ଦୁନିଆର ସବୁଠାରୁ ଦାମୀ କଫି, ‘ବ୍ଲାକ୍ ଆଇଭରୀ ବ୍ଲେଡ୍’ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ଏକ କିଲୋଗ୍ରାମ କଫିର ମୂଲ୍ୟ ପାଖାପାଖି ୭୦ ହଜାର ଟଙ୍କା। ଏହି କଫି ହାତୀ ମଳରୁ ହୋଇଥାଏ ତିଆରି।
ଆଜି ଆମେ ଆପଣଙ୍କୁ ଦୁନିଆର ୫ଟି ଅଜବ ଡ୍ରିଙ୍କ୍ସ ବିଷୟରେ କହିବାକୁ ଯାଉଛୁ। ଏହି ଡ୍ରିଙ୍କ୍ସଗୁଡିକ ମଧ୍ୟରୁ କେତେକ ଏତେ ଅଦ୍ଭୁତ ଯେ ସେଗୁଡ଼ିକ ବିଷୟରେ ଜାଣିବା ପରେ, ଆପଣ ସେଗୁଡିକୁ ପିଇବା ତ ଦୂରର କଥା, ଦେଖିବାକୁ ମଧ୍ୟ ପସନ୍ଦ କରିବେ ନାହିଁ।
ମହିଳାମାନେ ଫ୍ୟାଶନକୁ ନେଇ ଅଜବ ଏକ୍ସପେରିମେଣ୍ଟ୍ କରିଥାନ୍ତି। ଆଜିକାଲି ଏହିପରି ଏକ ଏକ୍ସପେରିମେଣ୍ଟ୍ର ଭିଡିଓ ଭାଇରାଲ ହେଉଛି। ଚୁଟିକୁ ସିଧା କରିବାର ଏହି ଅନନ୍ୟ ପଦ୍ଧତି ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।
ମୃତ୍ୟୁ ପରର ଜୀବନ ସମ୍ପର୍କରେ ଆପଣମାନେ ଅନେକ କଥା ଶୁଣିଥିବେ । ନିଜ ପାପପୁଣ୍ୟର ହିସାବ ପରେ କିଏ ନର୍କ ଯାଏ ତ କିଏ ସ୍ୱର୍ଗ । ତେବେ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । କେବଳ ବିଶ୍ୱାସର କଥା । ମୃତ୍ୟୁ ପରେ ସ୍ଥୁଳ ଶରୀର ନଷ୍ଟ ହୋଇଯାଏ । କିନ୍ତୁ ସୂକ୍ଷ୍ମ ଶରୀର ଆଗକୁ ଯାଏ ।
ସାରା ଭାରତ ବର୍ଷରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଏବେବି ଚାଲିଛି । ଏହାରି ଭିତରେ କିଛି ଛାତ୍ରଙ୍କ ପରୀକ୍ଷା ଖାତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଆରାଲ ସାଗର ଏକଦା ବିଶ୍ୱର ଚତୁର୍ଥ ବୃହତ୍ତମ ସମୁଦ୍ର ଥିଲା, ଯାହା କଜାଖସ୍ତାନ ଏବଂ ଉତ୍ତର ଉଜ୍ବେକିସ୍ତାନ ମଧ୍ୟରେ ପ୍ରବାହୀତ ହେଉଥିଲା। କିନ୍ତୁ ଏହି ସମୁଦ୍ର ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ଶୁଖିଯାଇଛି ଯାହା ଦିନେ ୬୮,୦୦୦ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିଲା।
ଡାକ୍ତରମାନେ ଦୀର୍ଘ ଆଠ ଘଣ୍ଟାର ଅପରେସନ୍ କରି ସେହି ବ୍ୟକ୍ତିଙ୍କ ଫୁସ୍ଫୁସ୍ରୁ ୪ ସେମି ଲମ୍ବାର ଏକ ଅସରପା ବାହାର କରିଥିଲେ।
