• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Anu Malik

anu malik birthday special
ସ୍ୱପ୍ନ ଥିଲା ପୋଲିସ୍ ଅଫିସର୍, ଭାଗ୍ୟ କରିଦେଲା ସଂଗୀତର ସମ୍ରାଟ

ଆଜି ଅନୁ ମଲିକ୍ ସଂଗୀତ ଜଗତର ମୁକୁଟବିହୀନ ସମ୍ରାଟ। ସେ ‘ବାଜିଗର’ ଚଳଚ୍ଚିତ୍ରରୁ ପ୍ରକୃତ ସଫଳତା ପାଇଥିଲେ। ଏହି ଚଳଚ୍ଚିତ୍ରର ସମସ୍ତ ଗୀତ ହିଟ୍ ହୋଇଥିଲା। ଅନୁ ମଲିକ ସଫଳତାର ସିଡ଼ି ଚଢିବାବେଳେ ମଧ୍ୟ ଅନେକ ବିବାଦରେ ଛନ୍ଦି ହୋଇଛନ୍ତି ହେଲେ ଆଗକୁ ଯିବାରେ ଅଟକି ନାହାନ୍ତି।

sonu nigam reveals anu malik used to bully him in initial days
ଯେତେବେଳେ ମୁଁ ଇଣ୍ଡଷ୍ଟ୍ରିରେ ନୂଆ ଥିଲି ଅନୁ ମଲିକ ମୋତେ ଡରଉଥିଲେ; ସୋନୁ ନିଗମ

ଆଜିକାଲି ଅନୁ ମଲିକ ତାଙ୍କ ବ୍ୟବହାର ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନୁ ମଲିକଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ସୋନୁ ନିଗମ କହିଥିଲେ ଯେ ତାଙ୍କ କ୍ୟାରିୟରର ପ୍ରଥମ ଦିନରେ ସେ କିପରି ତାଙ୍କୁ ଡରଉଥିଲେ।

I Love Odia Dalma Says Bollywood Music Director Anu Malik
‘ଓଡ଼ିଆ ଖାଦ୍ୟ ଭାରି ସୁଆଦିଆ...ଖେଚୁଡି ଓ ଡାଲମା ମୋର ବହୁତ ପସନ୍ଦ’

‘ଓଡ଼ିଆ ଡାଲମା ମୋର ବହୁତ ପସନ୍ଦ। ମୋତେ ଓଡ଼ିଶା ଖାଦ୍ୟ ବହୁତ ଭଲ ଲାଗେ’...ଓଟିଭି ଫୋରସାଇଟ୍‌- ୨୦୨୩ର ତ୍ରୟୋଦଶ ସଂସ୍କରଣରେ ଯୋଗ ଦେଇ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଏହା କହିଛନ୍ତି। 

Annu Mallik
OTV Foresight 2023: ଷ୍ଟେଜ୍‌ରେ ଅନ୍‌ ଦ ସ୍ପଟ୍‌ ଓଟିଭି ପାଇଁ ଗୀତ କମ୍ପୋଜ କଲେ ଅନୁ ମଲ୍ଲିକ୍, ଶୁଣନ୍ତୁ...

ବର୍ତ୍ତମାନର ଯୁବ ପିଢ଼ି କିଭଳି ସୋସିଆଲ ମିଡିଆ ଜରିଆରେ ରାତା ରାତି ଷ୍ଟାର ହେଉଛନ୍ତି, ସେହି ବିଷୟରେ ମଧ୍ୟ କହିଛନ୍ତି । ଆଉ ଏହାର ପ୍ରଭାବ କେତେ ଖରାପ ତାହା ମଧ୍ୟ କହିଛନ୍ତି ।

Anu Malik
ଅନୁ ମଲିକଙ୍କ ମାତୃ ବିୟୋଗ

ପ୍ରସିଦ୍ଧ ଗାୟକ ଅନୁ ମଲିକଙ୍କ ମା’ ବିଲ୍କିଶ ମଲିକଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସୋମବାର ସକାଳେ ତାଙ୍କର ସାନ୍ତାକ୍ରୁଜ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି।