ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ: ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ହେବ ଭଲ ଫସଲ Apr 15, 2018 ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ସହ ଓଡ଼ିଆ ନବବର୍ଷ ଅବସରରେ ପ୍ରଚଳନ ହୋଇଛି ନୂତନ ଓଡ଼ିଆ ପଞ୍ଜିକା। ଚଳିତ ବର୍ଷ ଓଡ଼ିଶାରେ ଶାସନତନ୍ତ୍ର ସ୍ଥିର ରହିବା…