Ayodhya Ram Mandir: ଆଖିରେ କଳା ପଟି...ହାତରେ ବାଇକ୍...ଗାଡ଼ି ଚାଲିଛି ଅଯୋଧ୍ୟା...ଯେଉଁ ଦୃଶ୍ୟକୁ ଦେଖି ସମସ୍ତେ ଚକିତ । କାରଣ ପ୍ରଭୁ ରାମଲାଲାଙ୍କ ଦୁଇ ଭକ୍ତ ଆଖିରେ କଳା ପଟି ବାନ୍ଧି ବାଇକ୍ରେ ଯାଉଛନ୍ତି ଅଯୋଧ୍ୟା ।
ଯୁବକଙ୍କ ଅଜବ କାରନାମା ଶୁଣିଲେ ହେବେ ତାଜୁବ । ବଡ଼ି ବିଲ୍ଡିଂ ପାଇଁ ଗିଳିଦେଲେ ୩୯ଟି କଏନ୍ ଓ ୩୭ଟି ଚୁମ୍ୱକ ।
ବୟସ ହେଇଗଲା ୩୦। ବିବାହ ପାଇଁ ମିଳିଲେନି କନ୍ୟା। ପଡ଼ୋଶୀ ତଥା ସମ୍ପର୍କୀୟମାନେ କଲେ ଥଟ୍ଟା ପରିହାସ। ଆଉ ସହିହେଲାନି। ଆପଣେଇଲେ ଅଜବ ଉପାୟ। ଏବେ ଲାଗିଛି କନ୍ୟାଙ୍କ ଲାଇନ୍।
ଦୀର୍ଘ ୬ ବର୍ଷ ପରେ ଦୁନିଆର ସବୁଠାରୁ ଡେଙ୍ଗା ଓ ସବୁଠାରୁ ଗେଡା ବ୍ୟକ୍ତି କାଲିଫର୍ନିଆରେ ଏକାଠି ହୋଇଛନ୍ତି ଆଉ ଜଳଖିଆ କରିଛନ୍ତି। ତୁର୍କୀର ସୁଲତାନ କୋସେନ୍ ଏବଂ ଭାରତର ଜ୍ୟୋତି ଆମ୍ଜେଙ୍କ ମଧ୍ୟରେ ଉଚ୍ଚତାରେ ୬ ଫୁଟର ପାର୍ଥକ୍ୟ ରହିଛି।
ଯେତେବେଳେ ଜଣେ ବ୍ୟକ୍ତି ଶେଷ ନିଶ୍ୱାସ ତ୍ୟାଗକରେ, ପ୍ରତ୍ୟେକ ଧର୍ମରେ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା ଅଛି, କିନ୍ତୁ ଏହାର ପଦ୍ଧତି ଭିନ୍ନ ହୋଇଥାଏ। କିନ୍ତୁ ଆପଣ କେବେ ଜୀବିତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ବିଷୟରେ ଶୁଣିଛନ୍ତି କି? ଆଜିକାଲି କିନ୍ତୁ ଜଣେ ମହିଳା ଅଛନ୍ତି ଯିଏ ଏକ ଅଜବ ଅନ୍ତିମ ସଂସ୍କାର
ଦୁବାଇରେ ରହୁଥିବା ଜଣେ ମହିଳା ଗୋଟିଏ ପେନ୍ଥା ଅଙ୍ଗୁରରେ ହଜାରେ କି ଦୁଇ ହଜାର ନୁହେଁ ସେ ୯ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ମହିଳା ଜଣଙ୍କ କହିଛନ୍ତି ଯେ ସେ ଏହାକୁ ଖାଇବାକୁ ଚାହୁଁନାହାଁନ୍ତି। ତେବେ ସେ କାହିଁକି ଏତେ ଟଙ୍କା ଦେଇ ଏହି ଅଙ୍ଗୁର କିଣିଛନ୍ତି? ମହିଳା ଏହା ପଛର କାରଣ ମଧ୍ୟ କହିଛନ୍ତି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ।
ଯଦି କେହି ଆପଣଙ୍କୁ ୧.୫ କୋଟି ମୂଲ୍ୟର ଫ୍ଲାଟ୍କୁ ୧୦୫ ଟଙ୍କାରେ ବିକେ, ତେବେ ଆପଣ କ’ଣ କହିବେ? କିଏ ବା ଏହାକୁ କିଣିବାକୁ ଇଚ୍ଛା ନ କରିବ? ନା ରହିବ କୌଣସି ଋଣ ଭାର ନା ରହିବ EMI ର ଟେନସନ୍।
