• translate

Tag: Anushka Sharma

This girl in mother lap is a big bollywood actress
ମା’ କାଖରେ ବଲିଉଡର ଜଣେ ବଡ ଅଭିନେତ୍ରୀ, ଚିହ୍ନନ୍ତୁ କିଏ?

ଆଜିକାଲି ବଲିଉଡ୍ ତାରକାଙ୍କ ଥ୍ରୋବ୍ୟାକ୍‌ ଫଟୋ ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟି କରୁଛି। କିଛି ଦିନ ହେବ କୌଣସି ନା କୌଣସି ସେଲିବ୍ରିଟିଙ୍କ ପିଲାଦିନର ବା ଷ୍ଟ୍ରଗ୍ଲିଂ ଦିନର ଫଟୋ ଭାଇରାଲ ହେଉଛି। ଏହି ଅବସରରେ ଏବେ ଆଉ ଜଣେ ବଡ ଅଭିନେତ୍ରୀଙ୍କ ଫଟୋ ସାମ୍ନାକୁ ଆସିଛି। ଏହା ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଛି। ଏହି ଫଟୋରେ ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ ତାଙ୍କ ମା’ଙ୍କ କାଖରେ ଅଛନ୍ତି। ଅଭିନେତ୍ରୀଙ୍କ ଏହି ପିଲାଦିନର ଫଟୋକୁ ଚିହ୍ନିବା ନେଇ ଲୋକେ ଲାଗିପଡିଛନ୍ତି।

Virat-Anushka
ଅନୁଷ୍କାଙ୍କ ସହିତ ବିରାଟଙ୍କ ଡ୍ୟାନ୍ସ; ଜାଣନ୍ତୁ କ’ଣ ଅଛି ରହସ୍ୟ

ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଅନେକ ସମୟରେ ପ୍ରଶଂସକମାନଙ୍କୁ ସେମାନଙ୍କର ସୁନ୍ଦର୍ ପୋଷ୍ଟ୍‌ରେ ଖୁସି କରିଦିଅନ୍ତି। ବର୍ତ୍ତମାନ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଇଂଲଣ୍ଡରେ ଅଛନ୍ତି। ଅଗଷ୍ଟ ୪ରୁ ଇଂଲଣ୍ଡରେ ଭାରତକୁ ଇନ୍ଲିସ୍ ଟିମ୍ ବିପକ୍ଷରେ ପାଞ୍ଚଟି ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ। ତେବେ ଇଂଲଣ୍ଡର ବିଭିନ୍ନ ସ୍ଥାନ ବୁଲୁଥିବା ବେଳେ ବିରାଟ ଏବଂ ଅନୁଷ୍କା ପ୍ରାୟତଃ ସୋସିଆଲ୍ ମିଡିଆ ସେମାନଙ୍କର ଫଟୋ ସେୟାର କରୁଛନ୍ତି।

anushka
ସ୍ୱାମୀ ବିରାଟଙ୍କ ସହ ଏମିତି ଜନ୍ମଦିନ ପାଳନ କଲେ ଅନୁଷ୍କା, ଦେଖନ୍ତୁ ଫଟୋ

ମୁମ୍ବାଇ: ୩୦ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଡିଭା ଅନୁଷ୍କା ଶର୍ମା। ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଅନୁଷ୍କାଙ୍କୁ ମିଳିଛି ଶୁଭେଚ୍ଛା ଏବଂ ଅଭିନନ୍ଦନ। ହେଲେ ଏଥିରୁ ବାଦ୍ ପଡ଼ି ନାହାନ୍ତି ସ୍ୱାମୀ ବିରାଟ୍ କୋହଲି। ଚଳିତ ଥର ଜନ୍ମଦିନ ବିରାଟ୍‌ଙ୍କ ସହ ପାଳନ କରିଛନ୍ତି ଅନୁଷ୍କା। ଏଭଳି ଏକ ଖୁସି ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡ଼ିଆରେ ଅପଲୋଡ୍ କରିଛନ୍ତି ବିରାଟ୍। ଯାହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ ହୋଇଛି। Happy B'day my love. The […]

anuska
ଅନୁଷ୍କା କରିବେ କମେଡି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ କମେଡି ପ୍ରତି ମନ ବଳେଇଛନ୍ତି। ଭୌତିକ ଓ ପ୍ରେମ କାହାଣୀକୁ ନେଇ ଫିଲ୍ମ କରିସାରିବା ପରେ ଅନୁଷ୍କା ଏବେ କମେଡି ଫିଲ୍ମ କରିବାକୁ ଯୋଜନା କରୁଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ମାସ ଶେଷ ସୁଦ୍ଧା ନିଜର ସବୁ ପ୍ରୋଜେକ୍ଟକୁ ସାରି କମେଡି ଫିଲ୍ମ କରିବାକୁ ସ୍ଥିର କରିଛନ୍ତି। ଏନ୍‌ଏଚ୍-୧୦,ଫିଲୌରୀ ଓ ପରୀ ପରି ଫିଲ୍ମ ନିର୍ମାଣ କରିସାରିଛି ଅନୁଷ୍କା ଶର୍ମାଙ୍କ ପ୍ରଯୋଜନା ସଂସ୍ଥା କ୍ଲିନ୍‌ ସ୍ଲେଟ୍ ଫିଲ୍ସ। ଅନୁଷ୍କାଙ୍କର ଏହି […]

kohali
ଅନୁଷ୍କା ଶର୍ମା ଗର୍ଭବତୀ କି ? ଭାଇରାଲ୍ କୋହଲିଙ୍କ ଟ୍ୱିଟ୍‌

ମୁମ୍ବାଇ : ୨୦୧୭ରେ ସବୁଠୁ ଚର୍ଚ୍ଚିତ ବିବାହ ଥିଲା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ।। ଏବେ ତାଙ୍କ ବିବାହକୁ କିଛି ମାସ ହୋଇଛି କି ନାହିଁ ଶୁଣାଯାଉଛି ଅନୁଷ୍କା ଗର୍ଭବତୀ ଅଛନ୍ତି। ଆପଣ ବି କଥାଟା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେଣି। ତେବେ ପ୍ରକୃତ କଥାଟା କ’ଣ ଜାଣନ୍ତୁ। Chilling and how! ? pic.twitter.com/GaRCzSWFCZ — Virat Kohli (@imVkohli) March 11, 2018 କୋହଲି […]