙ୍କୁ ବିଭିନ୍ନ ଦଣ୍ଡ ମିଳିସାରିଛି। ରାମ ରହୀମଙ୍କ ବାବା ହେବାର କାହାଣୀ ମଧ୍ୟ କମ କୌତୁହଳପୂର୍ଣ୍ଣ ନୁହେଁ। ସ୍କୁଲ ସମୟରେ ଜଣେ ନଷ୍ଟ ଛାତ୍ରଙ୍କ ତାଲିକାରେ ତାଙ୍କୁ ଗଣାଯାଉଥିଲା। ନାରୀ ଦୁଷ୍କର୍ମ ମାମଲାରେ ତାଙ୍କୁ ଦଣ୍ଡ ଦିଆଯାଇଥିଲା କିନ୍ତୁ ଏହା ପରେ ମଧ୍ୟ ସେ ଷ୍ଟାର୍‌ ବାବା ହୋଇଯାଇଥିଲେ।