• translate

Tag: Aap

 Arvind Kejriwal
କେଜ୍ରିୱାଲଙ୍କ ବେକାରୀ କାର୍ଡ, ଚାକିରି ନଦେଇ ପାରିଲେ ମାସକୁ ୫ ହଜାର ଦିଆଯିବ

ଆମ୍‌ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଖଣ୍ଡ ଗସ୍ତ ରାଜନୀତିକୁ ଆହୁରି ଉଷ୍ମତା ଦେଇଛି । କାରଣ, ଆଜି କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳରେ ବଡ଼ ଘୋଷଣା କରିଛନ୍ତି ।

 Arvind Kejriwal
ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଆପର ରଣନୀତି : ବିଜେପିକୁ ଟକ୍କର ଦେବାକୁ ରାଷ୍ଟ୍ରବାଦର ସାହାରା ନେବ ଆମ୍ ଆଦମି ପାର୍ଟି

୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ ହୋଇସାରିଛି । ଏହି ଧାରାରେ ଆମ୍ ଆଦମୀ ପାର୍ଟି (AAP) ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ବିଶେଷ ରଣନୀତି ଉପରେ କାମ ଆରମ୍ଭ କରିଛି । ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏଥର ହିନ୍ଦୁତ୍ୱ ଏବଂ ରାଷ୍ଟ୍ରବାଦକୁ ମୁଦ୍ଦା କରି ବିଜେପିକୁ ଘେରିବାକୁ ପ୍ରସ୍ତୁତି କରିଛି ।