• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Arun Govil

 arun govil
୧୧୧ ଜଣଙ୍କ ପ୍ରାର୍ଥୀ ତାଲିକା ଜାରି କଲା BJP... ମିରଟରୁ ଅରୁଣ ଗୋଭିଲ, ମଣ୍ତିରୁ ଲଢିବେ କଙ୍ଗନା

ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ଆଜି ପ୍ରକାଶ ପାଇଥିବା ତାଲିକାରେ ବିଜେପି ୧୧୧ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।  ଓଡ଼ିଶାର ୧୮ ଜଣ ପ୍ରାର୍ଥୀଙ୍କ ନାଁ ମଧ୍ୟ ରହିଛି...

Arun govil to play dashrath in nitesh tiwari Ramayana
ଫିଲ୍ମ 'ରାମାୟଣ'ରେ ରାମ ହେବେ ରଣବୀର; ଆଶ୍ଚର୍ଯ୍ୟ କରିବ ଅରୁଣ ଗୋଭିଲ୍‌ଙ୍କ ଭୂମିକା

ନୀତେଶ ତିୱାରୀଙ୍କ ଫିଲ୍ମ 'ରାମାୟଣ' ଦୀର୍ଘ ଦିନ ଧରି କାଷ୍ଟିଂକୁ ନେଇ ଚର୍ଚ୍ଚା ସୃଷ୍ଟି କରିଆସୁଛି। ଫିଲ୍ମରେ ପ୍ରଭୁ ରାମ, ମାତା ସୀତା, ହନୁମାନ ଓ ରାବଣ ଭୂମିକାରେ ଅଭିନେତା ଚୟନ ସରିଥିବା ବେଳେ ବର୍ତ୍ତମାନ ଅଯୋଧ୍ୟା ନରେଶ ଦଶରଥ ଭୂମିକାରେ ଯାହାଙ୍କ ନାଁ ଚୟନ ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ।

Shri ram held lakshman ears and scolded in ayodhya
Ayodhya Ram Mandir: ଆଜି ବି ସେଇ ପ୍ରେମ, ସେଇ ସମ୍ମାନ; ‘ଲକ୍ଷ୍ମଣ’ଙ୍କ କାନ ମୋଡି ଚାପୁଡା ଦେଲେ ‘ଶ୍ରୀରାମ’

ବଡ ଭାଇ ପ୍ରତି ସମ୍ମାନ ଏବଂ ତ୍ୟାଗର ଭାବନା ଆମେ ରାମ ଏବଂ ଲକ୍ଷ୍ମଣ ଠାରେ ହିଁ ପାଇଥାଉ। 'ରାମାୟଣ'ରେ ଶ୍ରୀରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀଙ୍କ ମଧ୍ୟରେ ଏଭଳି ପ୍ରେମ ଏବଂ ସମ୍ମାନ ଆଜି ବି ଦେଖିବାକୁ ମିଳେ।

Arun govil slams adipurush team
ପ୍ରଭାସ-କ୍ରିତି ସାନନ ଅଭିନୀତ 'ଆଦିପୁରୁଷ' ଏକ ହଲିଉଡ୍‌ କାର୍ଟୁନ୍‌: ଅରୁଣ ଗୋଭିଲ୍

'ଆଦିପୁରୁଷ'ର ପିଛା ଛାଡୁନି ବିବାଦ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଭିନେତାମାନେ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠେଇଛନ୍ତି। ‘ରାମାୟଣ’ର ‘ରାମ’ ମଧ୍ୟ ନିଜକୁ ରୋକିପାରି ନାହାନ୍ତି। ପଢନ୍ତୁ ସେ କ’ଣ କହିଛନ୍ତି।

Jeetendra-jaya prada played ram-seeta role in 1997 luvkush
ଜିତେନ୍ଦ୍ର ସାଜିଥିଲେ ରାମ, ଜୟାପ୍ରଦା ସୀତା; ହିଟ୍ ହୋଇଥିଲା ଫିଲ୍ମ

'ଆଦିପୁରୁଷ' ପୂର୍ବରୁ ୧୯୯୭ ମସିହାରେ ମୁକ୍ତିଲାଭ କରିଥିଲା ଏମିତି ଏକ ଫିଲ୍ମ। ଏଥିରେ ଜିତେନ୍ଦ୍ର ଓ ଜୟାପ୍ରଦାଙ୍କୁ ରାମ-ସୀତା ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମ ମଧ୍ୟ ଭଲ ରୋଜଗାର କରିଥିଲା। ଜାଣିଛନ୍ତି ଏହି ଫିଲ୍ମ କ’ଣ?

Upcoming film 695 based on history of ram mandir
ଆସୁଛି ‘୬୯୫’, କହିବ ରାମ ମନ୍ଦିର ସଂଘର୍ଷର କାହାଣୀ; ଭିନ୍ନ ଭୂମିକାରେ ‘ରାମାୟଣ’ର ରାମ

ରାମ ମନ୍ଦିରର ସଂଘର୍ଷର କାହାଣୀକୁ ନେଇ ଆସୁଛି ‘୬୯୫’। ମନ୍ଦିର ପଛରେ ଥିବା ସଂଗ୍ରାମ, କରସେବାଙ୍କ ଦ୍ୱାରା ବଳିଦାନ ଉପରେ ଆଧାରିତ ଏହି ଚଳଚ୍ଚିତ୍ର। ମୁଖ୍ୟ ଭୂମିକାରେ ରାମାୟଣର ରାମ ଅରୁଣ ଗୋଭିଲ୍‌ଙ୍କୁ ଦେଖିବାକୁ ମିଳିବ। ଜାଣନ୍ତୁ ସେ କେଉଁ ଭୂମିକାରେ ନଜର ଆସିବେ।

Arun Govil
ଉତ୍କଳ ମଣ୍ଡପରେ ଆୟୋଜିତ ‘ସୁନୋ ରାମ କହାନୀ’ରେ ରିଲ ରାମଙ୍କ ମୁହଁରେ ରିୟଲ ରାମଙ୍କ କଥା

ରାମାନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ ‘ରାମାୟଣ’ ଧାରାବାହିକରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ କହିଲେ ରାମଙ୍କ କଥା ।

Arun Govil at airport
ବିମାନ ବନ୍ଦରରେ ରାମଙ୍କୁ ଦେଖି ଆଶୀର୍ବାଦ ମାଗିଲେ ମହିଳା, ଦେଖନ୍ତୁ ଭିଡିଓ

ଧର୍ମ ପ୍ରତି ଭାରତୀୟଙ୍କ ଦୁର୍ବଳତା ସମସ୍ତେ ପ୍ରାୟ ଜାଣନ୍ତି। ବିଶେଷକରି ମହିଳାମାନେ ଧର୍ମ ପାଖରେ ଟିକେ ବେଶି ଭାବପ୍ରବଣ। ଟିଭି ପରଦାରେ ବା ଫିଲ୍ମରେ ରାମ, ଜଗନ୍ନାଥଙ୍କୁ ଦେଖିଲେ ମୁଣ୍ଡିଆ ମାରିବା, ମହାଭାରତ, ରାମାୟଣ ଧାରାବାହିକ ଆରମ୍ଭ ପୂର୍ବରୁ ଟିଭି ପରଦାକୁ ପୂଜା କରିବା ପରି ଅନେକ ସୁପର ନାଚୁରାଲ କାହାଣୀ ଶୁଣିଥିବେ।

Arun Govil to reprise the role of Lord Ram
ସିନେମାକୁ ଫେରିବେ; ପୁଣି ରାମ ହେବେ

ବଲିଉଡ୍ ଓ ଛୋଟ ପରଦାରେ ଅରୁଣ ଗୋଭିଲ୍ ଅନେକ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ସେ ଯେତେବେଳେ ରାମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ରାମଙ୍କ ଭୂମିକାରେ ଆସିଲେ ଲୋକେ ତାଙ୍କୁ ପ୍ରକୃତ ଭଗବାନ ମାନିନେଲେ। ଅରୁଣ ପୂରା ସଜାଗତାର ସହିତ ଏହି ଅଭିନୟ କରିଥିଲେ। ତାଙ୍କର ଓଠର ହାଲ୍‌କା ହସ ଓ ସରଳ ଭାବନା ଲୋକଙ୍କ ମନରେ ଆସ୍ଥାର ଦୀପ ଜଳେଇଥିଲା।