ଶ୍ମଶାନ ଘାଟରେ ଅଜବ ଘଟଣା। ଶବଦାହ ସମୟରେ ଉତ୍ସବର ଦୃଶ୍ୟ। ବାପାଙ୍କ ଅନ୍ତିମ ସଂସ୍କାର ସମୟରେ ଅନ୍ତିମ ଭେଟି ଭାବରେ ପୁଅ ମଦ ଅର୍ପଣ କରିଛି। ଖାଲି ମଦ ନୁହେଁ ଏହା ସହିତ ବନାରସ ପାନ ଆଉ ବିଡି ମଧ୍ୟ ଅର୍ପଣ କରାଯାଇଛି।
ଯେତେବେଳେ ଆକାଶରେ ଶଙ୍କରଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ଅଦ୍ଭୁତ ଭାବରେ ପ୍ରକାଶ ପାଇଥିଲା ଦର୍ଶକଙ୍କ ମନରେ ଭକ୍ତିର ଲହରୀ ଖେଳିଯିବା ସହିତ ସମସ୍ତେ ରୋମାଞ୍ଚିତ ହୋଇପଡିଥିଲେ ଏବଂ ପାଟିରୁ ବାହାରି ପଡିଥିଲା ‘ହର ହର ମହାଦେବ’। ଦେଖନ୍ତୁ ଏହି ଭିଡିଓ।
ସୋସିଆଲ୍ ମିଡିଆ X ରେ ଜଣେ ବ୍ୟକ୍ତି ଆନନ୍ଦ ମହିନ୍ଦ୍ରାଙ୍କଠାରୁ ଟଙ୍କା ମାଗିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ଆନନ୍ଦ ମହିନ୍ଦ୍ରାଙ୍କୁ ଏକ ଟୁଇଟ୍ ପୋଷ୍ଟ କରି ଏକ ଲକ୍ଷ ଟଙ୍କା ମାଗିଛନ୍ତି। କିନ୍ତୁ ଯେଉଁ କାମ ପାଇଁ ବ୍ୟକ୍ତି ଜଣଙ୍କ ଏହି ଟଙ୍କା ମାଗିଛନ୍ତି ତାହା ଜାଣିବା ପରେ ଆପଣ ନିଶ୍ଚିତ କହିବେ ଯେ, ଏଥିପାଇଁ ସାହସ ଦରକାର।
ଭାରତର ଜଣେ ଲୋକ ଏମିତି ଏକ ପ୍ରଜାତିର କୁକୁର ରଖିଛନ୍ତି ଯାହାର ଦାମ୍ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ। ଆପଣ ହୁଏତ ଭାବୁଥିବେ, ହଁ… ହେଇ ହେଇ ଆଉ କେତେ ହେବ ୧୦ ଲକ୍ଷ କି ୨୦ ଲକ୍ଷ। ଆପଣ ଯଦି ଏମିତି ଭାବୁଥାନ୍ତି ତେବେ ଏହା ଭୁଲ୍। ଏହି କୁକୁରର ଦାମ ହେଉଛି ୨୦ କୋଟି ଟଙ୍କା।
ପିଲାର ମୃତ୍ୟୁର କିଛି ଦିନ ପରେ ଧିରେ ଧିରେ ସମସ୍ତେ ତାକୁ ଭୁଲିଯାଆନ୍ତି। ମା’ କିନ୍ତୁ ଜୀବନ ସାରା ଭୁଲିପାରେ ନାହିଁ। ଏ ସଂପର୍କର ବନ୍ଧନ ଏମିତି ସ୍ୱୟଂ ମୃତ୍ୟୁଦେବତା ମଧ୍ୟ ଏହାକୁ ବିଚ୍ଛିନ୍ନ କରିପାରିବେ ନାହିଁ। ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଫଟୋ ଭାଇରାଲ୍ ହେଉଛି ଯାହା ଏହାର ପ୍ରମାଣ ଦେଉଛି।
