• translate

Tag: Article

Farmer Bill repeal
କୃଷି କାନୁନ : ପ୍ରସଙ୍ଗ, ପ୍ରଶାସନ ଓ ପ୍ରଶ୍ନବାଚୀ

ପାର୍ଲାମେଣ୍ଟର ଚଳିତ ଶୀତ ଅଧିବେଶନର ପ୍ରଥମ ଦିନରେ ହିଁ କୃଷିକୁ ନେଇ ବିବାଦୀୟ ଆଇନତ୍ରୟ ପ୍ରତ୍ୟାହୃତ ହୋଇଗଲା । କୃଷି ବିଲ୍‌ଟି ଆଇନରେ ପରିଣତ ହେଲାବେଳେ ପାର୍ଲାମେଣ୍ଟରେ ଯେପରି ପର୍ଯ୍ୟାପ୍ତ ଆଲୋଚନା ହୋଇ ନଥିଲା, ଏହାର ପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟ ବିନା ଆଲୋଚନାରେ ସଂପନ୍ନ ହେଲା । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଅବଶ୍ୟ କେବଳ ଔପଚାରିକତା ହିଁ ବାକି ଥିଲା ।

Article on Corona
କରୋନା : ବିଷାଦ ଓ ବିଭୀଷିକା

କରୋନା ବିଗାଡିଦେଇଛି ଜନ ଜୀବନର ପ୍ରାକୃତିକ ଚଳଣି। ବିଶ୍ୱ ହୋଇଯାଇଛି ଓଲଟ ପାଲଟ। କେଉଁଠି ସଧବା ମଥାରୁ ଲିଭିଯାଇଛି ସିନ୍ଦୂର ତ ପୁଣି କେଉଁଠି ଅନାଥ ହୋଇଯାଇଛି ଦୁନିଆକୁ ନ ଜାଣିଥିବା ଅବୋଧ ଶିଶୁ। ଅନେକଙ୍କ ମାନସିକ ଅବସ୍ଥା ମଧ୍ୟ ଅସନ୍ତୁଳିତ ହୋଇପଡିଛି। ରୋଜଗାର ହରେଇ କିଏ ଦାଣ୍ଡର ଭିକାରୀ ହୋଇଛି ତ କିଏ ଜୀବନରୁ ଆଶା ହରେଇ ବସିଛି। ଏ ସଂପର୍କରେ ଲେଖିକା ସୁକାନ୍ତି ରାଉତଙ୍କ ପ୍ରତିବେଦନ।

soumya
ନିଜର ମତ ଠିକ୍, ଅନ୍ୟର ମତ ଠିକ୍ ନୁହେଁ ଭାବିବା ଭୁଲ୍‌: ସୌମ୍ୟରଞ୍ଜନ

ନିଜ ପରିଚାଳନାରେ ଥିବା ଦୈନିକ ସମ୍ବାଦପତ୍ର ସମ୍ବାଦରେ ଆଲେଖ୍ୟ ପ୍ରକାଶ କରିବା ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି ।