• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Airstrike

 US Air Strikes
ଆମେରିକା ଟାର୍ଗେଟରେ ଆତଙ୍କୀ ଆଡ୍ଡା: ଇରାକ ଓ ସିରିୟାରେ ଏୟାର ଷ୍ଟ୍ରାଇକ୍

ଆତଙ୍କୀ ଆଡ୍ଡା ଉପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଯଦି କେହି ଆମେରିକୀୟଙ୍କୁ କ୍ଷତି ପହଞ୍ଚାଇବ ଆମେ ଚୁପ୍ ବସିବୁ ନାହିଁ ବୋଲି ବାଇଡେନ୍ କହିଛନ୍ତି।

US fighter jets strike Iran-linked sites in Syria
ପ୍ରତିଶୋଧ ନେଲା ଆମେରିକା, ସିରିଆରେ ଆତଙ୍କବାଦୀ ସଂଗଠନ ଉପରେ କଲା ଏୟାରଷ୍ଟ୍ରାଇକ୍...

ପୂର୍ବ ସିରିଆରେ ରହୁଥିବା ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ- IRGS ଓ ଏହାର ସହଯୋଗୀ ଆତଙ୍କବାଦୀ ଗୋଷ୍ଠୀଙ୍କ ଠିକଣା ଉପରେ ଆମେରିକା ଏୟାରଷ୍ଟ୍ରାଇକ୍‌ କରିଛି ।

afghanistan-crisis
କାବୁଲ ଏୟାରପୋର୍ଟ ନିକଟରେ ପୁଣି ଏୟାରଷ୍ଟ୍ରାଇକ୍ : ସକାଳୁ ସକାଳୁ ଧୂଆଁ ଧୂଆଁ ହେଲା ସହର

ଆଫଗାନିସ୍ତାନରେ ପୁଣି ଏୟାରଷ୍ଟ୍ରାଇକ୍ । ସକାଳ ପ୍ରାୟ ୬.୪୦ ସମୟରେ କାବୁଲ ବିମାନବନ୍ଦର ନିକଟରେ ରକେଟ ଆକ୍ରମଣ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ ଏହି ରକେଟଗୁଡିକ ଏକ ଗାଡିରୁ ଟାର୍ଗେଟ କରାଯାଇଥିଲା। ସମାଚାର ଏଜେନ୍ସି ଏଏଫପି ଅନୁସାରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଆକ୍ଟିଭେଟ୍ ହେବାର ଶବ୍ଦ ଶୁଣିଛନ୍ତି କାବୁଲ ବିମାନବନ୍ଦର ନିକଟରେ ରହୁଥିବା ଲୋକେ

afghanistan-army-airstrike
ତାଲିବାନୀ ଉପରେ ଆଫ୍‌ଗାନିସ୍ତାନର ବଡ଼ ଧରଣର ଏୟାରଷ୍ଟ୍ରାଇକ୍‌। ୨୫୪ ଆତଙ୍କୀ ନିପାତ୍‌

କାରଣ ପୂର୍ବରୁ ତାଲିବାନୀ ଉପରେ ଏମିତି ଆକ୍ରମଣ ପୂର୍ବରୁ କେବେ ହୋଇନଥିଲା। ଆକ୍ରମଣର ମାତ୍ର ଏତେ ପ୍ରଚଣ୍ଡ ଥିଲା କି, ଆତଙ୍କୀଙ୍କ କେତେକ ଗାଡ଼ି ବିସ୍ଫୋରଣରେ ଉଡ଼ିଯାଇ କିଛି ଦୂରରେ ଛିଟିକି ହୋଇ ପଡ଼ିଥିଲା। କେବଳ ଏତିକି ନୁହେଁ ବରଂ ଆଫ୍‌ଗାନିସ୍ତାନ ସେନା ଆତଙ୍କୀଙ୍କ ୧୩ ଟି ଆଇଇଡ଼ିକୁ ମଧ୍ୟ ନିଷ୍କ୍ରୟ କରିବାରେ ସଫଳ ହୋଇଛନ୍ତି। ଗତକାଲି ମଧ୍ୟ କନ୍ଧାରରେ ତାଲିବାନୀ ଆତଙ୍କୀଙ୍କର ବଙ୍କର୍‌ ଗୁଡ଼ିକୁ ବିସ୍ଫୋରଣ କରି ନଷ୍ଟ କରିଦେଇଥିଲେ। ଏହାଦ୍ୱାରା ୧୦ ରୁ ଅଧିକ ଆତଙ୍କୀ ପ୍ରାଣ ମଧ୍ୟ ହରାଇଥିଲେ।