• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Asteroid

2023 FZ3
ଏପ୍ରିଲ ୬ରେ ପୃଥିବୀର ନିକଟତର ହେବ ବୃହତ ଉଲ୍‌କାପିଣ୍ଡ; ସତର୍କ କଲା ନାସା

ଆଗାମୀ ଦିନରେ ପୃଥିବୀର ନିକଟତର ହେବ ଉଲ୍‌କାପିଣ୍ଡ । ୫ଟି ଉଲ୍‌କାପିଣ୍ଡ ପୃଥିବୀ ଆଡ଼କୁ ଆସୁଥିବା କୁହାଯାଇଛି । ହେଲେ ସେଥିମଧ୍ୟରୁ ୨ଟି ଉଲ୍‌କାପିଣ୍ଡ ପୃଥିବୀର ନିକଟତର ହେବ । ଏନେଇ ସୂଚନା ଜାରି କରିଛି ନାସା।

Asteroid
ବିପଦ ଆଣିବ କି ଉଲ୍‌କାପିଣ୍ଡ ? ୨୦୪୬ରେ ପୃଥିବୀକୁ ଦେଇପାରେ ଧକ୍କା

ନାସା ପକ୍ଷରୁ ଦିଆଯାଇଥିବା ତଥ୍ୟରେ ପୃଥିବୀ ପ୍ରତି ବିପଦ ରହିଥିବା ଦର୍ଶାଯାଇଛି । କୁହାଯାଇଛି କି, ଆଗାମୀ ୨୩ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସୃଷ୍ଟି ହୋଇପାରେ ।

A Big Size Asteroid May Crash In Earth Orbit In Next Week
ପୃଥିବୀ ସହ ଧକ୍କା ହେବ କି ବିଶାଳକାୟ ପଥର ? ଆକାର ଜାଣିଲେ ଆପଣ ବି ଚିନ୍ତାରେ ପଡ଼ିଯିବେ...

ଆମେରିକା ମହାକାଶ ଏଜେନ୍ସି ନାସା ଦୀର୍ଘ ଦିନ ଧରି ଏକ ବିଶାଳକାୟ ପଥର(ଆଷ୍ଟ୍ରଏଡ୍‌)କୁ ଟ୍ରାକ୍‌ କରୁଛି। ଏବେ ଜଣାପଡ଼ିଛି ଯେ, ଏହି ପଥର ପୃଥିବୀର କକ୍ଷପଥରେ ପ୍ରବେଶ କରିପାରେ।

NASA Spacecraft To Collide With Asteroid
ମହାକାଶରେ ‘ମହା ଟକ୍କର’:ଘଣ୍ଟା ପ୍ରତି ୨୨ ହଜାର କିଲୋମିଟର ବେଗରେ ଗ୍ରହାଣୁକୁ ଧକ୍କା ଦେବ ସ୍ପେସ୍‌କ୍ରାଫ୍ଟ

ଭବିଷ୍ୟତରେ ମହାକାଶରୁ ଆସୁଥିବା ବିପଦକୁ ମହାକାଶରେ ହିଁ ଧ୍ୱଂସ କରିଦେବା ଲାଗି ନାସା ପକ୍ଷରୁ ଯୋଜନା କରାଯାଇଛି। ଏଥିପାଇଁ ନାସାର ଡବଲ୍‌ ଏଷ୍ଟ୍ରୋଏଡ୍ ରେଡିଏସନ୍ ଟେଷ୍ଟ ବା DART ମିଶନ୍ ଦ୍ୱାରା ପ୍ରସ୍ତୁତ ହୋଇଛି ଡିମୋର୍ଫୋସ୍‌ ସ୍ପେସ୍‌କ୍ରାଫ୍ଟ।

1,600-Feet Asteroid Heading Towards Earth
ମାଡ଼ି ଆସୁଛି ବିପଦ ! ମେ’ ୧୬ରେ ପୃଥିବୀ ନିକଟ ଦେଇ ଗତି କରିବ ବିଶାଳକାୟ ଆଷ୍ଟ୍ରଏଡ୍‌

ଏହି ବିଶାଳକାୟ ଆଷ୍ଟ୍ରଏଡ୍‌ର ଗତିବିଧି ଉପରେ ନାସା ନଜର ରଖିଛି। ନାସାର ସୂଚନା ଅନୁସାରେ, ମେ’ ୧୬ ଭୋର ୨ଟା ୪୮ ମିନିଟ୍‌ରେ  ଆଷ୍ଟ୍ରଏଡ୍‌ 388945 (2008 TZ3) ପୃଥିବୀର ନିକଟତର ହେବ।

Asteroid
୫ ଦିନ ପରେ ହେବ କି ଭୟଙ୍କର ଦ୍ୱିପ୍ରହର ! ମାଡ଼ି ଆସୁଛି ଆଷ୍ଟରଏଡ୍‌

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିପଦ ! ଆସନ୍ତା ଫେବୃଆରୀ ୨୨ ତାରିଖ ଅପରାହ୍ନରେ ପୃଥିବୀ ଠାରୁ ପାଖାପାଖି ୫୩.୬୬ ଲକ୍ଷ କି.ମି. ଦୂରରୁ ଏକ ବଡ଼ ଆଷ୍ଟରଏଡ୍‌ ବାହାରିବ ବୋଲି ଜଣାପଡ଼ିଛି।

NASA
ସାବଧାନ!!! ପୃଥିବୀ ଆଡକୁ ମାଡି ଆସୁଛି ବିରାଟକାୟ ଧୂମକେତୁ

ଫୁଟବଲ ଗ୍ରାଉଣ୍ଡଠାରୁ ପ୍ରାୟ ୩ ଗୁଣ ବଡ। ଫ୍ରାନ୍ସର ଏଫିଲ ଟାଓ୍ବାରଠାରୁ ଆହୁରି ବିଶାଳ। ଏମିତି ଏକ ବିଶାଳ ଓ ଭୟଙ୍କର ଧୂମକେତୁ ପୃଥିବୀ ଆଡେ ମୁହାଁଇଛି। ଆସନ୍ତା ଡିସେମ୍ବର ୧୧ ତାରିଖରେ ଏହା ପୃଥିବୀର ନିକଟ ଦେଇ ଗତି କରି ପାରେ ବୋଲି ନାସା ପକ୍ଷରୁ କୁହାଯାଇଛି।

banita das
ଉଲକା ପିଣ୍ଡ ଆବିଷ୍କାର କଲେ ନବରଙ୍ଗପୁର ଛାତ୍ରୀ

ଓଡ଼ିଶାର ଏକ ମାତ୍ର ଛାତ୍ରୀ ତଥା ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ନବରଙ୍ଗପୁର ସହରର ଗାଦବାଗୁଡା ସାହିର ଝିଅ ବନୀତା ଦାସ l

Asteroid
ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିରାଟ ଉଲକା ପିଣ୍ଡ

ପୃଥିବୀ ଆଡ଼କୁ ମାଡିଆସୁଛି ବିପଦ। ଏହି ମାନବ ଗ୍ରହ ପ୍ରତି ରହିଛି ଭୟ। ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି ହେବ ବୋଲି ଅନୁମାନ କରାଯାଇଛି। ଏହା ଶୁଣି ଆପଣ ଜାଣିପାରୁଥିବେ ଏହାର ଆକାର କେତେ ବିରାଟ ହୋଇଥିବ।