ଏହି ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ପିଲା କିପରି ନିଜ ହାତକୁ ଆଗକୁ, ପଛକୁ ଏବଂ ପ୍ରତ୍ୟେକ ଦିଗକୁ ବଙ୍କା କରିଦେଇ ପାରୁଛନ୍ତି। ଏଭଳି ଦକ୍ଷତା ହାସଲ କରିବା ଅନ୍ୟ କାହା ପାଇଁ ଆଦୌ ସମ୍ଭବ ନୁହେଁ। ଆପଣ ପୂର୍ବରୁ ହୁଏତ ଅନ୍ୟ କୌଣସି ବ୍ୟକ୍ତିଙ୍କଠାରେ ଏପରି ପ୍ରତିଭା କ୍ୱଚିତ୍ ଦେଖିଥିବେ।
ମଧୁମେହ - ରକ୍ତଚାପର ଚିକିତ୍ସା ଭଲ କରିବାକୁ ଅଦ୍ଭୁତ ଉପାୟ। ତେବେ ଏହା କ’ଣ କେବଳ ଅନ୍ଧବିଶ୍ୱାସ ନା ଏହା ପଛରେ କିଛି ବିଜ୍ଞାନ ରହିଛି? ଆସନ୍ତୁ ଜାଣିବା…
ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିଲେ ଆପଣ ନହସି ରହିପାରିବେନି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ, ଜଣେ କୁନି ଝିଅ ଭୋଜପୁରୀରେ ତା’ ମା ସହିତ କଥା ହେଉଛି। ଏହି କୁନି ଝିଅଟିକୁ ପଚରାଯାଉଛି ଯେ ପାଠ ପଢିବାକୁ ମନ ହଉନି କି? ଝିଅଟି ଉତ୍ତରରେ କହୁଛି ବିଲ୍କୁଲ୍ ମନ ହେଉନି। ଯେତେବେଳେ ତାକୁ ପଚରାଯାଉଛି ଯେ କ’ଣ କରିବାକୁ ମନ ହେଉଛି? ସେ କହୁଛି ଖାଲି ଖାଇବାକୁ ମନ ହେଉଛି।
ଏକ ସନ୍ତାନ ଜନ୍ମ ପାଇଁ ଗୋଟିଏ ପୁରୁଷ ଆଉ ଜଣେ ମହିଳାଙ୍କ ସମ୍ପର୍କ ଆବଶ୍ୟକ। କିନ୍ତୁ ଦୁଇ ଜଣ ପୁରୁଷ କିମ୍ବା ଦୁଇ ଜଣ ମହିଳା ଏକତ୍ର ଏକ ସନ୍ତାନ ଜନ୍ମ କରିବା ଅସମ୍ଭବ। ଏହା ଆଶ୍ଚର୍ଯ୍ୟଜନକ ହେଲେ ମଧ୍ୟ ଏମିତି ହେବା ସମ୍ଭବ ହୋଇଛି। ଆପଣ ହୁଏତ ଏହାକୁ ବିଶ୍ୱାସ କରି ନ ପାରନ୍ତି, କିନ୍ତୁ କଥାଟି ସତ।
ବୃଦ୍ଧାବସ୍ଥାରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ପ୍ରେମ ହୋଇଛି। ୮୦ ବର୍ଷର ଆଇମା’ ତାଙ୍କଠାରୁ ୨୩ ବର୍ଷ ସାନ ୫୭ ବର୍ଷର ଜଣେ ବ୍ୟକ୍ତିଙ୍କୁ ହୃଦୟ ଦେଇବସିଛନ୍ତି। ପୁରୁଷ ଜଣଙ୍କ ଭୂମିହୀନ ଥିବାରୁ ପରିବାର ଲୋକେ ଖେଳିଲେ ଏମିତି ଗେମ୍।
ସୋସିଆଲ୍ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଆପଣ ନିଜ ହସକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ ନାହିଁ। ଭାଇରାଲ ହେଉଥିବା ଏହି ଭିଡିଓରେ ଶାଢି ପିନ୍ଧିଥିବା ଜଣେ ମହିଳା ଝରକା ଦେଇ ବସ୍ ଭିତରକୁ ଯାଉଥିବା ଦେଖିବାକୁ ମିଳେ।