• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Arbaaz Khan

After arbaaz khan marriage malaika arora ready for wedding with any perosn
ଯିଏ କହିବ ତାକୁ ବାହାହେବି; ଅରବାଜ୍ ଖାନଙ୍କ ଦ୍ୱିତୀୟ ବିବାହ ପରେ ଏମିତି କହିଲେ ମଲାଇକା

ମଲାଇକା ଅରୋରାଙ୍କ ପୂର୍ବତନ ସ୍ୱାମୀ ଅରବାଜ୍ ଖାନଙ୍କ ନିକଟରେ ଦ୍ୱିତୀୟ ବିବାହ ହୋଇଯାଇଛି। ଏହା ପରେ ମଲାଇକା ମଧ୍ୟ ବିବାହର ପ୍ରସ୍ତୁତି କରୁଥିବା ଖବର ସାମ୍ନାକୁ ଆସିଛି। ତେବେ ସେ କାହାକୁ ବିବାହ କରିବେ, ତାକୁ ନେଇ ଏମିତି ପ୍ରତିକ୍ରିୟା ଦେଇଛନ୍ତି।

arbaaz khan and sshura khan wedding
Viral Video: ବାପା ବାହାଘର ଦେଖିଲେ ଅରବାଜ ଖାନଙ୍କ ପୁଅ; ଧୂମ୍ ନାଚିଲେ

ମଲାଇକା ଅରୋରାଙ୍କ ଠାରୁ ଅଲଗା ହେବାର ୬ ବର୍ଷ ପରେ ଅରବାଜ ଖାନ ବର୍ତ୍ତମାନ ନିଜ ପାଇଁ ଏକ ନୂଆ ଜୀବନ ସାଥୀ ବାଛିନେଇଛନ୍ତି। ଅରବାଜ ରବିବାର ଦିନ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଛନ୍ତି। ୫୬ ବର୍ଷିୟ ଅରବାଜଙ୍କ ନୂଆ କନ୍ୟା ବୃତ୍ତିରେ ଜଣେ ମେକ୍‌ଅପ୍ କଳାକାର। ଜାଣନ୍ତୁ ସେ କିଏ…

Malaika arora hiding her real age
ମଲାଇକା ଅରୋରା ଲୁଚଉଛନ୍ତି କି ବୟସ…ପ୍ରକୃତ ବୟସ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ମଲାଇକାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ମଲାଇକା ଏବଂ ଅର୍ଜୁନ କପୁରଙ୍କ ବୟସ ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ ଲୋକମାନେ ସେମାନଙ୍କୁ ଟ୍ରୋଲ୍‌ କରୁଛନ୍ତି। ତେବେ କେବଳ ଅର୍ଜୁନ ନୁହଁନ୍ତି, ମଲାଇକା ମଧ୍ୟ ତାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନଙ୍କଠାରୁ ବଡ।

Arbaaz Khan Giorgia Andriani break up
ଭାଙ୍ଗିଲା ଅରବାଜ ଖାନ ଏବଂ ଜର୍ଜିଆ ଆଣ୍ଡ୍ରିଆନିଙ୍କ ସମ୍ପର୍କ!

ମଲାଇକାଙ୍କ ସହ ସମ୍ପର୍କ ତୁଟିବା ପରେ ଅରବାଜ୍ ଖାନ ଜର୍ଜିଆ ଆଣ୍ଡ୍ରିଆନିଙ୍କ ପ୍ରେମରେ ପଡିଥିଲେ। ସେ ତାଙ୍କୁ ୫ ବର୍ଷ ଧରି ଡେଟ୍ କରୁଛନ୍ତି। ସମସ୍ତେ ଜାଣିଥିଲେ ଉଭୟ ବିବାହ କରିବେ। ଏବେ ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଚମକେଇ ଦେବ।

Arbaaz Khan
ଟ୍ରୋଲ୍ ଓ ଡ୍ରଗ୍ସକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତକଲେ ଅରବାଜ ଖାନ

ବଲିଉଡ୍‌ ଅଭିନେତା ଅରବାଜ ଖାନ ଖୋଲାଖୋଲି ଟ୍ରୋଲ୍‌ ସହ ଡ୍ରଗ୍ସ କାରବାର ଉପରେ ମତ ରଖିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକମାନେ ଟ୍ରୋଲ୍‌ ହୁଅନ୍ତି, ସେମାନଙ୍କୁ କେତେ ମାନସିକ ଏବଂ ବୃତ୍ତିଗତ ସମସ୍ୟାର ସାମ୍ନା କରିବାକୁ ପଡେ ତାହା କଳ୍ପନା କରିବା କଷ୍ଟକର।