ରତ୍ନଭଣ୍ଡାର ଖୋଲିବାକୁ ବିରୋଧ: ଆତ୍ମାହୁତି ଧମକଦେଲେ ପୂଜାପଣ୍ଡା ସେବକ Mar 23, 2018 ପୁରୀ: ଶ୍ରୀମନ୍ଦିର ପୂଜାପଣ୍ଡା ସେବକ ନରସିଂହ ପୂଜାପଣ୍ଡାଙ୍କ ଆତ୍ମାହୁତି ଧମକ। ଆସନ୍ତା ୨୬ ତାରିଖରେ ଯଦି ASI କର୍ତ୍ତୃପକ୍ଷ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ…