• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ashok Gehlot

ଆଜିଠୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି
ଆଜିଠୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି

ଗ୍ରାହକଙ୍କ ଲାଗି ବଡ଼ ଖବର : ଆଜିଠୁ ସମସ୍ତଙ୍କ ଘରକୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦେବେ ସରକାର । ଜାଣନ୍ତୁ କେଉଁ ସରକାର ଘୋଷଣା କଲେ ଏମିତି ଯୋଜନା

Rajasthan Politics, Sachin Pilot-Ashokl Gehlot
ପାଇଲଟ୍‌ଙ୍କ ପ୍ଲେନ୍‌ର ଗତି କୁଆଡ଼େ ? ନିଜ ଦଳକୁ ବାରମ୍ବାର ପକାଉଛନ୍ତି ଅଡ଼ୁଆରେ

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ମୁଖ୍ୟମନ୍ତ୍ରୀ ଗେହଲଟ ବିଧାୟକମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ। ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସ୍ର ମଧ୍ୟ ସାମିଲ ଥିଲେ ।

Ashok Gehlot
ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ ବଡ଼ ଭୁଲ୍, ବିରୋଧୀ କହିଲେ ଏହା ଗଣତନ୍ତ୍ରର ଅପମାନ

ମୁଖ୍ୟମନ୍ତ୍ରୀଙ୍କ ଉପରେ ବିରୋଧୀ ଠୋ-ଠୋ ହୋଇ ହସିବା ସହ ଗୃହରେ ହଙ୍ଗାମା କରିଥିଲେ ।

Gas Cylinder
ଗେହଲଟଙ୍କ ବଡ଼ ଘୋଷଣା ! ଏଣିକି ୫୦୦ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ

ଏବେ ସାରା ଦେଶରେ ତଥା ଆମ ରାଜ୍ୟରେ ଗ୍ୟାସ୍ ଦର ହଜାରେ ଟଙ୍କା ପରେ ରହିଥିବା ବେଳେ ରାଜସ୍ଥାନରେ ଏପ୍ରିଲ୍‌ରୁ ୫୦୦ ଟଙ୍କାରେ ମିଳିବ ଗ୍ୟାସ ।

Ashok Gehlot, Sachin Pilot
‘ପାଇଲଟ୍‌ କେବେ ମୁଖ୍ୟମନ୍ତ୍ରୀ ହେଇପାରିବେ ନାହିଁ’

ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ହେବ। ହେଲେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି।

Congress Politics
ରେସ୍‌ରୁ ଗେହଲଟ୍‌ ଆଉଟ୍‌ ! ଏବେ କଂଗ୍ରେସରେ ଥରୁର-ଦିଗବିଜୟ ଫାଇଟ୍ ? 

ଆଜି ନାମାଙ୍କନ ଦାଖଲ କରିପାରନ୍ତି ଉଭୟ ନେତା । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଆଜି ନାମାଙ୍କନ ଦାଖଲର ଶେଷ ଦିନ ।

Special story
କଂଗ୍ରେସ ପାଇଁ ଅଡୁଆ ଦଳୀୟ ଅର୍ନ୍ତକନ୍ଦଳ, ଗେହଲୋଟଙ୍କ ଗେମ ପ୍ଲାନ୍ ବୁମେରାଂ

ସଚିନ୍ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନଦେବାକୁ ସମର୍ଥକ ବିଧାୟକଙ୍କୁ ଅସ୍ତ୍ର କରିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ମହଙ୍ଗା ପଡ଼ିପାରେ ।

Ashok Gehlot
ଅଶୋକ ଗେହଲଟଙ୍କୁ ମିଳିବନି କଂଗ୍ରେସ ମୁଖିଆ ପଦ 

ବିଧାୟକଙ୍କ ବିଦ୍ରୋହ ସେହି ଯୋଜନାରେ ପାଣି ପକାଇ ଦେଇଛି।

Rajasthan Political Crisis
ଅସ୍ଥିର ରାଜସ୍ଥାନ ରାଜନୀତି: ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ୍‌-ଗେହଲୋଟ୍ ଗୋଷ୍ଠୀ ମୁହାଁମୁହିଁ

କୌଣସି ପରିସ୍ଥିତିରେ ସଚିନ୍ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦିଆଯିବ ନାହିଁ ବୋଲି ଗେହଲୋଟ୍‌ଙ୍କ ସମର୍ଥକମାନେ କହିଛନ୍ତି। 

No Gandhi family member should be next Congress chief says Rahul Gandhi
‘ଗାନ୍ଧି ପରିବାରର କୌଣସି ସଦସ୍ୟ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ହେବେନି’

ରାହୁଲ ଓ ସୋନିଆ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବାକୁ ମନା କରିବା ପରେ ଏବେ ନିର୍ବାଚନ ଲଢ଼ିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ରାଜି ହୋଇଛନ୍ତି। ସେ କଂଗ୍ରେସର ସଭାପତି ନିର୍ବାଚନ ଲଢ଼ିବେ।

Sachin Pilot- Gehlot
ଗେହଲଟ ଧରିପାରନ୍ତି କଂଗ୍ରେସ ମଙ୍ଗ, ଛାଡ଼ିବେ ମୁଖ୍ୟମନ୍ତ୍ରୀ ପଦ; ପାଇଲଟ ହେବେ କି ମୁଖ୍ୟମନ୍ତ୍ରୀ ?

ବିରୋଧୀ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ନ କରିବାକୁ ଗେହଲଟ ମସୁଧା ଆରମ୍ଭ କରିଛନ୍ତି । ବାଚସ୍ପତି ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଗେହଲଟଙ୍କ ଗୋଟି ଚାଳନା କରୁଥିବା କୁହାଯାଉଛି ।

congress
କଂଗ୍ରେସ ମଙ୍ଗୁଆଳକୁ ନେଇ ହେବକି ଗୋଷ୍ଠୀ ଯୁଦ୍ଧ

ଅଶୋକ ଗେହେଲଟ୍ ବନାମ ଶଶି ଥରୁର୍ । କଂଗ୍ରେସ ମଙ୍ଗୁଆଳକୁ ନେଇ ବିବାଦ ଆରମ୍ଭ ହେବାକୁ ଲାଗିଲାଣି । ଏବେ ହେବକି ଗୋଷ୍ଠୀ ଯୁଦ୍ଧ

congress
ଡବଲ ଗେମ୍ ଖେଳୁନାହିଁ ତ ଗାନ୍ଧି ପରିବାର ?

ରାହୁଲ ସଭାପତି ପଦ ଲାଗି ଆଦୌ ଉଚ୍ଛୁକ ନଥିବା ତାଙ୍କ ନିକଟ ମହଲରୁ ସୂଚନା ମିଳିଛି ।

Congress Prez poll
କିଏ ହେବେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ?

ନିକଟରେ ନୂଆଦିଲ୍ଲୀରେ ସୋନିଆ ଗାନ୍ଧିଙ୍କୁ ବରିଷ୍ଠ ନେତା ଶଶି ଥରୁର୍‌ ଭେଟି ଥିଲେ। କଂଗ୍ରେସର ଅଧ୍ୟକ୍ଷ ରେସ୍‌ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ନାଁକୁ ନେଇ ବି ଜୋରଦାର ଚର୍ଚ୍ଚା ହେଉଛି।

Congress President Election
କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରେ ଥରୁର, ଗେହଲଟ; କିଏ ଧରିବ ମଙ୍ଗ ?

