• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Approval

Bharat Biotech’s Covaxin To Get WHO’s Approval Soon, Says IFS Harsh Vardhan Singla
କୋଭାକ୍ସିନ୍‌କୁ ମିଳିବ WHO ଅନୁମତି

କୋଭାକ୍ସିନ୍‌କୁ ମିଳିବ WHO ଅନୁମତି। ଟେକ୍ନିକାଲ କମିଟି ଅନୁଧ୍ୟାନ ପରେ ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି

covid vaccine
ଶିଶୁ ଓ କିଶୋରଙ୍କୁ କୋଭାକ୍ସିନ୍ ଟିକା !

ଭାରତକୁ ମିଳିଲା ପିଲାଙ୍କ କୋଭିଡ୍ ଟିକା । ୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋର ମାନଙ୍କୁ ଦିଆଯିବ କୋଭିଡ୍ ଟିକା । ଏନେଇ କୋଭାକ୍ସିନକୁ ଡିସିଜିଆଇ ଅନୁମତି ଦେଇଥିବା ସୂଚନା ମିଳିଛି । ଭରତ ବାୟୋଟେକ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ ଟିକା ପ୍ରସ୍ତୁତ କରିଛନ୍ତି । କୋଭାକ୍ସିନ ହେଉଛି ଭାରତୀୟ କରୋନା ଟିକା ।