• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Actor

Salman Khan
ସଲମାନ ଖାନଙ୍କ ଘର ଆଗରେ ଗୁଳିମାଡ଼

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ଆଗରେ ଗୁଳିମାଡ଼ ହୋଇଥିବା ସୂଚନା । ସଲମାନଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ଗୁଳି ମାଡ଼ର ଶବ୍ଦ ଶୁଣିବାକୁ ମିଳିଛି । ଖବର ମିଳିବା ପରେ ମୁମ୍ବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଳାଇଛି ।

Vijayakanth
ପରଲୋକରେ ବିଜୟକାନ୍ତ; କରୋନାରେ ଥିଲେ ପୀଡ଼ିତ

ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲେ । ଏଥିପାଇଁ ଭେଣ୍ଟିଲେଟରରେ ରଖାଯାଇଥିଲା ।

Mohammad Mohsin
ମନେ ପଡ଼ନ୍ତି ମହମ୍ମଦ ମହସୀନ..ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କ ଅବଦାନ ଅତୁଳନୀୟ

ମହମ୍ମଦ ମହସୀନଲେଜ ସମୟରୁ ହିଁ କଳା ଏବଂ ନାଟକ ପ୍ରତି ମୋହସୀନଙ୍କ ଆଗ୍ରହ ବାରି ହୋଇ ପଡ଼ୁଥିଲା । ସେ ରେଭେନ୍ସା କଲେଜର ଡ୍ରାମାଟିକ୍ ସୋସାଇଟିର ସେକ୍ରେଟେରୀ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ ।

Aman Dhaliwal
Viral Video: ଆମେରିକାରେ ଯୋଦ୍ଧା ଆକବର ଅଭିନେତା ଅମନ ଧଲିୱାଲଙ୍କୁ ଆକ୍ରମଣ

ସୌଭାଗ୍ୟବଶତଃ ଅମନଙ୍କର ବିଶେଷ କିଛି କ୍ଷତି ହୋଇନଥିଲା ।

Pintu nanda
ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ଥିଲା ଦ୍ୱାଦଶାହ

ମାର୍ଚ୍ଚ ୧ ତାରିଖରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଥିଲା । ରାତି ୧୧ଟା ୨୫ ମିନିଟ୍‌ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଜଣାପଡ଼ିଥିଲା ।

Rape Allegation
ଅପହରଣ ସିନ୍‌ କହି ଯୁବତୀଙ୍କ ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ !

ଯେଉଁ ଘରେ ଏହି କାଣ୍ଡ ଘଟିଛି ପହଞ୍ଚିଲା ଛାନ୍‌ଭିନ୍‌ ପୋଲିସ

Tribute To Mihir - The Life Journey & Magnificent Career Of Actor Mihir Das
ଏବେ ବି ମିହିର ଦାସଙ୍କ ଆକ୍ଟିଂକୁ ଝୁରୁଛନ୍ତି ଲୋକ...

ସେ ନାହାନ୍ତି ସତ କିନ୍ତୁ ତାଙ୍କ ଅଭିନୟକୁ ଝୁରୁଛି ପୂରା ରାଜ୍ୟ। ହିରୋ ହେଉ କି ଗୁଣ୍ଡା....କମେଡ଼ି ହେଉ କି ନେତା...ସବୁ ଆକ୍ଟିଂ ପାଇଁ ସେ ଥିଲେ ପୂରା ଫିଟ୍‌, ଦେଖନ୍ତୁ ତାଙ୍କ ଦମଦାର ଆକ୍ଟିଂର କିଛି ସତେଜ୍‌ ଦୃଶ୍ୟ...

Saina Nehwal Vs Siddharth; Actor\'s Remark To Badminton Ace\'s Tweet Over PM Modi\'s Security Breach Draws Flak
ବିବାଦ ଘେରରେ ରଙ୍ଗ ଦେ୍ ବସନ୍ତି ଫେମ୍ ତଥା ସାଉଥ୍‌ ଷ୍ଟାର ସିଦ୍ଧାର୍ଥ

ବିବାଦ ଘେରରେ ରଙ୍ଗ ଦେ୍ ବସନ୍ତି ଫେମ୍ ତଥା ସାଉଥ୍‌ ଷ୍ଟାର ସିଦ୍ଧାର୍ଥ। ବ୍ୟାଡ୍‌ମିଣ୍ଟନ୍ ଖେଳାଳି ସାଇନା ନେହୱାଲ୍‌ଙ୍କ ପ୍ରତି ଅଶୋଭନୀୟ ଟ୍ୱିଟ୍ କରି ଫସିଛନ୍ତି ସାଉଥ୍‌ ଷ୍ଟାର ସିଦ୍ଧାର୍ଥ। ପରିସ୍ଥିତି ଏପରି ହୋଇଛି ଯେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଜାତୀୟ ମହିଳା କମିଶନ ମହାରାଷ୍ଟ୍ର ଓ ତାମିଲନାଡୁ ଡିଜିପିଙ୍କୁ ଚିଠି ଲେଖିଛନ୍ତି।

Nora Fatehi in boldness
ବଲିଉଡ୍‌ରେ କରୋନା ଆତଙ୍କ ! ଅର୍ଜୁନ କପୁରଙ୍କ ପରେ ନୋରା ଫତେହୀ ପଜିଟିଭ୍‌

ଜଣକ ପରେ ଜଣେ ବଲିଉଡ୍‌ ଷ୍ଟାର୍ କରୋନାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଗତକାଲି ଅର୍ଜୁନ୍ କପୁର ଓ ତାଙ୍କ ପରିବାର କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ନେଇ ଖବର ସାମ୍ନାକୁ ଆସିଥିଲା । ଆଉ ଏବେ ନୋରା ଫତେହୀ ମଧ୍ୟ ସଂକ୍ରମିତ ହୋଇଛନ୍ତି ।

Actor Jacqueline Fernandez stopped from leaving country
ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ତିଜ ଅଟକ

ଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଗତକାଲି ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା। ୨୦୦ କୋଟିର ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ED) ଜ୍ୟାକଲିନଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍‌ ଜାରି କରିଛି