• translate

Tag: Amazon

Special Styory | Earn Rs 70000 In 4 Hours, Know Details
ଏଇ ଅଫିସ୍‌ରେ ମାତ୍ର ୪ ଘଂଟା କାମ କଲେ ମିଳିବ ୭୦ ହଜାର ଟଙ୍କା, ଏମିତି କରନ୍ତୁ ଆବେଦନ

ଏହି ଅଫିସ୍‌ରେ ଦିନକୁ ୪ ଘଂଟା କାମ କଲେ ମାସକୁ ମିଳିବ ୭୦ ହଜାର ଟଙ୍କା। କମ୍ପାନୀର ନାହିଁ କୌଣସି ପ୍ରତିବନ୍ଧକ।

Amazon
ଦିନକୁ ୪ ଘଂଟା କାମ କରନ୍ତୁ, ମାସକୁ ୭୦ ହଜାର ଦରମା ନିଅନ୍ତୁ

ମାତ୍ର ୪ ଘଂଟା କାମ କରିବେ ଆଉ ମାସକୁ ୭୦ ହଜାର ଟଙ୍କାର ଦରମା ପାଇବେ। ହୁଏତ ଏହି କଥା ଶୁଣିବା ପରେ ଆପଣ କହିବେ, ମାତ୍ର ୪ ଘଂଟା କାମ କଲେ ମାସକୁ ୭୦ ହଜାର ଦେବ କିଏ? କିନ୍ତୁ ଏହା ପୂରା ସତ।

Amazon, Flipkart To Roll Out Special Offer This Months; Know Details
ଏଇ ମାସରେ ଆମାଜନ୍‌ ଓ ଫ୍ଲିପକାର୍ଟରେ ମିଳିବ ସ୍ପେଶାଲ୍ ଅଫର୍‌ , ଜାଣନ୍ତୁ କେବେ ଓ କେତେ ଦିନ ?

ଆଗକୁ ପୂଜା। ଆରମ୍ଭ ହୋଇଯାଉଛି ପର୍ବାଣର ମାହୋଲ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଚମତ୍କାର ଅଫର ନେଇ ଆସୁଛନ୍ତି ଆମାଜନ୍ ଏବଂ ଫ୍ଲିପକାର୍ଟ। ମନପସନ୍ଦର ଜିନିଷ ଉପରେ ଦେବେ ଭରପୂର ରିହାତି।

Amazon, Flipkart
ଏଇ ମାସରେ ଆମାଜନ୍‌ ଓ ଫ୍ଲିପକାର୍ଟରେ ମିଳିବ ସ୍ପେଶାଲ୍ ଅଫର୍‌ , ଜାଣନ୍ତୁ କେବେ ଓ କେତେ ଦିନ ?

ଆଗକୁ ପୂଜା। ଆରମ୍ଭ ହୋଇଯାଉଛି ପର୍ବାଣର ମାହୋଲ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଚମତ୍କାର ଅଫର ନେଇ ଆସୁଛନ୍ତି ଆମାଜନ୍ ଏବଂ ଫ୍ଲିପକାର୍ଟ। ମନପସନ୍ଦର ଜିନିଷ ଉପରେ ଦେବେ ଭରପୂର ରିହାତି। ଆସନ୍ତା ୩ ତାରିଖରୁ ପାର୍ବଣ ସେଲ୍‌ ଲଗାଇବାକୁ ଯାଉଛି ଆମାଜନ୍‌।

Special Story | Amazon Permanently Banned 600 Chinese Brands | Here\'s All Details
ଏହି ଭୁଲ ପାଇଁ ଏକାସଙ୍ଗେ ଚୀନର ୬୦୦ଟି ବ୍ରାଣ୍ଡକୁ ବ୍ୟାନ୍ କଲା ଆମାଜନ୍

ଧରା ପଡିଛି ଚୀନର ଚିଟିଂ। ମାତ୍ର ଗୋଟିଏ ଭୁଲ୍ ପାଇଁ ଅନେକ କ୍ଷତି ସହିବାକୁ ପଡିଛି। ରିଭ୍ୟୁ ବେଳେ ଚାଇନା କଂପାନୀର ମିଛ ଧରା ପଡିବା ପରେ ୬୦୦ଟି ବ୍ରାଣ୍ଡକୁ ବ୍ୟାନ୍ କରିବାକୁ ବାଧ୍ୟ ହୋଇଛି ଆମାଜନ୍।

Amazon
ଚଳିତ ବର୍ଷ ଭାରତରେ ୮,୦୦୦ ଲୋକଙ୍କୁ ଚାକିରି ସୁଯୋଗ ଦେବ Amazon

ଯଦି ଆପଣ ଚାକିରି ଖୋଜୁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ହୁଏତ ଏହା ଏକ ଖୁସି ଖବର। ଆମାଜନ୍‌ ଇଣ୍ଡିଆ (Amazon) ଚଳିତ ବର୍ଷ ୮୦୦୦ ପଦବୀରେ ନିଯୁକ୍ତି ଦେବା ଲାଗି ଯୋଜନା କରୁଥିବା ଜଣାପଡ଼ିଛି।