• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Abhishek Bachchan

aaradhya bachchan shows her acting skills at annual day school event
ସମସ୍ତଙ୍କୁ ପାଗଳ କଲା ଆରାଧ୍ୟା ବଚ୍ଚନଙ୍କ ଅଭିନୟ; ଲୋକେ କହିଲେ ମହାନ ଅଭିନେତ୍ରୀ

ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟାଙ୍କ ଅଭିନୟର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଆରାଧ୍ୟାଙ୍କ ଅଭିନୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଭିଡିଓ ଦେଖିବା ପରେ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ପ୍ରଶଂସକଙ୍କ ପାଖରେ କେବଳ ଗୋଟିଏ କଥା – “ଆରାଧ୍ୟା ଜଣେ ମହାନ ଅଭିନେତ୍ରୀ ହେବେ।”

aishwarya rai leaves house of amitabh
ଐଶ୍ୱର୍ଯ୍ୟା ରାୟ ଛାଡିଲେ ଅଭିଷେକ ବଚ୍ଚନଙ୍କ ବଙ୍ଗଳା; ହେବ କି ଛାଡପତ୍ର!

ନିକଟରେ ଐଶ୍ୱର୍ଯ୍ୟା ରାୟ ଏବଂ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏବେ ଐଶ୍ୱର୍ଯ୍ୟା ରାୟ ଅଭିଷେକ ବଚ୍ଚନଙ୍କ ବଙ୍ଗଳା ଅର୍ଥାତ୍ 'ଜଲସା' ଛାଡିଛନ୍ତି। ଏହାପରେ ସେମାନଙ୍କ ଛାଡପତ୍ର ଗୁଜବ ଜୋର ଧରିଛି।

abhishek bachchan joining akhilesh yadav samajwadi party
ଏହି ପାର୍ଟିରେ ଯୋଗଦେବେ ଅଭିଷେକ ବଚ୍ଚନ; ୨୦୨୪ ନିର୍ବାଚନ ଲଢିବେ!

ଆଲୋଚନା ହଉଛି ଯେ ଅଭିଷେକ ମଧ୍ୟ ସମାଜବାଦୀ ପାର୍ଟି ଟିକେଟ୍ ରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସେ ଉତ୍ତରପ୍ରଦେଶର ଆହ୍ଲାବାଦ ଲୋକସଭା ଆସନରୁ ନିର୍ବାଚନ ଲଢେଇବା ନେଇ ଚର୍ଚ୍ଚା ହେଉଛି।

bollywood actress Jaya Bachchan
ଫ୍ୟାନ୍ସଙ୍କୁ ଦେଖି କାହିଁକି ଚିହିଁକିଲେ ଜୟା

ବଲିଉଡ ଅଭିନେତା, ଅଭିନତ୍ରୀଙ୍କ ଫ୍ୟାନ୍ସ, ଫଲୋୟର ବହୁତ ଅଧିକ । ଆକଳନ କରିବା କଷ୍ଟ। ଯଦି ଏହି ଅଭିନେତା ବା ଅଭିନେତ୍ରୀ ଫ୍ୟାନ୍ସଙ୍କ ଭିଡ଼ରେ ପଡିଗଲେ ତେବେ କଥା ସରିଲା। ଫଟୋ, ଅଟୋଗ୍ରାଫ ପାଇଁ ଏମିତି ଭିଡ ଜମିବ ଯେ ବାହାରବା ମୁସ୍କିଲ ହୋଇଯିବ। ତୁମର ରାଗ, ଗାଳି ଏମିତି ଫ୍ୟାନ୍ସଙ୍କ ପାଖରେ କିଛି କାମ ଦେବନି।

Abhishek Bachchan does not believe in term of pan India film
ବଲିଉଡ୍‌ ଫିଲ୍ମ ମଧ୍ୟ କାହାଠାରୁ କମ୍ ନୁହେଁ: ଅଭିଷେକ ବଚ୍ଚନ

ଗୋଟିଏ ପରେ ଗୋଟିଏ ସାଉଥ ଫିଲ୍ମ ରିଲିଜ୍ ହେଉଥିବା ବେଳେ ରୋଜଗାରର ରେକର୍ଡ ମଧ୍ୟ ଭାଙ୍ଗୁଛି। ଏହି କାରଣରୁ ସାଉଥ୍‌ ଇଣ୍ଡଷ୍ଟ୍ରିକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି। ଅଭିଷେକ ବଚ୍ଚନ ଏହାକୁ ନେଇ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତୀୟ ସିନେମା ବର୍ତ୍ତମାନ ଏକ ଭଲ ସମୟ ଦେଇ ଗତି କରୁଛି।

amitabh bachchan
କେମିତି ଅଛି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ?

ମୁମ୍ବାଇ: ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ(୪୪) କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ଓ ଉଭୟ କରୋନା ପଜିଟିଭ୍‌ ନେଇ ଟ୍ୱିଟ୍‌ କରି ଶନିବାର ରାତିରେ ସୂଚନା ଦେଇଥିଲେ। ପ୍ରଥମେ କରୋନା ପଜିଟିଭ୍‌ ନେଇ ଅମିତାଭ ଟ୍ୱିଟ୍‌ କରିଥିଲେ ଓ ଏହାର କିଛି ସମୟ ପରେ ଅଭିଷେକ ଟ୍ୱିଟ୍‌ କରିଥିଲେ। ଅମିତାଭଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ୍‌ର‌ respiratory isolation unitରେ ଭର୍ତ୍ତି […]

images (85)
ଅମିତାଭ, ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ଜୟାଙ୍କ ଆସିଲା କରୋନା ଟେଷ୍ଟ ରିପୋର୍ଟ

ମୁମ୍ବାଇ: ବଲିଉଡ ବିଗ୍‌ ବି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଉଭୟ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଫ୍ୟାନ୍ସମାନେ ଉଭୟଙ୍କ ଆରୋଗ୍ୟ କାମନା କରିଛନ୍ତି। ତେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଜୟା ବଚ୍ଚନ ଓ ବାକିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ନେଇ ଫିଲ୍ମ କ୍ରିଟିକ ତଥା ଫିଲ୍ଲ ଟ୍ରେଡ ଆନାଲିଷ୍ଟ ସୁମିତ କାଡେଲ […]