​ କିଏ ହେବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ? କାହା ମୁଣ୍ଡରେ ବନ୍ଧାହେବ ଶିରପା ? ଅକ୍ଟୋବରରେ କଂଗ୍ରେସ ପାଇବା ତାର ନୂଆ ମୁଖିଆ। ଏଥର କଂଗ୍ରେସର ମଙ୍ଗ ଗାନ୍ଧି ପରିବାରର ସଦସ୍ୟ ଧରିବେ ନା ବାହାରର କାହା ହାତକୁ ଯିବ ? ଏ ନେଇ କଳ୍ପନାଜଳ୍ପନାର ଅନ୍ତ ନାହିଁ। ରାଜନୈତିକ ସ୍ଥିତି ବି ଗୋଳିଆ ଦିଶୁଛି।

Special story
ନୂଆ ନେତା ଖୋଜୁଛି କଂଗ୍ରେସ : ମଙ୍ଗ ଧରିବେ କି ଗେହଲୋଟ୍ ?

ଗେହଲୋଟ୍ ଗାନ୍ଧୀ ପରିବାରର ଅତି ବିଶ୍ୱସ୍ତ ହୋଇଥିବା ବେଳେ ଦଳର ବି ଜଣେ ସର୍ବମାନ୍ୟ ନେତା । ତେଣୁ ତାଙ୍କୁ ଆଗରେ ରଖି ଦଳ ପରିଚାଳନା ଲାଗି ଗାନ୍ଧୀ ପରିବାର ଚିନ୍ତା କରୁଥିବା କୁହଯାଉଛି ।

Rajasthan chief minister Ashok Gehlot
ଏକକାଳୀନ ଇସ୍ତଫା ଦେଲେ ରାଜସ୍ଥାନ ସରକାରଙ୍କ ସମସ୍ତ ମନ୍ତ୍ରୀ

ଗତ ଶୁକ୍ରବାର ୩ ଜଣ ମନ୍ତ୍ରୀ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ। ପଦରୁ ଓହରି ଯାଇ ଦଳରେ ରହି କାମ କରିବାକୁ ଆଗ୍ରହ ଥିବା କଥା ଦର୍ଶାଇଥିଲେ ନିଜ ଇସ୍ତଫା ପତ୍ରରେ।

Sonia Gandhi and Rahul Gandhi
ପଞ୍ଜାବ ପରେ ବଦଳିବ କି ରାଜସ୍ଥାନ ରାଜନୀତି ପାଣିପାଗ ?

ରାଜସ୍ଥାନ ରାଜନୀତରେ ନୂଆ ସମୀକରଣ ସମ୍ଭାବନା ନେଇ ମିଳିଲା ସଙ୍କେତ। କାହିଁକି ବରିଷ୍ଠ ନେତାଙ୍କ ମଧ୍ୟରେ ଚାଲିଛି ଘନଘନ ଆଲୋଚନା ? କ’ଣ ହୋଇପାରେ ଏହାର ଉଦ୍ଦେଶ୍ୟ ?

rajasthan-cabinet-expansion
ଗେହେଲଟ୍‌ ଦେଖାଇଲେ ତାକତ୍‌: କହିଲେ, “କ୍ଷମା”କୁ ମନ୍ତ୍ରୀ ଭାବି ଆଗକୁ ଚାଲିବାକୁ ପଡ଼ିବ

ସୂଚନା ଅନୁସାରେ, ରାଜସ୍ଥାନର କଂଗ୍ରେସର ପ୍ରଭାରୀ ଅଜୟ ମାକେନ୍‌ ୨ ଦିନ ଧରି ପ୍ରତ୍ୟେକ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ଉଭୟ ନେତାଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ କେମିତି ହେବ ତାହା ଉପରେ ନଜର ରହିଛି। ଦଳୀୟ ନେତାଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ ଅଜୟ। ଏହାପରେ ଗେହେଲଟ୍‌ଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧ ଦ୍ୱାର ବୈଠକ ମଧ୍ୟ କରିଥିଲେ। ଆଉ ଏହି ଆଲୋଚନା ସମୟରେ ଅଶୋକ କହିଥିଲେ ପୂର୍ବରୁ ଯାହା ହୋଇଛି ତାହାକୁ ଭୁଲିଯାଇ ବର୍ତ୍ତମାନ ସମୟରେ କେମିତି ଆଗକୁ ବଢି କାମ କରିବା ତାହା ଗୁରୁତ୍ୱପୂର୍ଣ୍ଣ।