• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Akshaya Tritiya

Akshaya Tritiya Politic
ନେତା ପାଳୁଛନ୍ତି ଅକ୍ଷୟ ତୃତୀୟା ! ଏପଟେ ବିହନ ନପାଇ ଚାଷୀ ହନ୍ତସନ୍ତ

ନେତାଙ୍କ ଚାଷୀ ଅବତାର...୫ବର୍ଷ ପରେ ଓୟୁଏଟି କ୍ୟାମ୍ପସରେ ଅକ୍ଷିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ। ସୁକିନ୍ଦାରେ ମନମୋହନ ଓ କୋଲାବିରାରେ ପିସିସି ସଭାପତିଙ୍କ ଚାଷ ଅନୁକୂଳ। ଏଣେ ବିହନ ନପାଇ ଚାଷୀ ହନ୍ତସନ୍ତ, କୃଷିମନ୍ତ୍ରୀ କହିଲେ ବହୁତ ମହଜୁଦ୍ ଅଛି। 

Akshaya Tritiya Politic
ନେତା ପାଳିଲେ ଅକ୍ଷୟ ତୃତୀୟା; ହେଲେ ବିହନ ପାଇଁ ହନ୍ତସନ୍ତ ଚାଷୀ

ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟାରେ ବିଲକୁ ଯାଇ ଚାଷୀଙ୍କ ପାଇଁ ଦରଦ ଦେଖାଉଛନ୍ତି ନେତା । କାଳିଆ ଟଙ୍କା ବାଣ୍ଟି ବାହାବାହା ନେଉଛନ୍ତି ସରକାର । ହେଲେ ଚାଷୀଙ୍କ ସ୍ଥିତି କିନ୍ତୁ ଯାହାକୁ ସେଇଆ ।

Know The Significance Of Akshaya Tritiya
ପବିତ୍ର ଅକ୍ଷୟ ତୃତୀୟା: ଜାଣନ୍ତୁ, ଆଜି ଦିନର ମହତ୍ତ୍ୱ ଓ ପୌରାଣିକ କଥା...

ଆଜି ପବିତ୍ର ଅକ୍ଷୟ ତୃତୀୟା। ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ ଘୋଷଯାତ୍ରା ପାଇଁ ହେବ ରଥ ନିର୍ମାଣର ଶୁଭ ଅନୁକୂଳ ପର୍ବ। ଜାଣନ୍ତୁ, ଆଜି ଦିନର ମହତ୍ତ୍ୱ ଓ ପୌରାଣିକ କଥା...

Akshaya Tritiya  2023
Akshaya Tritiya: ଅକ୍ଷୟ ତୃତୀୟାର ବିଧି ଓ ବିଧାନ; କିପରି ଆରମ୍ଭ ହୁଏ ରଥନିର୍ମାଣ

ଭାରତୀୟ ଧର୍ମ ବିଶ୍ୱାସୀଙ୍କ ପାଇଁ ଅକ୍ଷୟ ତୃତୀୟା ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ। ବୈଶାଖ ମାସ ଶୁକ୍ଳ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଏହି ଦିନଟି ସରକାରୀ ସ୍ତରରେ କୃଷକ ଦିବସ ଭାବେ ପରିଚିତ।

ଚନ୍ଦନଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି
ଅକ୍ଷୟ ତୃତୀୟା : ଆଜିଠୁ ଆରମ୍ଭ ହେଉଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା...୨୧ ଦିନ ଚାପ ଖେଳିବେ ମହାପ୍ରଭୁ

ଆଜି ପବିତ୍ର ଅକ୍ଷୟ ତୃତୀୟା । ପ୍ରବଳ ଗରମରୁ ରକ୍ଷା ପାଇଁ ୨୧ ଦିନ ଯାଏଁ ଚାପ ଖେଳିବେ ମହାପ୍ରଭୁ...ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି

akshaya tritiya
ଆଜି ପବିତ୍ର ଅକ୍ଷୟ ତୃତୀୟା

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ଚଳଚଞ୍ଚଳ ଚଷା ପୁଅ। ଆଜିଠୁ ଆରମ୍ଭ ଚାଷ କାମ। ଅଖି ମୁଠି ବୁଣି ଚାଷ କାମର ଶୁଭାରମ୍ଭ କରିବ ଚାଷୀ। କୃଷି ଭିତ୍ତିକ ଏ ପର୍ବରେ ଲାଗି ଉତ୍ସବମୁଖର ହୋଇଛି ଗାଁ ପରିବେଶ। ବିଶ୍ୱାସ ରହିଛି ଆଜି ଭଳି ପବିତ୍ର ଦିନରେ ଶସ୍ୟ ବୁଣା ହେଲେ ଖଳାକୁ ଆସେ ଭଲ ଫସଲ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଚଷା ପୁଅ। ଅକ୍ଷୟ ତୃତୀୟା ଅବ୍ୟବହିତ ପୂର୍ବରୁ ଚାଷୀ ଘରେ କୃଷି […]